Latest Odisha News

BREAKING NEWS

Browsing Tag

ICMR

କଲେଜ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ପାଇଁ SOP ଜାରି

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ବିଶ୍ୱବିଦ୍ୟାଳୟ ଓ କଲେଜରେ ହେବ ପରୀକ୍ଷା । ଏଥିପାଇଁ ଏସ୍‌ଓପି ଜାରି କରିଛି କେନ୍ଦ୍ର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏସ୍‌ଓପି ଜାରି ହୋଇଛି । କରୋନା ଲକ୍ଷଣ ଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ ନାହିଁ । ଏମାନଙ୍କ…

‘ଦେଶରେ ୫ଟି ରାଜ୍ୟରେ ୬୦% କରୋନା ମାମଲା, ୭୦% ମୃତ୍ୟୁ’

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରାଳ ରୂପ ନେଉଛି ମହାମାରୀ କରୋନା । ପ୍ରତିଦିନ ୫୦ ରୁ ୬୦ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏସବୁ ସତ୍ତ୍ୱେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ଠାରୁ ସୁସ୍ଥ ହାର ଢ଼େର ଅଧିକା ରହିଛି । ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକମାନଙ୍କ ସଂଖ୍ୟା ୨୯ ଲକ୍ଷ ୭୦…

ସମ ହସ୍ପିଟାଲରେ ଖୁବ ଶୀଘ୍ର ହେବ କୋଭାକସିନର ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ

ଭୁବନେଶ୍ୱର: ଭାରତର ନିଜସ୍ୱ କୋଭିଡ-୧୯ ଟୀକା କୋଭାକସିନର ଦ୍ଵିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବ ଶୀଘ୍ର ସମ ହସ୍ପିଟାଲରେ ଆରମ୍ବ ହେବ। ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ ଓ ସମ ହସ୍ପିଟାଲରେ ଏ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ପ୍ରଥମ…

ମାସ୍କ ପିନ୍ଧୁ ନଥିବା ବ୍ୟକ୍ତିଙ୍କ ପାଇଁ କରୋନା ବ୍ୟାପୁଛି: ICMR

ନୂଆଦିଲ୍ଲୀ: ସାରା ଦେଶରେ ଚାଲିଛି କରୋନାର ରାଜ । ପ୍ରତିଦିନ ବଢ଼ୁଛି ସଂକ୍ରମଣ ସଂଖ୍ୟା । କରୋନାଠୁ ଦୂରେଇ ରହିବା ପାଇଁ ମାସ୍କ ହିଁ ଏକମାତ୍ର ବିକଳ୍ପ । ତେଣୁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । କିନ୍ତୁ କିଛି ଦାୟିତ୍ୱହୀନ ମାସ୍କ ପିନ୍ଧୁନଥିବା ବ୍ୟକ୍ତିଙ୍କ ପାଇଁ ଦେଶରେ କରୋନା…

ବର୍ଷ ଶେଷ ସୁଦ୍ଧା ଭାରତକୁ ମିଳିପାରେ କୋଭିଡ ଟିକା

ନୂଆଦିଲ୍ଲୀ: କରୋନା ମହାମାରୀ ସାରା ଦେଶରେ କାୟା ବିସ୍ତାର କରିଚାଲିଥିବା ବେଳେ ଆଜି କେନ୍ଦ୍ର ସରକାର ନୂଆ ଆଶା ଦେଖାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଯଦି ସବୁ କିଛି ଠିକ୍ ରହେ ତେବେ ଚଳିତବର୍ଷ ଶେଷ ସୁଦ୍ଧା ଭାରତକୁ କରୋନା ଟିକା ମିଳିଯାଇପାରେ ।…

୨୪ ଘଂଟାରେ ଦେଶରେ ୧୦୦୦ ଟପିଲା ମୃତ୍ୟୁ ସଂଖ୍ୟା, ୬୪ ହଜାରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୬୪,୫୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ମୃତ୍ୟୁ ସଂଖ୍ୟା ହଜାରେ ପାର୍ କରିଛି । ଦିନକରେ ଭାରତରେ ୧୦୦୭ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି । Spike…

ସବୁ ରେକର୍ଡ ଭାଙ୍ଗିଲା ଭାରତ, କରୋନାରୁ ଦିନକରେ ୪୪,୩୦୬ ସୁସ୍ଥ

ନୂଆଦିଲ୍ଲୀ: ଦେଶରେ କରୋନାର କୋପ ଜାରି ରହିଛି । ଦିନକୁ ଦିନ ବୃଦ୍ଧି ପାଉଛି ସଂକ୍ରମଣ ସଂଖ୍ୟା । ତେବେ ସେହି ଅନୁସାରେ ସୁସ୍ଥ ହାର ମଧ୍ୟ ବଢ଼ିବାରେ ଲାଗିଛି । ଗତ ୨୪ ଘଂଟାରେ ଭାରତରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦିନକରେ ୪୪ ହଜାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି…

ଦେଶରେ ଆରୋଗ୍ୟ ବଢୁଛି, ମୃତ୍ୟୁହାର କମୁଛି

ନୂଆଦିଲ୍ଲୀ: ଭାରତରେ କରୋନା ସୁସ୍ଥ ହାର ବଢିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ପ୍ରେସମିଟ୍ କରି ସୂଚନା ଦିଆଯାଇଛି ଯେ, ଜାତୀୟ ସ୍ତରରେ ଏବେ କରୋନା ଆରୋଗ୍ୟ ହାର ୬୪.୪୪ ପ୍ରତିଶତକୁ ବୃଦ୍ଧି ପାଇଛି । ଏଥିସହ ଦେଶରେ ମୃତ୍ୟୁହାର ଲଗାତର ଭାବେ କମି କମି ଚାଲିଥିବା ସରକାର…

ତିନିଟି କୋଭିଡ୍ ଟେଷ୍ଟିଂ ସେଣ୍ଟର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶର ତିନିଟି ସହର ନୋଏଡା, ମୁମ୍ବାଇ ଓ କୋଲକାତାରେ କୋଭିଡ୍ ଟେଷ୍ଟିଂ ସେଣ୍ଟରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମେଡିକାଲ୍ ସାଇନ୍ସ ଭାଷାରେ ଏହି ଟେଷ୍ଟିଂ କେନ୍ଦ୍ରକୁ ହାଇ-ଥ୍ରୋପୁଟ କୋଭିଡ-୧୯ ପରୀକ୍ଷା କୁହାଯାଉଛି । ଅପରାହ୍‌ଣ ୪ଟା ୩୦ରେ ଏହାର…

ରାଜ୍ୟରେ ସଫଳ ହେଲା ପ୍ଲାଜମା ଥେରାପି

ଭୁବନେଶ୍ୱର: ଓଡିଶାରେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ସଫଳ ହୋଇଛି ପ୍ଲାଜମା ଥେରାପି । ବର୍ତ୍ତମାନ ପ୍ଲାଜମା ଥେରାପିରେ ଥିବା ୬ ଜଣ ଗୁରୁତର ରୋଗୀଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଦେଖାଦେଇଛି । ସେମାନେ ପୂର୍ବରୁ ଅମ୍ଲଜାନ ସହାୟତା ଆବଶ୍ୟକ କରୁଥିଲେ, ହେଲେ…