Latest Odisha News

BREAKING NEWS

Browsing Tag

IMF

କରଜରେ ଡୁବି ଗଲାଣି ପାକିସ୍ତାନ, ଶ୍ରୀଲଙ୍କା ଭ‌ଳି ହେବା ପରିସ୍ଥିତି !

ପଡୋଶୀ ପାକିସ୍ତାନର ହାଲ୍ ଏବେ ଆହୁରି ବେହାଲ ! 20 ଲକ୍ଷ କୋଟିର ବୈଦେଶିକ ଋଣ, ଖରାପ ଅର୍ଥ ବ୍ୟବସ୍ଥା ଓ ରାଜନୈତିକ ଅସ୍ଥିରତା ଭିତରେ ପେଶି ହେଉଛନ୍ତି ପାକିସ୍ତାନର ବାସିନ୍ଦା. ଏସବୁ ଭିତରେ ଦେଶର ସ୍ଥିତି ସୁଧାରିବାକୁ ସାଧାରଣ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହା ସମ୍ଭବ ହେବ…

ଆଇଏମଏଫ୍ ଓ ଓ୍ୱାର୍ଲ୍ଡ ବ୍ୟାଙ୍କର ଚେତାବନୀ: ଆର୍ଥିକ ସଙ୍କଟ ଦୀର୍ଘସ୍ଥାୟୀ ହେବ

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତି ଆହୁରି ଜଟିଳ ହେବ। ଓ୍ୱାର୍ଲ୍ଡ ବ୍ୟାଙ୍କ ଓ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ ବା ଆଇଏମଏଫ୍ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି । ଏହାର ପ୍ରଭାବ ଦୀର୍ଘବର୍ଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ଉଭୟ ଆଶଙ୍କା କରିଛନ୍ତି । ଆଇଏମଏଫର ମ୍ୟାନେଜିଂ ଡାଇରେକ୍ଟର…

ଶ୍ରୀଲଙ୍କାକୁ ସାହାଯ୍ୟ କରିବା ପାଇଁ ଆଇଏମଏଫ କୁ କହିଲା ଭାରତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଆଇଏମଏଫ(ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଏଭାଙ୍କୁ ଭେଟିଛନ୍ତି । ବର୍ତ୍ତମାନ ଶ୍ରୀଲଙ୍କାର ଅର୍ଥନୈତିକ ସ୍ଥିତି ବିଷୟରେ ଅବଗତ କରିଛନ୍ତି ଭାରତୀୟ ଅର୍ଥମନ୍ତ୍ରୀ…

ଆଇଏମ୍ଏଫ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ପଦରୁ ଇସ୍ତଫା ଦେବେ ଗୀତା ଗୋପୀନାଥ

ୱାଶିଂଟନ୍: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ତାଙ୍କ ପଦରୁ ଇସ୍ତଫା ନେଇ ଜାନୁଆରୀରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗକୁ ଫେରିବେ ବୋଲି ଆଇଏମ୍ଏଫ୍ ମଙ୍ଗଳବାର ଦିନ ଘୋଷଣା କରିଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)…

ତାଲିବାନକୁ ଆଇଏମ୍‌ଏଫ୍‌ର ଶକ୍ତ ଝଟ୍‌କା; ସର୍ତ୍ତ ପୂରା ନହେଲେ ମିଳିବନି ସାହାଯ୍ୟ

ନୂଆଦିଲ୍ଲୀ: ତାଲିବାନକୁ ଆଇଏମ୍‌ଏଫ୍‌ର ବଡ ଝଟ୍‌କା। ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିଥିବା ତାଲିବାନକୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବଡ ଝଟ୍‌କା ଦେଇଛି। ଆଇଏମ୍ଏଫ୍ ବର୍ତ୍ତମାନ ପର୍ଯ୍ୟନ୍ତ ଆଫଗାନିସ୍ତାନ ସହ ସମ୍ପର୍କ ବିଚ୍ଛିନ୍ନ କରି ଦେଇଛି। ତାଲିବାନ ନେତୃତ୍ୱାଧୀନ ସରକାରକୁ ସ୍ୱୀକୃତି…

ଭାରତଠାରୁ ପାକିସ୍ତାନ ଭଲ କୋଭିଡ ମୁକାବିଲା କରିଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଇଏମଏଫଙ୍କ ଆକଳନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କେନ୍ଦ୍ରସରକାର ଉପରେ ବର୍ଷିଛନ୍ତି । ଚଳିତ ବର୍ଷ ଭାରତୀୟ ଅର୍ଥନୀତି ୧୦.୩ ପ୍ରତିଶତ ତଳକୁ ଖସିବାକୁ ଥିବା ବେଳେ, ଆଇଏମଏଫର ଆକଳନକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି- ଏହା ସରକାରଙ୍କ ଅନ୍ୟ ଏକ 'ଦୃଢ଼ ସଫଳତା'…

୨୦୨୧ରେ ବାଉନ୍‌ସ ବ୍ୟାକ୍‌ କରିବ ଭାରତର ଜିଡିପି, ଚୀନକୁ ଟପିଯିବ

ନୂଆଦିଲ୍ଲୀ: ଯେମିତି ତଳକୁ ଖସିବ, ସେମିତି ଉପରକୁ ଉଠିବ । ୨୦୨୦-୨୧ରେ ଭାରତର ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ୧୦.୩ ପ୍ରତିଶତ ତଳକୁ ଖସିବ । କିନ୍ତୁ ୨୦୨୧ରେ ବାଉନ୍‌ସ ବ୍ୟାକ୍‌ କରିବ ଦେଶର ଅର୍ଥନୀତି । ଦେଶର ଜିଡିପି ଅଭିବୃଦ୍ଧି ୮.୮ ପ୍ରତିଶତ ରହିବା ସମ୍ଭାବନା ରହିଛି । ଏଭଳି ଆକଳନ କରିବ…

ଚୀନ୍‌ର ବିସ୍ତାରବାଦୀ ଅର୍ଥନୈତିକ ଚାଲ୍‌; ଭାରତ କିପରି କରୁଛି ଏହାର ମୁକାବିଲା…

ବିଶ୍ବର ଦୁଇ ବୃହତ୍ ଅର୍ଥନୀତି ଭାବେ ଆମେରିକା ଓ ଚୀନ୍ ଏବେ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ| କୋଭିଡର ପ୍ରବଳ ପ୍ରତାପ ସମୟରେ ଅବଶ୍ୟ ବାଣିଜ୍ୟ ଯୁଦ୍ଧରେ ଟିକେ ଭଟ୍ଟା ପଡ଼ିଛି| ମାତ୍ର ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତି ଆପାତତଃ ସୁଧୁରିଥିବା ଚୀନ୍ ପକ୍ଷରୁ କୁହାଯାଉଥିବା ବେଳେ କମ୍ୟୁନିଷ୍ଟ…