Latest Odisha News

BREAKING NEWS

Browsing Tag

Heritage Corridor

ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ଅଭ୍ୟର୍ଥନା କକ୍ଷ ସହ ଲାଇବ୍ରେରୀକୁ ଅନୁମତି ଦେଲା ଏନଏମଏ

ପୁରୀ: ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର କରି ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ପୁରୀରେ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ୧୭ଟି ଓ ନିୟନ୍ତ୍ରିତ ଅଞ୍ଚଳରେ ୧୩ଟି ମଠ ସମେତ ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ଶ୍ରୀଜଗନ୍ନାଥ…

ପୁରୀରେ NMA ଅଧ୍ୟକ୍ଷ, ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ବୁଲି ଦେଖିଲେ ଐତିହ୍ୟ କରିଡର

ପୁରୀ: କିଭଳି ଚାଲିଛି ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟ ? ସୁ୍ପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ହେଉଛି ତ ? ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଏନଏମଏ ଅଧ୍ୟକ୍ଷ କିଶୋର କେ ବାସା । ପ୍ରଥମେ ଶ୍ରୀମନ୍ଦିର ଯାଇ କିଶୋର କେ…

‘ବନ୍ଦ ହେବନି ପୁରୀ ପରିକ୍ରମା ପ୍ରକଳ୍ପ; ସୁପ୍ରିମକୋର୍ଟଙ୍କ ସମୟ ନଷ୍ଟ କଲେ ପିଟିସନର’

ଭୁବନେଶ୍ୱର: ବନ୍ଦ ହେବନି ପୁରୀ ପରିକ୍ରମା ପ୍ରକଳ୍ପ । ନିର୍ମାଣ କାର୍ଯ୍ୟ ଚାଲୁ ରହିବ । ଶୌଚାଳୟ, କ୍ଲକ୍ ରୁମ ଓ ଇଲେକ୍ଟ୍ରିକାଲ ରୁମ୍ ତିଆରି ହେବ । ଶୁକ୍ରବାର ସୁପ୍ରିମ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡ଼େଇଙ୍କ ପିଟିସନର ବିଚାର କରି ପରିକ୍ରମା ପ୍ରକଳ୍ପ…

ଶ୍ରୀମନ୍ଦିର ଐତିହ୍ୟ କରିଡର ବେଆଇନ ନିର୍ମାଣ; ଫୌଜଦାରୀ ମାମଲା ପାଇଁ କୋର୍ଟରେ ଆବେଦନ କଲା ଜିଲ୍ଲା ଓକିଲ ସଂଘ

ପୁରୀ: ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ମାର୍ଗରେ ଖନନ ଓ ବେଆଇନ ନିର୍ମାଣ ବିରୋଧରେ ପୁରୀ ଜିଲ୍ଲା ଓକିଲ ସଂଘ ଏସଡିଜେଏମ(ସବ୍-ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟ)ଙ୍କ ଅଦାଲତରେ ଆଜି ଏକ ମାମଲା ରୁଜୁ କରିବାକୁ ଆବେଦନ କରିଛି । ନିର୍ମାଣକାରୀ ସଂସ୍ଥା ଟାଟା, ଓବିସିସି ଓ ପୁରୀ ଜିଲ୍ଲାପାଳଙ୍କ…

ଶ୍ରୀମନ୍ଦିର ଐତିହ୍ୟ କରିଡରର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡରର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ…

ପୁରୀ ଐତିହ୍ୟ କରିଡର ଯୋଜନାକୁ ଓଡିଶାବାସୀଙ୍କୁ ସମର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ହେରିଟେଜ୍ କରିଡର ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ସମର୍ପିତ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ସୋମବାର ଦିନ ଲୋକସେବା ଭବନରେ ଘୋଷଣା କରିଥିଲେ । ଏହାବ୍ୟତିିତ ମୁଖ୍ୟମନ୍ତ୍ରୀ ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡର…