Latest Odisha News

BREAKING NEWS

Browsing Tag

Health

ଶୁଷ୍କ ତ୍ୱଚାରୁ ମୁକ୍ତି ଦେବ ନଡ଼ିଆତେଲ….

ଶୀତଦିନେ ଆମ ତ୍ୱଚା ଶୁଷ୍କ ହେବା ସଙ୍ଗେ ସଙ୍ଗେ ଅନେକ ସମସ୍ୟା ଦେଖାଯାଏ । ବିଶେଷ କରି ଚର୍ମ ଫାଟିଥାଏ ଏବଂ ରୁକ୍ଷ ହୋଇଯାଏ  । ଶୁଷ୍କପଣ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଥାଏ । ଏହି ଦିନରେ ତ୍ବଚାର ବିଶେଷ ଯତ୍ନ ନେବାକୁ ପଡିଥାଏ। ଏଥିପାଇଁ ସମସ୍ତେ ବିଭିନ୍ନ ଜିନିଷର ବ୍ୟବହାର ମଧ୍ୟ…

ଲିଭର ସୁସ୍ଥ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ….

ଆମ ଶରୀରରେ ଲିଭର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ  । ଯାହା ରକ୍ତକୁ ସ୍ୱଚ୍ଛ କରିବା କରିବାରେ ସାହାଯ୍ୟ କରିଥାଏ  । ମଣିଷର ଯକୃତ ଭିଟାମିନ ଓ ମିନେରାଲସକୁ ମଧ୍ୟ ସରଂକ୍ଷିତ କରି ରଖିବା ଭଳି କାର୍ଯ୍ୟ କରିଥାଏ। ତେଣୁ ଲିଭରକୁ ସୁରକ୍ଷିତ ରଖିବା ପାଇଁ କିଛିଟା ଖାଦ୍ୟକୁ ଆମ ନିଜର ଦୈନନ୍ଦିନ…

କର୍କଟ ରୋଗ ଦୂର କରିଥାଏ ଖଜୁରୀ….ଏକ ସପ୍ତାହ ଖାଅନ୍ତୁ ୩ଟି ଲେଖାଏଁ ଖଜୁରୀ  

ଆମେ ଆମ ସ୍ୱାସ୍ଥ୍ୟ ପାଇଁ ସବୁବେଳେ ସଚେତନ ରହିଥାଆନ୍ତି । ତେଣୁ ଆମେ ଅନେକ ସମୟରେ ବିଭିନ୍ନ ପ୍ରକାରର ଫଳ ଖାଇଥାଉ । ସେଥି ମଧ୍ୟରୁ ଖଜୁରୀ ଫଳ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ । ଖଜୁରୀକୁ ପୁରାତନ ସମୟରେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର କିମ୍ବା ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିଲା।…

ଗଳା ପୋଡ଼ା ହେଉଛି କି ! ଆପଣାନ୍ତୁ ଏହି ଉପାୟ ମିଳିବ ଆରାମ…

ଅନେକ ସମୟରେ ଆମ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥାଏ  । ଅତ୍ୟଧିକ ଥଣ୍ଡା କାରଣରୁ ହେଉ ଅବା ଏସିଡିଟି କାରଣରୁ କିନ୍ତୁ ପୋଡାଜଳା ଅନୁଭବ ହୋଇଥାଏ। ଏହା ବ୍ୟତୀତ ଧୁମ୍ରପାନ, ଏଲର୍ଜି, ଥଣ୍ଡା, ବ୍ୟାକ୍ଟେରିଆ ଜନିତ ସଂକ୍ରମଣ କାରଣରୁ ମଧ୍ୟ ଗଳାରେ ପୋଡାଜଳା ଅନୁଭବ ହୋଇଥାଏ। ଗଳାରେ ପୋଡାଜଳା ଅନୁଭବ…

ଡାଲଚିନ୍‌ ଖାଉଛନ୍ତି କି !

ବର୍ତ୍ତମାନର ଜୀବନଶୈଳୀରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳିଛି । ଖାଦ୍ୟ ସେବନରେ ହେଳା କରିବା ଦ୍ୱାରା ଅନେକ ମାରାତ୍ମକ ରୋଗର ଶିକାର ହୋଇଥାଉ । ତେଣୁ ଏସବୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଉଚ୍ଚ…

କେଶ ପାଇଁ ଉପକାରୀ ‘ମେଥି’…. ଔଷଧ ଭଳି ଦେଇଥାଏ କାମ

ମେଥିର ଦାନାରେ ରହିଛି ଔଷଧୀୟ ଗୁଣ । ପ୍ରତିଦିନ ରୋଷେଇରେ ଆମେ ବ୍ୟବହାର କରିଥାଉ  । କଣ ଆପଣ ଜାଣନ୍ତି ଏହି ମେଥି ସ୍ୱାସ୍ଥ୍ୟ ସହ କେଶ ପାଇଁ ଖୁବ୍‌‌ ଲାଭଦାୟକ। ଏହାର ବ୍ୟବହାର ଦ୍ୱାରା ଆପଣଙ୍କ କେଶ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ। ଏଥିରେ ଆଇରନ, ପ୍ରୋଟିନ୍‌‌ ଓ ଅନ୍ୟ ଭିଟାମିନ…

ଡାର୍କ ଚକୋଲେଟ୍‌ ଦେହ ପାଇଁ ଉପକାରୀ…

ଛୋଟ ପିଲାମାନେ ଚକୋଲେଟ୍‌ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି  ।  ଚକୋଲେଟ୍‌ ପାଟିକୁ ବହୁତ ଭଲ ଲାଗେ  । ପ୍ରତ୍ୟେକ ମା’ ପିଲାମାନଙ୍କୁ ଚକୋଲେଟ୍‌ ଖାଇବାକୁ ବାରଣ କରିଥାଆନ୍ତି  । କାରଣ ଚକୋଲେଟ୍‌ ଖାଇଲେ ଦାନ୍ତ ପୋକ ଖାଇବା ସହ ପେଟରେ କୃମି ହେବା ପରି ସମସ୍ୟା ଦେଖାଯାଇଥାଏ  ।…

ଓଜନ ହ୍ରାସ ପାଇଁ ଏପରି କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ !

କିଛି ଲୋକ ନିଜର ଓଜନ ବୃଦ୍ଧିକୁ ନେଇ ଖୁବ୍‌‌ ଚିନ୍ତିତ । ସେଥିପାଇଁ ସେମାନେ ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି। ଖାଦ୍ୟରେ ନିୟନ୍ତ୍ରଣ ରଖିବା ସହ କିଛି ସ୍ୱତନ୍ତ୍ର ଡାଏଟ୍‌ ଚାର୍ଟ୍‌ ଆପଣାଇ ଥାଆନ୍ତି । କିନ୍ତୁ ଏଭଳି ଉପାୟ ଆପଣାଇବା ଦ୍ୱାରା ଆମ ଶରୀରରେ ଏହାର କୁପ୍ରଭାବ ପଡିଥାଏ। ଶରୀରକୁ…

ବାରମ୍ବାର ଥଣ୍ଡାଜ୍ୱର ହେଉଛି କି ? ଏହି ଉପାୟ ଆପଣାନ୍ତୁ ଥଣ୍ଡାଜ୍ୱରରୁ ପାଇବେ ରକ୍ଷା….

ଋତୁ ପରିବର୍ତ୍ତନଶୀଳ । ଋତୁ ପରିବର୍ତ୍ତନକୁ ନେଇ ଘରେ ଘରେ ଥଣ୍ଡା ଜ୍ୱର ସମସ୍ୟା ଦେଖିବାକୁ ମିଳିଛି । ତେଣୁ ଥଣ୍ଡାଜ୍ୱର ପ୍ରାୟତଃ ଲାଗି ରହୁଛି । କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା । ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଦ୍ୱାରା ଶରୀର ସହଜରେ…

ଗର୍ଭାବସ୍ଥାରେ ଖାଆନ୍ତୁ ଘିଅ….

ପ୍ରତ୍ୟେକ ମହିଳା ଗର୍ଭାବସ୍ଥାରେ ଖାଦ୍ୟ ପାନୀୟକୁ ନେଇ ସବୁବେଳେ ସତର୍କ ରହିବା ଦରକାର। ନଚେତ୍ ଉଭୟ ମା ଓ ଶିଶୁର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବାର ସମ୍ଭାବନା ରହିଥାଏ  । ବିଶେଷଜ୍ଞ ଦଳ ପରାମର୍ଶ ଦେଇଛନ୍ତି ଗର୍ଭବତୀମାନେ ଦୈନିକ ଅଳ୍ପ ପରିମାଣରେ ଦେଶୀ ଘିଅ ଖାଇବା ଭଲ ।ଏହି ସମୟରେ…