Latest Odisha News

BREAKING NEWS

Browsing Tag

Jajpur

[ଦେଖନ୍ତୁ ଭିଡିଓ] ରୋଗଗ୍ରସ୍ତ ଘରର ମୁଖ୍ୟ, ଚିକିତ୍ସା ପାଇଁ ଦରକାର ସହାୟତା

ଯାଜପୁର: ଦୁଇ ଝିଅ, ପୁଅ ଓ ସ୍ତ୍ରୀକୁ ନେଇ ଦାଶରଥିଙ୍କ ସଂସାର । ହେଲେ ଏ ଖୁସିର ସଂସାରରେ ଏବେ ଲାଗି ଯାଇଛି ରୋଗର ଗ୍ରହଣ । ବିଞ୍ଝାରପୁର ବ୍ଲକ ପ୍ରୀତିପୁର ହରିଜନ ସାହିର ଦାଶରଥି ମଲ୍ଲିକ । ପରିବାରର ମୁଖ୍ୟ ରୋଜଗାରିଆ ଦାଶରଥି ଏବେ କିଡନୀ ରୋଗରେ ଆକ୍ରାନ୍ତ । ଦାଶରଥି କିଡନୀ ରୋଗରେ…

ବନ୍ୟା ପରେ ଦୁର୍ଦ୍ଦଶାରେ ଚାଷୀ, ଧୋଇ ଯାଇଛି ଏକର ଏକର ଧାନ ଚାଷ

ଯାଜପୁର: ବନ୍ୟା ପାଣି ଛାଡ଼ି ଯାଇଛି । ହେଲେ ଦେଇ ଯାଇଛି ଦୁଃଖ । ନଷ୍ଟ ହୋଇ ଯାଇଛି ଏକର ଏକର ଜମିରେ ହୋଇଥିବା ଚାଷ । ଯାଜପୁରର ବୈତରଣୀ ଏବଂ ଶାଖା ନଦୀରେ ଆସିଥିବା ବନ୍ୟା ଯୋଗୁଁ ଦଶରଥପୁର, ଯାଜପୁର ବ୍ଲକର ବ୍ୟାପକ ଅଞ୍ଚଳରେ ଚାଷ କାର୍ଯ୍ୟ ନଷ୍ଟ ହୋଇଛି । ଧାନ ରୁଆ ପୋତା ସମୟରେ ବନ୍ୟା ପାଣି…

[ଦେଖନ୍ତୁ ଭିଡିଓ] ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା

ଯାଜପୁର: ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୪ ବଖରା ଘର । ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ କାଇମାଟିଆ ଗାଁରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା । ଗାଁର ବାବନ ସାହୁଙ୍କ ଘରେ ହଠାତ୍ ନିଆଁ ଲାଗି ଥିଲା । ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ହେଁ ବିଫଳ…

ସଟର ଭାଙ୍ଗି ନେଇଗଲେ ATM

ଯାଜପୁର: ଏଟିଏମ୍ ମେସିନ୍ ଲୁଟ । ଯାଜପୁର ଜିଲ୍ଲା ନେଉଳପୁର ଛକ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଏସବିଆଇ ଏଟିଏମ୍ ମେସିନ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବିଳମ୍ବିତ ରାତିରେ ଦୁର୍ବୃତ୍ତ ଏଟିଏମ୍ ଲୁଟି ନେଇଥିବା ଜଣା ପଡ଼ିଛି । ଆଜି ସକାଳୁ ଏଟିଏମକୁ ଲାଗି ରହିଥିବା ଦୋକାନ…

[ଦେଖନ୍ତୁ ଭିଡିଓ] ରୋଗଶଯ୍ୟାରେ ସହାୟତା ଅପେକ୍ଷାରେ ସମାଜସେବୀ ଦମ୍ପତି

ଯାଜପୁର: ଦିନେ ଦମ୍ପତି ବୁଲି ବୁଲି ସମାଜସେବା କରୁଥିଲେ । ହେଲେ ଆଜି ଲୋଡ଼ୁଛନ୍ତି ଆଉ କାହାର ସହାୟତା, ଖୋଜୁଛନ୍ତି ସେବା । କାରଣ ରୋଗଶଯ୍ୟାରେ ପଡ଼ି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଖରଡ଼ାବନ୍ଦୀ ଗାଁର ଦେବୀପ୍ରସାଦ ସାମଲ ଓ ଇତିଶ୍ରୀ ସାମଲ । ଦେବୀ ପ୍ରସାଦଙ୍କର…

୧୦୮ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ସମ୍ପର୍କୀୟ

ଯାଜପୁର: କୁଆଖିଆ ରାସ୍ତାର ତାରିଣୀ ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଳ୍ପକେ ରୋଗୀ ଓ ତାଙ୍କ ସମ୍ପର୍କୀୟ ବଞ୍ଚି ଯାଇଛନ୍ତି । ସୂଚନା ଅନୁଯାୟୀ, ଯାଜପୁର ଟାଉନରୁ ୨ ଜଣ ଆଟେଣ୍ଡାଣ୍ଟ  ୧୦୮ ଆମ୍ବୁଲାନ୍ସରେ ଜଣେ ରୋଗୀକୁ ନେଇ କଟକ ଯାଉଥିଲେ । ଆମ୍ବୁଲାନ୍ସଟି ଭାରସାମ୍ୟ…

ମଙ୍ଗଳପୁର ବଜାରରେ ସିରିଜ୍ ଚୋରି, ପୋଲିସର ରାତ୍ରି ପାଟ୍ରୋଲିଂ ଉପରେ ପ୍ରଶ୍ନ

ଯାଜପୁର: ଦଶରଥପୁର ବ୍ଲକର ମଙ୍ଗଳପୁର ବଜାରରେ ମାତିଛନ୍ତି ଲୁଟେରା । ବଡ଼ ଚତୁରତାର ସହ ଦୋକାନ ଗୁଡ଼ିକର ସ୍କାଏ ଲାଇଟ୍ ଓ ଆଜବେଷ୍ଟସ୍ ଭାଙ୍ଗି ଦୋକାନ ଭିତରେ କଳାକନା ବୁଲେଇ ଦେଉଛନ୍ତି । ମେଡିସିନ୍ ଦୋକାନ, ଜନସେବା କେନ୍ଦ୍ର, ଭେରାଇଟ୍ ଷ୍ଟୋର ଏବଂ ଲୁଗା ଦୋକାନ ଆଦିକୁ ଟାର୍ଗେଟ୍ କରୁଛନ୍ତି…

ବୈତରଣୀ ନଦୀର ଜଳ ସ୍ତର କମିଛି ହେଲେ ବିପଦ ଟଳିନି

ଯାଜପୁର: ବୈତରଣୀରେ ଆସିଥିବା ବନ୍ୟା ଛାଡ଼ି ଯାଇଛି ସତ ହେଲେ ବିପନ୍ନଙ୍କ ଦୁଃଖ ବଢି ଯାଇଛି । ଏବେବି ବନ୍ୟା ଜଳରେ ବୁଡ଼ି ରହିଛି ଏକର ଏକର ଚାଷ ଜମି । ଲୋକେ ଚାଷ ସହ ସହ ବାସ ହରାଇଛନ୍ତି । କିନ୍ତୁ ସାହାଯ୍ୟ ଭାବେ ଏଯାଏ ମିଳିଛି କେଇ ମୁଠା ଚୂଡ଼ା ଓ ଗୁଡ଼। ବୈତରଣୀରେ ବନ୍ୟା ଏବଂ ଶାଖା…

ଧରାପଡ଼ିଲା ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟ୍ ରାକେଟ, ୩ ଗିରଫ

ଯାଜପୁର: ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟ ଯୋଗାଉଥିବା ରାକେଟକୁ ଧରିଛି ଯାଜପୁର । ରାକେଟର ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ଆବେଦନ ଫର୍ମ ସହ ୧୦ଟି ଷ୍ଟାମ୍ପ, କିଛି ଆଧାର କାର୍ଡ ଓ ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଜବତ କରାଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ…

ଦୁର୍ଘଟଣା ନୁହେଁ ଗାଡି ଚଢ଼ାଇ ମା ଝିଅଙ୍କୁ ହତ୍ୟା କରିଥିଲା ଡ୍ରାଇଭର

ଯାଜପୁର: ଅନେକ ସଡକ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କୁ ଜାଣିଶୁଣି ହତ୍ୟା କରାଯାଇଥିବା ଅଭିଯୋଗ ହୁଏ । ତେବେ ପ୍ରମାଣ ଅଭାବରୁ ଅପରାଧିମାନେ ଖସିଯାଆନ୍ତି । ଆଜିକାଲି ଦୁର୍ଘଟଣା ଘଟାଇ ହତ୍ୟା କରିବା ନୂଆ ଷଡ଼ଯନ୍ତ୍ର ପାଲଟି ଗଲାଣି । ସାମାନ୍ୟ ଘଟଣାକୁ ନେଇ ଏପରି ହତ୍ୟା କରୁଛନ୍ତି ଅପରାଧି ।…