Latest Odisha News

BREAKING NEWS

Browsing Tag

Height of Idol

ମହାମାରୀ ମଧ୍ୟରେ ପାର୍ବଣ ୠତୁ ସୃଷ୍ଟି କରୁ ନୂତନ ପରମ୍ପରା

ପାର୍ବଣ ଋତୁରେ ମୂର୍ତ୍ତି ପୂଜା ପାଇଁ ଅନୁମତି ହେଲେ ସାର୍ବଜନୀନ ହେବନି ଏବଂ ମୂର୍ତ୍ତିର ଉଚ୍ଚତା ୪ଫୁଟରୁ ଅଧିକା ହେବନି , ଯାହା ଦିନେ ଦଶ ଫୁଟରୁ ଅଧିକା ଥିଲା । ପ୍ରଶ୍ନ ଆସୁଛି, ଯଦି ମୂର୍ତ୍ତିର ଉଚ୍ଚତା ଏବଂ କଟକଣା ମହାମାରୀ ବ୍ୟାପିବାରେ ବାଧକ ସୃଷ୍ଟି କରିପାରେ, ତେବେ ପାର୍ବଣ ଋତୁ ଏବଂ…

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ: ପୂଜା କମିଟି ସହ ସରକାରଙ୍କ ଆଲୋଚନା

ଭୁବନେଶ୍ୱର: ମୂର୍ତ୍ତି ଉଚ୍ଚତାକୁ ନେଇ ଅସନ୍ତୋଷ ପରେ ଆଲୋଚନା ଟେବୁଲକୁ ପୂଜା କମିଟିକୁ ଡାକିଛନ୍ତି ସରକାର । ଏନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଉପସ୍ଥିତ ଅଛନ୍ତି । କଟକର…