ଦେଶରେ ୮୩ ଲକ୍ଷ କରୋନା ସଂକ୍ରମିତ, ଗଲାଣି ଲକ୍ଷେ ୨୩ ହଜାର ଜୀବନ
ନୂଆଦିଲ୍ଲୀ: ସଚେତନତା ଓ ସତର୍କତା ଯୋଗୁ ଦେଶରେ କରୋନା ସଂକ୍ରମଣ ସାମାନ୍ୟ କମିଛି । ସୁସ୍ଥ ସଂଖ୍ୟା ବଢୁଛି । କିନ୍ତୁ ମହାମାରୀ ପ୍ରତିଦିନ ନେଉଛି ଜୀବନ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୪୬ ହଜାର ୨୫୪ ପଜିଟିଭ କେସ୍ ବାହାରିଛି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୩ ଲକ୍ଷ ୧୩ ହଜାର ୮୭୭କୁ ବୃଦ୍ଧି…