Latest Odisha News
Browsing Tag

indian army

ପ୍ରତିବର୍ଷ ଜାନୁୟାରୀ ୧୫ରେ ‘ସେନା ଦିବସ’ ଭାବେ କାହିଁକି ପାଳନ କରାଯାଏ !

ଭୁବନେଶ୍ବର: ଆଜି ହେଉଛି 'ଆର୍ମି ଡେ'। ପ୍ରତିବର୍ଷ ଜାନୁୟାରୀ ୧୫ ତାରିଖକୁ ସେନା ଦିବସ ଭାବେ ପାଳନ କରାଯାଇଥାଏ । ଯୁଦ୍ଧ ହେଉ ଅବା, ଦେଶର ପ୍ରାକୃତିକ ବିପର୍ଯ୍ୟୟର ଉଦ୍ଧାର କାର୍ଯ୍ୟ ହେଉ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ଅସହାୟ ଲୋକଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ଆମର ଭାରତୀୟ ସୈନ୍ୟ…

ହିମାଳୟର ଶୀର୍ଷରେ ଭାରତୀୟ ସେନାର ସାହସିକତା,ବଞ୍ଚାଇଲେ ଭାଲୁ ଛୁଆ ଜୀବନ

ନୂଆଦିଲ୍ଲୀ: ଆମ ଭାରତୀୟ ସେନା କେବଳ ସୀମା ରକ୍ଷା କରେ ନାହିଁ ବରଂ ଲୋକଙ୍କ ଜୀବନ ମଧ୍ୟ ରକ୍ଷା କରିଥାଏ। ସେନା ଅନେକ କଷ୍ଟଦାୟକ ଉଦ୍ଧାର କାର୍ଯ୍ୟ କରିଥାଏ | ଭାରତୀୟ ସେନାର ଏପରି ଏକ ଉଦ୍ଧାର କାର୍ଯ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ଭାରତୀୟ ସୈନିକମାନେ ତୁଷାରପାତ…

ଅନ୍ତରୀଣ ବଜେଟ୍: ପ୍ରତିରକ୍ଷା କ୍ଷେତ୍ରକୁ ମିଳିଲା କେତେ?

ନୂଆଦିଲ୍ଲୀ: ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୨୦୨୪-୨୫ ଉପସ୍ଥାପନ କରିବା ବେଳେ ପ୍ରତିରକ୍ଷା ବିଭାଗ ପାଇଁ କିଛି ବିଶେଷ ଚିନ୍ତା କରିଛନ୍ତି। ଅନ୍ତରୀଣ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ସରକାର ୬.୨୧ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଏଥର ପ୍ରତିରକ୍ଷା ବଜେଟ୍…

ଚାନ୍ଦିପୁରରେ ଆକାଶ ମିଶାଇଲର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ସଂଗଠନ ଶୁକ୍ରବାର ଦିନ ଓଡିଶାର ଚାନ୍ଦିପୁର ରେଞ୍ଜରୁ ଆକାଶ କ୍ଷେପଣାସ୍ତ୍ରର ସଫଳତାର ସହ ପରୀକ୍ଷଣ କରିଛି। ଆକାଶ ଏନଜି ଅତି ନିମ୍ନ ଉଚ୍ଚତାରେ ଉଡ଼ୁଥିବା ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ସଠିକତା ସହି ମାରିବାରେ ସଫଳ ହୋଇପାରିବ ବୋଲି DRDO ଭିଡିଓ…

ଆରବ ସାଗରରେ ୧୦ ଯୁଦ୍ଧପୋତ ନିୟୋଜିତ କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ବିଗତ କିଛି ଦିନ ଜଳଦସ୍ୟୁଙ୍କ ଆକ୍ରମଣରୁ ସୁରକ୍ଷା ପାଇଁ ଭାରତୀୟ ନୌସେନା ବିଭିନ୍ନ ପ୍ରକାରର ରଣନୀତି ଆପଣାଇବାରେ ଲାଗିଛି। ଏହି କ୍ରମରେ ସୋମବାର ଦିନ ଆରବ ସାଗରରେ ୧୦ ଯୁଦ୍ଧ ଜାହାଜ ଭାରତୀୟ ନୌସେନା ନିୟୋଜିତ କରିଛି। ଏହି ଜାହାଜଗୁଡ଼ିକ ଆରବ ସାଗର ଏବଂ ଆଡେନ ଗଲ୍ଫରେ ନିୟୋଜିତ…

ସେନାର ଆର୍ଟିଲରି ରେଜିମେଣ୍ଟରେ ପ୍ରଥମଥର ଲାଗି ସାମିଲ୍ ହେଲେ ମହିଳା ଅଧିକାରୀ

ନୂଆଦିଲ୍ଲୀ: ଭାରତୀୟ ସେନା ଇତିହାସରେ ପ୍ରଥମଥର ଲାଗି ଆର୍ଟିଲରି ରେଜିମେଣ୍ଟରେ ମହିଳା ଅଧିକାରୀଙ୍କୁ ସାମିଲ୍ କରାଯାଇଛି । ଶନିବାର ଚେନ୍ନାଇରେ ପାସିଂ ଆଉଟ୍ ପରେଡ୍ ପରେ ୫ ମହିଳା ଅଧିକାରୀଙ୍କୁ ଆର୍ଟିଲରି ରେଜିମେଣ୍ଟରେ ନିଯୁକ୍ତି ମିଳିଛି । ୨ ଜଣଙ୍କୁ ପାକିସ୍ତାନ ସୀମାରେ ମୁତୟନ ୟୁନିଟରେ…

ହାଇଟେକ ମୋଡ଼୍‌ରେ ଭାରତୀୟ ସେନା

ନୂଆଦିଲ୍ଲୀ: ଏଣିକି ଶୂନ୍ୟରେ ଉଡ଼ିବେ ଭାରତୀୟ ସୈନ୍ୟ । ଜେଟପ୍ୟାକ ସୁଟ୍ ଆସିବ ସେମାନଙ୍କ ଲାଗି । ଏହି ସୁଟ୍ ବଳରେ ସେମାନେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଉଡିପାରିବେ, ସେ ପୁଣି ୮୦ କିଲୋଗ୍ରାମ୍‌ ଭିତରେ  । ଏନେଇ ଆରମ୍ଭ ହୋଇଯାଇଛି ପ୍ରାଥମିକ ଟେଣ୍ଡର ପ୍ରକ୍ରିୟା । ଫାଷ୍ଟଟ୍ରାକ…

ଭାରତୀୟ ସେନାକୁ ଛୋଟ ଝିଅର ଅଭିବାଦନ, ସୋସିଆଲ ମିଡିଆରେ ଭୁରିଭୁରି ପ୍ରଶଂସା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସମସ୍ତଙ୍କ ମନ ପସନ୍ଦର ଭିଡିଓ ଖୁବ ସହଜରେ ମିଳିଥାଏ । ସେଥିରୁ କିଛି ଭିଡିଓ ମନକୁ ଛୁଇଯାଏ । ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ  ଜଣେ ଶିଶୁ ଓ ଭାରତୀୟ ସେନାର ଯବାନଙ୍କୁ ଦେଖିବାକୁ ମିଳୁଛି । ସେନାର ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ଦେଶର…

ପ୍ଲାଣ୍ଟିନମ ଜୁବଲି ପାଳୁଛି ଇଣ୍ଡିଆନ୍ ଆର୍ମୀ  

ନୂଆଦିଲ୍ଲୀ: ଭାରତୀୟ ସେନାର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ଲାଣ୍ଟିନମ ଜୁବଲି ପାଳୁଛି ଇଣ୍ଡିଆନ୍ ଆର୍ମୀ । ଦେଶର ସୁରକ୍ଷା ଲାଗି ସଂଗ୍ରାମ କରିଥିବା ଯବାନଙ୍କ ତ୍ୟାଗ ଓ ଅବଦାନକୁ ସ୍ମରଣ କରି ପ୍ରତିବର୍ଷ ପାଳନ ହେଉଛି ଭାରତୀୟ ସେନା ଦିବସ । ୧୮୯୫ ମସିହା ଏପ୍ରିଲ ୧ ତାରିଖରେ…

ଭାରତୀୟ ସେନାକୁ ବିବାହ କାର୍ଡ ପଠାଇ ଚର୍ଚ୍ଚାରେ ନବ ଦମ୍ପତି

ନୂଆଦିଲ୍ଲୀ : ସମସ୍ତେ ନିଜର ବିବାହକୁ ଖାସ୍ କରିବା ପାଇଁ କିଛି ନାଁ କିଛି ଉପାୟ ଆପଣାଇ ଥାଆନ୍ତି । ସୁନ୍ଦର ଆଲୋକ ସାଜସଜ୍ଜା ସାଙ୍ଗକୁ ନିଜ ବନ୍ଧୁ ପରିଜନଙ୍କୁ ନିମନ୍ତ୍ରଣ କରି ବିବାହର ଦିନଟିକୁ ସ୍ବତନ୍ତ୍ର କରିଥାନ୍ତି । ଏହାରି ଭିତରେ ଏହି ବିବାହରେ କିଛି ନିଆରା ଘଟଣା ଦେଖିବାକୁ ମିଳିଛି…