Latest Odisha News

BREAKING NEWS

Browsing Tag

Health

ଉପକାରୀ ମଟର ଛୁଇଁ…

ଆମ ଶରୀର ପାଇଁ ଉପକାରୀ ମଟର ଛୁଇଁ । ମଟର ଛୁଇଁରେ ରହିଛି ଆଇରନ୍‌, କ୍ୟାଲସିୟମ୍‌, ଭିଟାମିନ୍‌ ବି ୬, ଭିଟାମିନ୍‌ ସି, ମ୍ୟାଗ୍‌ନେସିୟମ୍‌ ଭଳି ଅନେକ ଗୁଣକାରୀ ତତ୍ତ୍ୱ। ଫଳରେ ଏହାକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ହୃତ୍‌ପିଣ୍ଡ ଓ କିଡ୍‌ନୀ ସୁସ୍ଥ ରହିଥାଏ। ଏହା ରକ୍ତଚାପକୁ ମଧ୍ୟ…

ଅଧିକ ଗରମ ପାଣି ପିଉଛନ୍ତି କି ! ହୋଇଯାଆନ୍ତୁ ସାବଧାନ  

ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ। ଥଣ୍ଡାର ପ୍ରଭାବ ଅଧିକ ରହିଥିବାରୁ ସମସ୍ତେ ଗରମ ପାନୀୟ ପିଇବା ପାଇଁ ଅଧିକ ପସନ୍ଦ କରିଥାଆନ୍ତି । ତେଣୁ କିଛି ଲୋକ ଥଣ୍ଡା ସକାଳୁ ଗରମ ପାଣି ପିଇଥାଆନ୍ତି  । କିନ୍ତୁ ଆପଣ କଣ ଜାଣିଛନ୍ତି ଏହି ପାନୀୟ ପିଇବା ଦ୍ୱାରା ସୁସ୍ଥ ହେବା ବଦଳରେ ଆପଣ ଅସୁସ୍ଥ…

ମୁହଁରେ ବ୍ରଣ ହେଉଛି କି ! ଆପଣାନ୍ତୁ ଏହି ଉପାୟ…..

ତ୍ବଚା ପାଇଁ ଆମେ ସବୁବେଳେ ଚିନ୍ତିତ ରହିଥାଆନ୍ତି । ଆଉ ମୁହଁରେ କୌଣସି ଦାଗ କି ବ୍ରଣ ହେଲେ ସଙ୍ଗେ ସଙ୍ଗେ ବିଭିନ୍ନ ଉପଚାର କରିଥାଉ । ତେବେ ମୁହଁରେ ଦାଗ କି ବ୍ରଣ ହୋଇଥିଲେ କିଛିଟା ଉପାୟ ଆପଣାନ୍ତୁ  । ଦେଖିବେ ଆପଣଙ୍କ ମୁହଁରୁ ବ୍ରଣ ଦାଗ ହଟିବା ସହ ତ୍ୱଚା ଚମକିବ । - ସପ୍ତାହରେ…

ରାଜ୍ୟ ଓ ରାଜ୍ୟ ବାହାରର ୫୫୪ଟି ଘରୋଇ ହସ୍ପିଟାଲରେ BSKY ହିତାଧିକାରୀଙ୍କୁ ମାଗଣା ଚିକିତ୍ସା  

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ରେ ନୂଆ ହସ୍ପିଟାଲ୍ ସାମିଲ୍ କରାଯାଇଛି । ଏଣିକି ବିଏସକେୱାଇ ହିତାଧିକାରୀ ରାଜ୍ୟ ଓ ରାଜ୍ୟ ବାହାରେ ୫୫୪ଟି ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ପାଇ ପାରିବେ । ରାଜ୍ୟ ବାହାରେ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ,…

କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ କିସ୍‌ମିସ୍‌

ଆମେ ଆମ ଶରୀରକୁ ନେଇ ସବୁବେଳେ ଯତ୍ନବାନ ରୁହନ୍ତି  । କିଛି ସମସ୍ୟା ଦେଖାଦେଲେ ସଙ୍ଗେ ସଙ୍ଗେ ତାର ଉପଚାର କରିଥାଆନ୍ତି  । ଆଉ ଖାଦ୍ୟକୁ କୁ ନେଇ ଆମେ ଟିକିଏ ଅଧିକ ସଚେତନ ହେବା ଉଚିତ୍‌ । ଖାଦ୍ୟ ଖାଇବା ବେଳେ ସକାଳ ଜଳଖିଆରେ କିସ୍‌ମିସ୍‌ ସାମିଲ୍‌ କରିବା ନିହାତି ଦରକାର  । ଆମେ ଡ୍ରାଏ…

ଶିତଦିନେ ଖାଆନ୍ତୁ ମେଥିଶାଗ, ଗଣ୍ଠି ଯନ୍ତ୍ରଣାରୁ ପାଇବେ ମୁକ୍ତି….

ଶିତଦିନେ ଟିକିଏ ଆମକୁ ଆମ ଶରୀର ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ  । ସେଥିପାଇଁ ଆମକୁ ସବୁଜ ପନିପରିବା ଖାଇବା ନିହାତି ଆବଶ୍ୟକ  । ବିଶେଷ କରି ଶାଗ ଖାଇବା ନିହାତି ଦରକାର । ତେବେ ସବୁ ଶାଗ ମଧ୍ୟରେ ମେଥି ଶାଗ ଅନ୍ୟତମ । ମେଥିରେ ବହୁ ଔଷଧୀୟ ଗୁଣ ଭରି ରହିଥାଏ । ମେଥି ଶାଗରେ ପୋଟାସିୟମ,…

ଶୀତଦିନେ ଅଙ୍ଗୁର ଖାଇବା ଦ୍ୱାରା ମିଳିଥାଏ ଏହି ଫାଇଦା…..

ପ୍ରତ୍ୟେକ ଫଳରେ କିଛି ନା କିଛି ଗୁଣ ଲୁଚି ରହିଥାଏ । ତେଣୁ ଖାଇବାରେ ଫଳ ସାମିଲ କରିବାକୁ କେବେ ଭୁଲିବେନି  । ଅଙ୍ଗୁରରେ ଆପଣଙ୍କୁ ଭରପୂର ମାତ୍ରାରେ କ୍ୟାଲୋରୀ, ଫାଇବର, ଭିଟାମିନ୍‌-ସି ଏବଂ ଭିଟାମିନ୍‌-ଇ ରହିଛି । ତେବେ ଅଙ୍ଗୁର ଖାଇବା ଦ୍ୱାରା ଆମ ପୋଷକ ତତ୍ତ୍ୱ ଉପରେ ପ୍ରଭାବ ପକାଇଥାଏ …

ଘନକେଶ ପାଇଁ ଆପଣାନ୍ତୁ ଘରୋଇ ଟିପ୍ସ…

କେଶ ଝଡ଼ିବା ଅନେକଙ୍କ ପାଇଁ ଚିନ୍ତାର କାରଣ  । ଏପରିକି ବଦଳୁଥିବା ଜୀବନଶୈଳୀ ମଧ୍ୟରେ ପାଠପଢ଼ା ନସରୁଣୁ କେଶ ଝଡ଼ିବା ଆରମ୍ଭ ହୋଇଯାଉଛି  । ତେବେ କେଶ ଝଡ଼ିବାର ବିଭିନ୍ନ କାରଣ ରହିଛି  । ଅଧିକ ମାନସିକ ଚାପ, ହେଲ୍‌ମେଟ୍‌ ବା ଟୋପି ପିନ୍ଧିବା, କୌଣସି ଔଷଧର କୁପ୍ରଭାବ କେଶ ଝଡ଼ିବା ପାଇଁ…

ଶୀତଦିନେ ଶିଶୁର ଯତ୍ନ….

ଶୀତଦିନେ ବହୁଥିବା ଶୀତୁଆ ପବନ ତ୍ୱଚାକୁ ରୁକ୍ଷ କରିଦେଇଥାଏ  । ଥଣ୍ଡା ପବନ ସାଙ୍ଗକୁ ବାୟୁମଣ୍ଡଳରେ ଆର୍ଦତାର ପରିମାଣ କମି ଯାଉଥିବାରୁ ତ୍ୱଚା ଡ୍ରାଏ ହୋଇଯାଏ  । ତେଣୁ ଏହି ସମୟରେ କୋମଳମତି ଶିଶୁମାନଙ୍କର ଅଧିକ ମାତ୍ରାରେ ଯତ୍ନ ନେବା ଆବଶ୍ୟକ ହୋଇଥାଏ   । ଏହି ସମୟରେ ଶିଶୁମାନଙ୍କ…

ଶୀତଦିନେ ଷ୍ଟ୍ରିଟ୍‌ ଫୁଡ୍‌…..

ବର୍ଷକ ପରେ ପୁଣିଥରେ ଶୀତ ଆସି ପହଞ୍ଚିଛି  । କୋହଲା ପାଗରେ ବାହାରକୁ ଯାଇ ବୁଲି ଆସିଲେ ଟିକେ ଭଲ ଲାଗେ  । ଆଉ ବାହାରକୁ ଗଲେ କିଛି ଗରମ ଜିନିଷ ଖାଇବାକୁ ମଧ୍ୟ ଇଚ୍ଛା ହୁଏ  । ଏହି ସମୟରେ ରାସ୍ତା କଡ଼ରେ ମିଳୁଥିବା ପାଟି ଟକଳିଆ ଖାଦ୍ୟ ସାଧାରଣତଃ ସମସ୍ତଙ୍କୁ ଲୋଭେଇ ଥାଏ  । ଆସନ୍ତୁ…