Latest Odisha News
Browsing Tag

hospital

ଇଏସଆଇସି ହସ୍‌ପିଟାଲ୍‌ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗତ ଆଠ ବର୍ଷ ମଧ୍ୟରେ ଦେଶ ପାଇଁ ଅନେକଗୁଡ଼ିଏ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ଓ ଅନୁଗୋଳ ଠାରେ ଇଏସଆଇସି ହସ୍‌ପିଟାଲର ଉଦ୍‌ଘାଟନ ଏଥି ମଧ୍ୟରୁ ଅନ୍ୟତମ। ଅନୁଗୋଳ ଓ ଝାରସୁଗୁଡ଼ା ଠାରେ ଅନେକ ଉଦ୍ୟୋଗ ରହିଛି ଓ ସେହିପରି ଏଠାରେ ଶ୍ରମ ଶକ୍ତି…

ହସପିଟାଲ କିଣାବିକାରେ ୩.୪୩ କୋଟି ଠକେଇର ଶିକାର ଡାକ୍ତର

ବ୍ରହ୍ମପୁର:ହସ୍‌ପିଟାଲ କୋଠା, ଜମି ଏବଂ ଉପକରଣ କିଣିବାକୁ ଯାଇ ବ୍ରହ୍ମପୁରର ଜଣେ ଡାକ୍ତର ୩ କୋଟି ୪୩ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ବାରମ୍ବାର ଟଙ୍କା ମାଗିବା ପରେ ମଧ୍ୟ ନ ମିଳିବାରୁ ଶେଷରେ ଡାକ୍ତର ଜଣକ ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।…

ଚର୍ମରୋଗ ଉପଚାର ବିଜ୍ଞାପନ, ହସ୍ପିଟାଲରେ ଲାଗିଥିଲା ହଲିଉଡ ଅଭିନେତା ମୋର୍ଗାନ୍ ଫ୍ରିମ୍ୟାନଙ୍କ ଫଟୋ

ଭୁବନେଶ୍ୱର: ରୋଗୀଙ୍କୁ ଆକର୍ଷିତ କରିବା ପାଇଁ ଏକ ହସ୍ପିଟାଲ୍ ବ୍ୟବହାର କରିଥିଲା ଜଣେ ହଲିଉଡ ଅଭିନେତାଙ୍କ ଫଟୋ । ଫଟୋ ଭାଇରାଲ୍ ହେବା ପରେ ସଂପୃକ୍ତ ହସ୍ପିଟାଲ ସୋସିଆଲ୍ ମିଡିଆରେ କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି । କେରଳରେ ସାମ୍ନାକୁ ଆସିଛି ଏପରି ଅଭାବନୀୟ ଘଟଣା । The Vadakara…

ସ୍ବାଭିମାନ ଅଞ୍ଚଳରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଆସିବ ଉନ୍ନତି, ଉଦଘାଟିତ ହେଲା ଅତ୍ୟାଧୁନିକ ମେଡିକାଲ

ମାଲକାନଗିରି : ସ୍ବାଭିମାନ ଅଞ୍ଚଳରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଆସିବ ଉନ୍ନତି । ଉଦଘାଟିତ ହୋଇଛି ଅତ୍ୟାଧୁନିକ ମେଡିକାଲ । ନବରଙ୍ଗପୁର ସାଂସଦ ରମେଶ ମାଝୀ ଓ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏହି ଅତ୍ୟାଧୁନିକ ମେଡିକାଲକୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଫଳରେ…

ରାଜ୍ୟରେ ସ୍ୱାସ୍ଥ୍ୟସେବା ବିକାଶ ପାଇଁ ଓଡ଼ିଶାକୁ କେନ୍ଦ୍ର ଦେଲା ୪୬୧.୭୬୭୩ କୋଟି ଟଙ୍କା

ଦିଲ୍ଲୀ: ଓଡ଼ିଶା ସମେତ ୧୯ ରାଜ୍ୟର ଗ୍ରାମୀଣ ସହରାଞ୍ଚଳ ପ୍ରଶାସନକୁ ଅର୍ଥ ମନ୍ତ୍ରାଳୟ ୮,୪୫୩କୋଟି ୯୨ ଲକ୍ଷ ଟଙ୍କା ରିଲିଜ କରାଯାଇଛି । ପଞ୍ଚ ଦଶ ଅର୍ଥ ଆୟୋଗଙ୍କ ସୁପାରିସକ୍ରମେ ଏହି ଅନୁଦାନ ଜାରି କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିରୁ ଓଡ଼ିଶାକୁ ୪୬୧କୋଟି ୭୬ ଲକ୍ଷ ୭୩…

ମୟୁରଭଂଜରେ ଖୋଲିଲା ରାଜ୍ୟର ପ୍ରଥମ ବାର୍ଦ୍ଧକ୍ୟ ଜନିତ ଭିନ୍ନକ୍ଷମ ଚିକିତ୍ସା କେନ୍ଦ୍ର

ବାରିପଦା: ଏକ ଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛି ମୟୁରଭଂଜ ଜିଲ୍ଲା । ଜିଲ୍ଲାର ସଦର ମହକୁମା ବାରିପଦାରେ ଖୋଲିଲା ରାଜ୍ୟର ପ୍ରଥମ ବାର୍ଦ୍ଧକ୍ୟ ଜନିତ ଭିନ୍ନକ୍ଷମ ଚିକିତ୍ସା କେନ୍ଦ୍ର । ଏହି ଚିକିତ୍ସା କେନ୍ଦ୍ରକୁ ଖୋଦ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଆନୁଷ୍ଠାନିକ…

ଭଦ୍ରକ ହସ୍ପିଟାଲ୍ କୋଭିଡ୍ ୱାର୍ଡରେ ଅଗ୍ନିକାଣ୍ଡ

ଭଦ୍ରକ: ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସର କୋଭିଡ୍ ୱାର୍ଡରେ ଅଗ୍ନିକାଣ୍ଡ । ଭଦ୍ରକ ଡାକ୍ତରଖାନା ପରିସରରେ ଥିବା କୋଭିଡ ୱାର୍ଡର ଡିଜି ରୁମରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବାବେଳେ ଡିଜି ରୁମରେ ସାମାନ୍ୟ କ୍ଷୟକ୍ଷତି ହୋଇଛି । ଅଗ୍ନିକାଣ୍ଡ…

ହସ୍ପିଟାଲ୍ ଛାଡିଲେ ଅଭିନେତା ରାହୁଲ ରୟ !

ମୁମ୍ବାଇ: ସେଲିବ୍ରିଟି ଓ ହସ୍ପିଟାଲ । ବୋଧ ହୁଏ ଏହି ଦୁଇଟି ଶବ୍ଦର ନିବିଡତା ଗତବର୍ଷଠାରୁ ସାମାନ୍ୟ ଅଧିକ ରହିଛି । ଏହି କାରଣରୁ ଅନେକ ସେଲିବ୍ରିଟି ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଧାରାରେ ଅଭିନେତା ରାହୁଲ ରୟ ବ୍ରେନ୍ ଷ୍ଟ୍ରୋକରେ ଶିକାର ହୋଇ…

ସ୍ୱତନ୍ତ୍ର ପରାମର୍ଶ ନେଇ ହସ୍ପିଟାଲ ଛାଡିଲେ ରଜନୀକାନ୍ତ

ହାଇଦ୍ରାବାଦ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଉଚ୍ଚ ରକ୍ତଚାପ ତଥା ରକ୍ତଚାପରେ ଅନିୟମିତତା ସମସ୍ୟା ପାଇଁ ତାଙ୍କୁ ଶୁକ୍ରବାର ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଜା ସ୍ଥିତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ ହସ୍ପିଟାଲରୁ…

ନିୟମ ଭାଙ୍ଗି ବିଦେଶୀ ଯୁବତୀଙ୍କ ଜୀବନ ବଂଚାଇଲା ଭାରତୀୟ ହସ୍ପିଟାଲ !

ଠାକୁରପୁର: ଏକ ହୃଦୟସ୍ପର୍ଶୀ ଘଟଣାକୁ ନେଇ ସାମ୍ନାକୁ ଆସିଛି କୋଲକାତାର ଠାକୁରପୁର କ୍ୟାନ୍ସର ହସ୍ପିଟାଲ । ହସ୍ପିଟାଲ ନିମୟ ଭାଙ୍ଗି ବଂଚାଇଲେ ବିଦେଶୀ ଯୁବତୀଙ୍କ ଜୀବନ । ଏହି ଘଟଣା ଯେତିକି ଅନନ୍ୟ, ଡାକ୍ତରଙ୍କ ମହାନତା ସେତିକି ଅବର୍ନନୀୟ । ଠାକୁରପୁର କ୍ୟାନ୍ସର୍ ହସ୍ପିଟାଲ ନିୟମ…