Latest Odisha News
Browsing Tag

Hirakud Dam

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ରବିବାର ଦିନ ଆଉ ୨ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ମିଳିଥିବା ସୂଚନାନୁଯାୟୀ ବର୍ଷା ଯୋଗୁଁ ଆଜି ସକାଳ ୭ଟା ସୁଦ୍ଧା ଏହି ଜଳଭଣ୍ଡାରର ଜଳସ୍ତର ୬୨୦.୧୭ ଫୁଟକୁ ଛୁଇଁଥିଲା । ଏହା ମଧ୍ୟକୁ ସେକେଣ୍ଡ ପିଛା ୧,୫୧,୨୨୫…

ମହାନଦୀରେ ବନ୍ୟା ଆଶଙ୍କା ନାହିଁ: ଓଡିଶା ସରକାର

ଭୁବନେଶ୍ୱର: ହୀରାକୁଦ ଜଳ ଭଣ୍ଡାରର ୫ଟି ଗେଟ୍ ଶନିବାର ଦିନ ବନ୍ଦ କରାଯାଇଥିବା ବେଳେ ମହାନଦୀର ତଳମୁଣ୍ଡରେ ଆଉ ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ଓଡିଶା ସରକାର । ପ୍ରାପ୍ତ ସୂଚନାନୁଯାୟୀ ଗତ ଗୁରୁବାର ଦିନ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ଲାଗି ୨୦ଟି ଗେଟ୍ ଖୋଲାଯାଇଥିବା ବେଳେ…

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଗୁରୁବାର ଦିନ ପର୍ଯ୍ୟାୟକ୍ରମେ ୧୬ଟି ଖୋଲିଛି। ପୂର୍ବରୁୁ ଆଜି ସକାଳେ ୨ଟି ଗେଟ୍ ଖୋଲାଯାଇଥିଲା । ମିଳିଥିବା ସୂଚନାନୁଯାୟୀ ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ଥିବାବେଳେ ଏହାର ଜଳସ୍ତର ୬୨୧ ଫୁଟକୁ ଛୁଇଁଛି । ଏହାକୁ ନଜରରେ ରଖି…

ଖୋଲିଲା ହୀରାକୁଦ ଡ୍ୟାମର ୨ଟି ଗେଟ୍, ଆଉ ୧୪ଟି ଖୋଲିବ ଆଜି

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଗତ ବୁଧବାର ଦିନ ନିଷ୍କାସିତ ହୋଇଥିବା ବେଳେ ଆଜି ପର୍ଯ୍ୟାୟକ୍ରମେ ୨ଟି ଗେଟ୍ ଖୋଲିଛି । ମିଳିଥିବା ସୂଚନାନୁଯାୟୀ ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ଥିବାବେଳେ ଏହାର ଜଳସ୍ତର ୬୨୧ ଫୁଟକୁ ଛୁଇଁଛି ।…

ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର: ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ବୁଧବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହୋଇଥିବା ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ଆଜି ସକାଳ ୧୧ଟା ୨୪ମି.ରେ ପ୍ରଥମେ ୭ନଂ ଗେଟ୍ ଖୋଲାଯାଇଥିଲା । ଅପରପକ୍ଷରେ ଜଳ ଭଣ୍ଡାର ମଧ୍ୟକୁ ସେକେଣ୍ଡ…

ଦିନକୁ ଦିନ ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର

ସମ୍ବଲପୁର: ମହାନଦୀର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ମଙ୍ଗଳବାର ଦିନ ହୀରାକୁଦ ଡ୍ୟାମର ଜଳସ୍ତର ସକାଳ ୯ଟା ସୁଦ୍ଧା ୬୧୫.୫୪ ଫୁଟକୁ ବୃଦ୍ଧି ପାଇଛି । ମିଳିଥିବା ସୂଚନାନୁଯାୟୀ ଏହି ଡ୍ୟାମ୍ ମଧ୍ୟକୁ ସେକେଣ୍ଡ ପିଛା ୮୦,୪୯୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ…

ବଢୁଛି ହୀରାକୁଦ ଡ୍ୟାମ୍ ଜଳସ୍ତର…

ସମ୍ବଲପୁର: ନଦୀର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ଲାଗାତର ତୃତୀୟ ଦିନ ଲାଗି ହୀରାକୁଦ ଡ୍ୟାମର ଜଳସ୍ତରରେ ବୃଦ୍ଧି ଘଟିଛି । ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ଥିବାବେଳେ ରବିବାର ଦିନ ଏହାର ଜଳସ୍ତର ୬୧୩.୫୨ ଫୁଟକୁ ଛୁଇଁଛି । ଏହାକୁ ନଜରରେ…

ବଢୁଛି ହୀରାକୁଦ ଡ୍ୟାମ୍ ଜଳସ୍ତର, ୧୪ରେ ଖୋଲିବ ଗେଟ୍

ସମ୍ବଲପୁର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହେବା ଫଳରେ ମହାନଦୀର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତରରେ ବୃଦ୍ଧି ଘଟିଛି । ଏହାକୁ ନଜରରେ ରଖି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଲାଗି ଆସନ୍ତା ସପ୍ତାହରେ ଗେଟ୍…

ଲଗାଣ ବର୍ଷାରେ ବୃଦ୍ଧି ପାଉଛି ହୀରାକୁଦ ଡ୍ୟାମ୍ ଜଳସ୍ତର

ସମ୍ବଲପୁର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହେବା ଫଳରେ ହୀରାକୁଦର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ଏହି ଡ୍ୟାମର ଜଳସ୍ତର ଧିରେ ଧିରେ ବଢିବାରେ ଲାଗିଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ଥିବାବେଳେ ଶୁକ୍ରବାର…