Latest Odisha News

BREAKING NEWS

Browsing Tag

Inspiration Story

ଗୋଡ଼ ନାହିଁ ତଥାପି ସ୍ୱାବଲମ୍ବୀ ଅମୂଲ୍ୟ

କେନ୍ଦ୍ରାପଡ଼ା :  ତାଙ୍କ ହାତର ନିହଣ ଇତିହାସ ଲେଖେ । ସେ ଇତିହାସ ନିଜ ସଂଘର୍ଷର । ନିଜ ସଫଳତାର । ସେ ଇତିହାସରେ ଯଶ କି ଅପଯଶ ନଥାଏ । ସେ ଇତିହାସ ଦିଏ ବଞ୍ଚିବାର ପ୍ରେରଣା, ସଂଘର୍ଷ କରିବା ପାଇଁ ସାହସ । ସେ ଭିନ୍ନକ୍ଷମ, ହେଲେ ନିଜକୁ ଅସହାୟ ବୋଲି ଭାବିନାହାନ୍ତି କି  ସମୟ ସୁଅରେ ତାଙ୍କ…

କଦମ ପଡ଼ିଆରୁ କ୍ରିକେଟ୍ ଟେକ୍ନିକାଲ୍ ଆନାଲିଷ୍ଟ, ସହଜ ନଥିଲା ଗାୟତ୍ରୀଙ୍କ ଯାତ୍ରା

ଅନୁଗୁଳ: ଇଚ୍ଛା ଓ ନିଷ୍ଠା ଆଗରେ ହାର୍ ମାନିଛି ପ୍ରତିବନ୍ଧକ । ଗାୟତ୍ରୀଙ୍କୁ ସଂଘର୍ଷ ଦେଇଛି ସଫଳତା । ଅନୁଗୁଳ ଜିଲ୍ଲା ଉଗି ମାଳିସାହି ଗାଁର ହେମନ୍ତ ବେହେରା ଓ ବୀଣାପାଣି ବେହେରାଙ୍କ ଝିଅ ଗାୟତ୍ରୀ । ଛୋଟ ବେଳେ ଗାଁ ପଡ଼ିଆରେ ପିଲାଙ୍କ କ୍ରିକେଟ ଖେଳ ଦେଖି ସେ ବି ଖେଳିବାକୁ ମନ ବଳାଇଥିଲେ…