Latest Odisha News

BREAKING NEWS

Browsing Tag

IAF Chopper Crashed

ଆଜି ଜନ୍ମମାଟିରେ ପହଞ୍ଚିବ ଓଡ଼ିଆ ଯବାନ ରାଣା ପ୍ରତାପଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଯବାନ ରାଣା ପ୍ରତାପ ଦାସଙ୍କ ପାର୍ଥିବ ଶରୀର ଆଜି ଜନ୍ମମାଟିରେ ପହଞ୍ଚିବ । ତାଙ୍କର ମର ଶରୀରକୁ ଚିହ୍ନଟ କରାଯାଇଛି । ଦିଲ୍ଲୀରେ ଶ୍ରଦ୍ଧାଞ୍ଜଳି ପରେ ବାୟୁସେନା ପକ୍ଷରୁ ପାର୍ଥିବ ଶରୀରକୁ ଭୁବନେଶ୍ୱର ପଠାଯିବ ।…

ଅବତରଣର ୭ ମିନିଟ ପୂର୍ବରୁ ଖସି ପଡିଲା ସିଡିଏସ୍ ରାଓ୍ୱତଙ୍କ ହେଲିକପ୍ଟର

ନୂଆଦିଲ୍ଲୀ: ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତଙ୍କ ହେଲିକପ୍ଟର ଅବତରଣ କରିବାର ୭ ମିନିଟ ପୂର୍ବରୁ ଦୁର୍ଘଟଣାର ଶିକାର ହେଲା । ମଧ୍ୟାହ୍ନ ୧୨ଟା ୧୫ ମିନିଟରେ ତାଙ୍କ ହେଲିକପ୍ଟର ଓ୍ୱେଲିଂଟନରେ ଅବତରଣ କରିବାର ଥିଲା । ତାର ୭ ମିନିଟ ପୂର୍ବରୁ ହେଲିକପ୍ଟର ସହ ସମ୍ପର୍କ ଛିନ୍ନ ହୋଇଥିଲା ।…

ସିଡିଏସ୍ ରାଓ୍ୱତଙ୍କ ହେଲିକପ୍ଟର ଦୁର୍ଘଟଣା ପୂର୍ବର ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପନ ରାଓ୍ୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ପୂର୍ବର ଏକ ଭିଡିଓ ସାମନାକୁ ଆସିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଭିଡିଓ । ଯେଉଁଥିରେ ହେଲିକପ୍ଟର ଉଡ଼ାଣ…