Latest Odisha News

BREAKING NEWS

Browsing Tag

israel

ଇସ୍ରାଏଲରେ ମେଣ୍ଟ ସରକାର ଭାଙ୍ଗିବ, ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଜେରୁଜେଲମ: ଇସ୍ରାଏଲରେ ସରକାର ଭାଙ୍ଗିବ। ଆସନ୍ତା ସପ୍ତାହରେ ଏ ନେଇ ସଂସଦରେ ଶାସକ ଦଳ ଏକ ବିଲ୍ ଆଣିବ ବୋଲି ସୂଚନା ମିଳିଛି।  ପ୍ରଧାନମନ୍ତ୍ରୀ ନଫଟିଲି ବେନେଟ୍ ତାଙ୍କ ସରକାରର ଅନ୍ୟତମ ସହଯୋଗୀ ଦଳର ପ୍ରମୁଖ ନେତା ତଥା ବୈଦେଶିକ ମନ୍ତ୍ରୀ ୟାର ଲାପି଼ଡଙ୍କ ସହ ମିଶି ସଂସଦକୁ ଭଙ୍ଗ କରିବା…

ଇସ୍ରାଏଲ୍‌କୁ ସମର୍ଥନ କରି ଅଡୁଆରେ ଏହି ଅଭିନେତ୍ରୀ

ଭୁବନେଶ୍ୱର: ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ସଂଘର୍ଷକୁ ନେଇ ସେଲିବ୍ରିଟିମାନେ ମଧ୍ୟ ନିଜ ମନ୍ତବ୍ୟ ରଖୁଛନ୍ତି । ଏହି ଧାରାରେ ସାମିଲ ହୋଇ ୱାଣ୍ଡର୍ ୱିମେନ୍ ଫେମ୍ ଅଭିନେତ୍ରୀ ଗାଲ୍ ଗାଡୋଟ୍ ଇସ୍ରାଏଲ୍ ସପକ୍ଷରେ ଏକ ଟୁଇଟ୍ ଓ ଇନଷ୍ଟା ପୋଷ୍ଟ କରିଥିଲେ । ହେଲେ ଏହି ପୋଷ୍ଟ ପରଠୁ ତାଙ୍କୁ…

ଇସ୍ରାଏଲ୍ ଉପରେ ରକେଟ୍ ମାଡ଼, ଭାରତୀୟ ମହିଳାଙ୍କ ସମେତ ୨୮ ମୃତ

ନୂଆଦିଲ୍ଲୀ: ଅଶାନ୍ତ ଇସ୍ରାଏଲ୍ । ଫଲସ୍ତିନି ଉଗ୍ରବାଦୀ ଇସ୍ରାଏଲ୍ ସହର ତେଲ ଅବିବରେ ୧୩୦ଟି ମିସାଇଲ୍ ମାଡ଼ କରିଛନ୍ତି । ଗଜା ପଟ୍ଟିରେ ଏକ କୋଠା ଉପରେ ଇସ୍ରାଏଲ୍ କରିଥିବା ଆକ୍ରମଣର ଜବାବରେ ଉଗ୍ରବାଦୀ ଏଭଳି ଆକ୍ରମଣ କରିଥିବା କୁହାଯାଉଛି । ଭାରତରେ ଅବସ୍ଥାପିତ ଇସ୍ରାଏଲ୍ ରାଜଦୂତଙ୍କ…

[ଭିଡିଓ] ଇସ୍ରାଏଲରେ ଭାରତ ପାଇଁ ଶୁଭୁଛି “ଓମ୍ ନମଃ ଶିବାୟ”

ଭୁବନେଶ୍ୱର: କୋଭିଡ୍‌-୧୯ର ଦ୍ୱିତୀୟ ଲହରି ସହ ଜୁଝୁଛି ଭାରତ । ଏପରି ସ୍ଥିତିରେ ଅନେକ ଦେଶ ଭାରତକୁ ବଢାଇଛନ୍ତି ସହାନୁଭୂତି ଓ ସହାୟତାର ହାତ । ଏହି ଧାରାରେ ସାମିଲ ହୋଇ ଗୁରୁବାର ଇସ୍ରାଏଲ୍ ମଧ୍ୟ ଅକ୍ସିଜେନ୍ କନ୍‌ସିଣ୍ଟ୍ରେଟର୍ସ ଓ ରେସ୍ପାଇରେଟର୍ସ ଭାରତକୁ ପଠାଇଛି । ହେଲେ ଏବେ ସେଠିକାର…

ଇସ୍ରାଏଲ୍ ପିଏମ୍‌ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ; ବିକ୍ଷୋଭକାରୀଙ୍କ ଜୋର୍‌ଦାର୍‌ ପ୍ରଦର୍ଶନ…

ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସରକାରୀ ବାସଭବନ ବାହାରେ ହଜାର ହଜାର ଲୋକ ପ୍ରଦର୍ଶନ କରିଥିଲେ। ଶନିବାର ଦିନ ଜେରୁଜେଲମରେ ନେତାନ୍ୟାହୁଙ୍କ ବାସଭବନ ବାହାରେ ବିକ୍ଷୋଭକାରୀମାନେ ଏକାଠି ହୋଇଥିଲେ। ବାସ୍ତବରେ, ନେତାନ୍ୟାହୁଙ୍କ ଉପରେ ଲାଞ୍ଚ ନେବା, ଠକେଇ…