ଜୁନ୍ ୧ ରୁ ଗଡିବ ୨୦୦ଟି ଟ୍ରେନ
ନୂଆଦିଲ୍ଲୀ : ଜୁନ ୧ ତାରିଖଠାରୁ ଗଡିବ ଟ୍ରେନ । ଭାରତୀୟ ରେଳ ପକ୍ଷରୁ ଏ ନେଇ ନିଷ୍ପତ୍ତି ନିଆଯାଇଛି। ୩୧ ତାରିଖରେ ଲକଡାଉନ୍ ୪ ଶେଷ ହେବା ପର ଦିନ ୨୦୦ଟି ନନ୍ ଏସି ଟ୍ରେନ୍ ଚାଲିବ। ଏ ନେଇ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।
ଏହି ଟ୍ରେନର ଟିକେଟ୍ ଅନଲାଇନରେ ହିଁ…