Latest Odisha News

BREAKING NEWS

Browsing Tag

ICMR

ସଫଳତା ଦିଗରେ ‘କୋଭାକ୍ସିନ୍‌’: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ରୋଗୀଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଆରମ୍ଭ ହୋଇଛି ଭାରତର ସ୍ୱଦେଶୀ କରୋନା ଟିକାର ମାନବ ପରୀକ୍ଷଣ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥମନ୍ତ୍ରୀ ହର୍ଷବର୍ଦ୍ଧନ । ଭ୍ୟାକ୍‌ସିନ୍ ତିଆରି ପ୍ରକ୍ରିୟାରେ ମିଳିଛି ସକାରାତ୍ମକ ସଂକେତ…

ଘରୋଇ ଲ୍ୟାବରେ ୪୫୦ ଟଙ୍କାରେ ଆଣ୍ଟିଜେନ୍ ଟେଷ୍ଟ

ଭୁୁବନେଶ୍ୱର: ଏଣିକି ଘରୋଇ ଲ୍ୟାବରେ ହୋଇପାରିବ ଆଂଟିଜେନ୍ ଟେଷ୍ଟ । ଏଥିପାଇଁ ଖର୍ଚ୍ଚ ହେବ ମାତ୍ର ୪୫୦ ଟଙ୍କା । ଏନେଇ ରାଜ୍ୟ ସରକାର ଟଙ୍କା ଧାର୍ଯ୍ୟ କରିଛନ୍ତି । ଆଇସିଏମଆର୍ ନିୟମ ମାନି ଟେଷ୍ଟ କରିବାକୁ ଘରୋଇ ଲ୍ୟାବକୁ ଅନୁମତି ମିଳିଛି । ଆଂଟିଜେନ୍ ଟେଷ୍ଟ ଦ୍ୱାରା ଲୋକେ କରୋନାରେ…

ଭୁବନେଶ୍ୱରରେ ସରିଲା ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ପାଇଁ ନମୁନା ସଂଗ୍ରହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ପ୍ରଥମ ପର୍ଯ୍ୟାୟ ସେରୋଲୋଜିକାଲ୍ ସର୍ଭେ ପାଇଁ ନମୁନା ସଂଗ୍ରହ ଶେଷ ହୋଇଛି । ବିଏମସିର ଚିହ୍ନଟ ହୋଇଥିବା ପ୍ରାୟ ୯୦୦ଟି ଘରୁ ଲୋକଙ୍କ ନମୁନା ସଂଗ୍ରହ କରାଯାଇଛି । ରାଜଧାନୀର ଏହି ସେରୋ ସର୍ଭେରେ ସମସ୍ତେ ସହଯୋଗ କରିଥିବା ବିଏମସି ସୂଚନା ଦେଇଛି ।…

ବଡ଼ ଖବର: ଅଗଷ୍ଟ ୧୫ ସୁଦ୍ଧା ଆସିଯିବ ଦେଶର ପ୍ରଥମ କରୋନା ଟୀକା !

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଖୁସି ଖବର ଆସିଛି । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଲଞ୍ଚ ହୋଇପାରେ ଦେଶର ପ୍ରଥମ କରୋନା ଟୀକା । ଯାହାକୁ ବିକଶିତ କରୁଛି ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭାରତ ବାୟୋଟେକ୍ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ସହ ମିଳିତ ଭାବରେ…

କରୋନା ଚିକିତ୍ସା ପାଇଁ ଡେକ୍ସାମେଥାସୋନକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ଡେକ୍ସାମେଥାସୋନ ବ୍ୟବହାରକୁ ଅନୁମତି ମିଳିଛି । ଗମ୍ଭୀର ଓ ମଧ୍ୟମ ଧରଣର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବାକୁ ଅନୁମତି ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଏହା ମିଥାଇଲପ୍ରେଡନିସୋଲୋନର ବିକଳ୍ପ ଭାବେ କରୋନା ରୋଗୀଙ୍କ…

କରୋନା ଔଷଧର ପ୍ରଚାର ବନ୍ଦ କରିବାକୁ ପତଞ୍ଜଳିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବ ବାବାଙ୍କ ପତଞ୍ଜଳି ଆୟୁର୍ବେଦ କରୋନା ଔଷଧ ତିଆରି କରିଥିବା ନେଇ ଦାବି କରିଛି । ଏହାପରେ କେନ୍ଦ୍ର ସରକାର ପଜଞ୍ଜଳି ସଂସ୍ଥାକୁ ଔଷଧର ସବିଶେଷ ତଥ୍ୟ ମାଗିବା ସହ ବିଜ୍ଞାପନ କବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଂସ୍ଥାଠାରୁ ଔଷଧ ସମ୍ପର୍କରେ ବିସ୍ତୃତ ବିବରଣୀ…

ସୌରଭ ଗାଙ୍ଗୁଲିଙ୍କ ଭାଇଙ୍କ ସମେତ ପରିବାରର ୪ ଜଣ କୋଭିଡ ପଜିଟିଭ୍

କୋଲକାତା: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାକୟ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ସମେତ ପରିବାରର ୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ତଥା କ୍ରିକେଟ୍ ଆସୋସିଏସନ୍ ଅଫ୍ ବଙ୍ଗଳାର ସଚିବ ସ୍ନେହାଶିଷ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ କରୋନା…

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ନେଗେଟିଭ୍‌

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ନେଗେଟିଭ୍ । ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଛି । ଆର୍ଥାତ୍ କରୋନା ଆକ୍ରାନ୍ତ ନାହାଁନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ । ଖୁବଶୀଘ୍ର ତାଙ୍କୁ ହସପିଟାଲରୁ ମୁକ୍ତ କରାଯିବ…

ଦେଶରେ ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି ସୁସ୍ଥ ହାର

ନୂଆଦିଲ୍ଲୀ: ଦେଶରେ ହୁ ହୁ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଚାରିଆଡେ କାୟା ମେଲାଇଛି କରୋନା । ତେବେ ସାରା ଦେଶରେ କରୋନା ସଂକ୍ରମିତଙ୍କ ତୁଳନାରେ ଏବେ ସୁସ୍ଥ ହାର ବଢ଼ିବାରେ ଲାଗିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କେନ୍ଦ୍ର…

ଦେଶରେ କରୋନା ସୁସ୍ଥ ହାର ଅଧିକ, ମୃତ୍ୟୁ ହାର କମ୍‌

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ୁଛି କରୋନା ଜନିତ ସୁସ୍ଥ ହାର । ସେହିପରି କମୁଛି ମୃତ୍ୟୁ ସଂଖ୍ୟା । ଭାରତର କରୋନା ମୃତ୍ୟୁ ହାର ସମଗ୍ର ବିଶ୍ୱରେ ସର୍ବନିମ୍ନ ସ୍ତରରେ ରହିଛି ବୋଳି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ।…