Latest Odisha News

BREAKING NEWS

Browsing Tag

IAF

ବାୟୁସେନାରେ ସାମିଲ୍ ହେଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହେଲିକପ୍ଟର ‘ପ୍ରଚଣ୍ଡ’

ନୂଆଦିଲ୍ଲୀ: ‘ପ୍ରଚଣ୍ଡ’ ଦେଖାଇବ ପରାକ୍ରମ । ରାଡାରକୁ ଦେବ ଚକମା । ବାୟୁସେନାରେ ସାମିଲ୍ ହୋଇଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର ‘ପ୍ରଚଣ୍ଡ’ । ଯୋଧପୁରରେ ବାୟୁସେନାରେ ‘ପ୍ରଚଣ୍ଡ’କୁ ସାମିଲ୍ କରାଯାଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଲାଇଟ୍ କମ୍ବାଟ୍…

ବିମାନରେ ବୋମା, ଦିଲ୍ଲୀରେ ଅବତରଣ ପାଇଁ ମିଳିଲାନି ଅନୁମତି; ପିଛା କରୁଛି ସୁଖୋଇ ବିମାନ

ନୂଆଦିଲ୍ଲୀ: ଇରାନର ଏକ ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଆତଙ୍କ ଖେଳି ଯାଇଛି । ଭାରତୀୟ ବାୟୁସୀମାରେ ବିମାନଟି ଉଡ଼ୁଥିବା ବେଳେ ବୋମା ଥିବା ଖବର ଆସିଥିଲା । ଫଳରେ ଦିଲ୍ଲୀରେ ବିମାନ ଅବତରଣ ନେଇ ଅନୁମତି ଦିଆଯାଇ ନଥିଲା । ସୂଚନା ପରେ ଭାରତୀୟ ବାୟୁସେନା ହାଇ ଆଲର୍ଟରେ ରହିଛି ।…

ବାୟୁ ସେନା ମେଡାଲ ପାଇଲେ ଓଡ଼ିଆ ପୁଅ ୱିଙ୍ଗ୍‌ କମାଣ୍ଡର ଚିନ୍ମୟ ପାତ୍ର

ରାଉରକେଲା: ଓଡ଼ିଆ ପୁଅ ଚିନ୍ମୟ ପାତ୍ରଙ୍କୁ ବାୟୁସେନା ପଦକ । ‘ଅପରେସନ୍‌ ତ୍ରିବେଣୀ’ରେ ଅସାମାନ୍ୟ ସାହସ ପ୍ରଦର୍ଶନ କରିଥିବା ଓଡ଼ିଆ ପୁଅ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର୍‌ ଚିନ୍ମୟ ପାତ୍ରଙ୍କୁ ମିଳିଛି ସମ୍ମାନ ଜନକ ‘ବାୟୁସେନା ପଦକ’ । ନୂଆଦିଲ୍ଲୀ ସ୍ଥିତ ଏୟାରଫୋର୍ସ ଅଡିଟୋରିୟମରେ…

ରାଜସ୍ଥାନରେ ବାୟୁସେନା ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ

ଜୟପୁର: ବାୟୁସେନାର ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ବାୟୁସେନା ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଏଥିରେ ଥିବା ଦୁଇ ପାଇଲଟ ନିହତ ହୋଇଥିବା ଭାରତୟୀ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଦୁର୍ଘଟଣାସ୍ଥଳରୁ ପ୍ରାୟ ଦୁଇ…

ଭାରତୀୟ ବାୟୁସେନାର ମିଗ୍ -୨୧ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ପଞ୍ଜାବର ମୋଗା ସ୍ଥିତ ବାଘାପୁରାନା ଗାଁ ଲଙ୍ଗିୟାନା ଖୁର୍ଦ ନିକଟରେ ଗତକାଲି ବିଳମ୍ବିତ ରାତିରେ ଭାରତୀୟ ବାୟୁସେନା ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ବାୟୁସେନା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଏହି ବିମାନଟି କ୍ରାସ୍ ବେଳେ ସେଥିରୁ ପାଇଲଟ୍…

କନ୍ଧମାଳର ‘ପ୍ରଥମ ଫ୍ଲାଇଂ ଅଫିସର୍‌’ ହେବାର ଗୌରବ ଅର୍ଜନ କଲେ ଏହି ଓଡ଼ିଆ ଝିଅ !

କନ୍ଧମାଳ: କନ୍ଧମାଳ ଜିଲ୍ଲାର ଦୂର୍ଗମ ତଥା ନିପଟ ମଫସଲ ଅଞ୍ଚଳରରେ ଏକ ଉଜ୍ଜ୍ୱଳ ତାରକା ସଦୃଶ ଜଣେ ଝିଅ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି । ସେ ହେଉଛନ୍ତି ଭାରତୀୟ ବାୟୂସେନା (ଆଇଏଏଫ) ର ଫ୍ଲାଇଂ ଅଫିସର୍ ସୁଶ୍ରୀ ସାଇ ପ୍ରଣୀତା ମହାନ୍ତି । ପିଲାଟି ବେଳୁ ଭଲ ପାଠ ପଢୁଥିଲେ ମଧ୍ୟ ପରିବାରରେ…

ଭାରତୀୟ ବାୟୁସେନାରେ ସାମିଲ ହେଲା ୮ ଆପାଚି ହେଲିକପ୍ଟର

ନୂଆଦିଲ୍ଲୀ: ଆମେରିକାରେ ନିର୍ମିତ ହେଭି-ଲିଫ୍ଟ ବିଶିଷ୍ଟ ୮ଟି ନୂଆ ଆପାଚି ହେଲିକପ୍ଟର- ୬୪ଇ ଭାରତୀୟ ବାୟୁ ସେନାରେ ସାମିଲ ହୋଇଛି । ଫଳରେ ଭାରତୀୟ ସେନାର ସାମରିକ ଶକ୍ତି ଆହୁରି ବୃଦ୍ଧି ପାଇବ । ଭାରତୀୟ ବାୟୁସେନାର ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଏହି ସୂଚନା ମିଳିଛି।…

ଦେବଦୂତ ସାଜିଲେ ବାୟୁସେନାର ଯବାନ, ମୃତ୍ୟୁମୁଖରୁ ବଞ୍ଚିଲେ ଦୁଇ ମତ୍ସ୍ୟଜୀବୀ

ନୂଆଦିଲ୍ଲୀ : ମଝି ଦରିଆରେ ଫସି ରହିଥିଲେ ଦୁଇ ମତ୍ସ୍ୟଜୀବୀ । ପାଣିର ସ୍ରୋତ ଏତେ ପ୍ରଖର ଥିଲା କିଛି କ୍ଷଣରେ ଲୋକ ଦୁଇଜଣଙ୍କୁ ଭାସାଇ ନେବା ଭଳି ମନେ ହେଉଥିଲା । ପାଣିର ତେଜ ଦେଖି ମତ୍ସ୍ୟଜୀବୀ ଦ୍ୱୟ ବଞ୍ଚିବାର ଆଶା ମଧ୍ୟ ଛାଡି ସାରିଥିବେ । ଏତେ ପ୍ରଖର ସ୍ରୋତ ମୁଁହରୁ କେହି ଆସି…

ମିଳିଲା ନିଖୋଜ ବାୟୁସେନା ବିମାନର ଭଗ୍ନାବଶେଷ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ନିଖୋଜ ବିମାନ ଏଏନ୍-୩୨ର ଭଗ୍ନାବଶେଷକୁ ଅରୁଣାଚଳ ପ୍ରଦେଶରେ ଠାବ କରାଯାଇଥିବା ନେଇ ଏଏନଆଇ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଏହି ବିମାନଟି ଜୁନ୍ ୩ ତାରିଖରେ ନିଖୋଜ ହୋଇଯାଇଥିଲା। ପୂର୍ବରୁ ଉକ୍ତ ନିଖୋଜ ବିମାନ ସମ୍ପର୍କୀତ ତଥ୍ୟ କେହି ପ୍ରଦାନ…