Latest Odisha News

BREAKING NEWS

Browsing Tag

Helicopter

ସେଲଫି ହେଲା କାଳ ! ହେଲିକପ୍ଟର ପଙ୍ଖାରେ ବେକ କଟି ଉତ୍ତରାଖଣ୍ଡ ଯୁବ ସରକାରୀ ଅଧିକାରୀଙ୍କ ଅକାଳ ମୃତ୍ୟୁ

ଉତ୍ତରାଖଣ୍ଡ : ସେଲଫି ନେବାର ନିଶା ଖୁବ ମହଙ୍ଗା ପଡ଼ିଛି ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ଜଣେ ଯୁବ ସରକାରୀ ଅଧିକାରୀଙ୍କୁ । ହେଲିକପ୍ଟର ବ୍ଲେଡ ବାଜି ବେକ କଟି ଯିବାରୁ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ଆର୍ଥିକ ନିୟନ୍ତ୍ରକଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ରବିବାର କେଦାରନାଥ…

ଅରୁଣାଚଳର ସିଆଙ୍ଗରେ ସେନାର ରୁଦ୍ର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଇଟାନଗର: ଅରୁଣାଚଳ ପ୍ରଦେଶର ସିଆଙ୍ଗରେ ଶୁକ୍ରବାର ବଡ଼ ଦୁର୍ଘଟଣା ଘଟିଛି । ସିଙ୍ଗିଂ ଗାଁ ନିକଟରେ ସେନାର ରୁଦ୍ର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଘଟିଥିବା ସ୍ଥାନ ଟୁଟିଂ ହେଡକ୍ୱାର୍ଟରରୁ ୨୫ କିଲୋମିଟର ଦୂର ବୋଲି ଜଣାପଡ଼ିଛି । ଗୁଆହାଟି ପ୍ରତିରକ୍ଷା ପିଆରଓଙ୍କ…

[ଭିଡିଓ] ଉଡନ୍ତା ହେଲିକପ୍ଟରରେ ଝୁଲନ୍ତା ଅବସ୍ଥାରେ ବିଶ୍ୱ ରେକର୍ଡ ସ୍ଥାପନ

ଭୁବନେଶ୍ୱର: ପ୍ରତିବର୍ଷ ଅନେକ ଲୋକ ଭିନ୍ନଭିନ୍ନ କାରନାମା ଜରିଆରେ ବିଶ୍ୱ ରେକର୍ଡ ସ୍ଥାପନ କରିବାରେ ନଜିର ରହିଛି । ସେଥିମଧ୍ୟରୁ କିଛି ଅଜବ, ତାଜୁବକର ଓ ରୋମାଂଚକ କିମ୍ବା ବିପଦପୂର୍ଣ୍ଣ ଘଟଣା ମଧ୍ୟ ସାମ୍ନାକୁ ଆସିଥାଏ । ଏହି ଧାରାରେ ଜଣେ ବ୍ୟକ୍ତି ଏକ ଉଡନ୍ତା ହେଲିକପ୍ଟରରେ କିଛି ଚକିତକର…

ସତ ହେଲା ସ୍ୱପ୍ନ, ନାନୋ କାରକୁ ହେଲିକପ୍ଟର୍ ବନାଇଲେ ବିହାରୀ ବାବୁ

ଭୁବନେଶ୍ୱର: ନିଜ ସ୍ୱପ୍ନକୁ ସାକାର କରିବା ଲାଗି ଆପଣ କଣ କରିପାରିବେ । କଠିନ ପରିଶ୍ରମ କରିବେ ନା ସର୍ଟକଟ୍ ଉପାୟକୁ ଅଗ୍ରାଧିକାର ଦେବେ । ତେବେ ପରିସ୍ଥିତି ଯାହା ବି ହେଉନା କାହିଁକି ବିହାରର ଜଣେ ମେକାନିକ୍ କିନ୍ତୁ ନିଜ ସ୍ୱପ୍ନକୁ ପୂରଣ କରିବା ଲାଗି ଏକ ଚକିତକର ଚେଷ୍ଟା କରିଛନ୍ତି ।…

[ଭିଡିଓ] ଆକାଶରେ ଉଡିଲା କାର ପାର୍ଟସରେ ନିର୍ମିତ ହେଲିକପ୍ଟର

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ହେଲିକପ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି । କାହିଁକି ନା ଏହି ହେଲିକପ୍ଟର୍ କାରଖାନାରେ ନୁହେଁ ବରଂ କାର ଗ୍ୟାରେଜରେ ନିର୍ମିତ ହୋଇଛି । ଆକାଶରେ ଏହି ହେଲିକପ୍ଟର ଉଡୁଛି ସତ, ହେଲେ ଏଥିରେ ବ୍ୟବହାର ହୋଇଛି ଭଳିକିଭଳି ଯାନର ଯନ୍ତ୍ରାଂଶ । ବ୍ରାଜିଲର…

ହେଲିକପ୍ଟରରେ ଆସିଥିଲେ ଭୋଜି ଖାଇ, ଅଟକ ରଖିଲା ପୋଲିସ !

ଆନ୍ଧ୍ରପ୍ରଦେଶ: ଏକ ବିବାହ ଉତ୍ସବରେ ସାମିଲ ହେବାକୁ ହାଇଦ୍ରାବାଦରୁ ନେଲୋରକୁ ଆସିଥିଲେ କିଛି ପୁରୁଷ ଓ ମହିଳା । ବିବାହ ଉତ୍ସବ କଥା ଛାଡନ୍ତୁ ହେଲିକପ୍ଟର ଲ୍ୟାଣ୍ଡ କରିବା ମାତ୍ରେ ସେମାନଙ୍କୁ ଥାନାକୁ ଭିଡି ନେଇଥିଲା ପୋଲିସ । ଦୁଇଦିନ ତଳେ ଘଟିଥିବା ଏହି ଘଟଣାରେ ସ୍ଥାନୀୟ ପ୍ରଶାସନଠୁ…

‘ହେଲିକପ୍ଟରରେ ଉଡି ବିଧାୟକ କରୁଛନ୍ତି ଖର୍ଚ୍ଚ କାଟ୍‌’

ଭୁବନେଶ୍ୱର: କରୋନା କଟକଣା ସମୟରେ ହେଲିକପ୍ଟର ଉଡାଇ ବିବାଦରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ । ଦକ୍ଷିଣ ଓଡିଶାକୁ ହେଲିକପ୍ଟରେ ଗସ୍ତ କରିବା ଘଟଣାକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ସଂଜୟ ଦାସ ବର୍ମା । ପୂର୍ବତନ ବିଜେପି ସାଂସଦ ବଳଭଦ୍ର ମାଝୀ କହିଛନ୍ତି,  କରୋନା ସମୟରେ ଖର୍ଚ୍ଚ କାଟ ପାଇଁ…

ଭାରତୀୟ ବାୟୁସେନାରେ ସାମିଲ ହେଲା ୮ ଆପାଚି ହେଲିକପ୍ଟର

ନୂଆଦିଲ୍ଲୀ: ଆମେରିକାରେ ନିର୍ମିତ ହେଭି-ଲିଫ୍ଟ ବିଶିଷ୍ଟ ୮ଟି ନୂଆ ଆପାଚି ହେଲିକପ୍ଟର- ୬୪ଇ ଭାରତୀୟ ବାୟୁ ସେନାରେ ସାମିଲ ହୋଇଛି । ଫଳରେ ଭାରତୀୟ ସେନାର ସାମରିକ ଶକ୍ତି ଆହୁରି ବୃଦ୍ଧି ପାଇବ । ଭାରତୀୟ ବାୟୁସେନାର ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଏହି ସୂଚନା ମିଳିଛି।…

ଭାରତୀୟ ବାୟୁସେନାରେ ସାମିଲ ହେଲା ଆପାଚି ହେଲିକପ୍ଟର, ବୃଦ୍ଧି ପାଇବ ସାମରିକ ଶକ୍ତି

ନୂଆଦିଲ୍ଲୀ: ଆମେରିକାରେ ନିର୍ମିତ ହେଭି-ଲିଫ୍ଟ ବିଶିଷ୍ଟ ଆପାଚି ହେଲିକପ୍ଟର ଭାରତୀୟ ବାୟୁ ସେନାରେ ସାମିଲ ହୋଇଛି । ଫଳରେ ଭାରତୀୟ ସେନାର ସାମରିକ ଶକ୍ତି ବୃଦ୍ଧି ପାଇବ । ଭାରତୀୟ ବାୟୁସେନାର ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଏହି ସୂଚନା ମିଳିଛି।…