Latest Odisha News

BREAKING NEWS

Browsing Tag

Jajpur

ପଡ଼ୋଶୀ ଘରେ ଲାଗିଥିବା ନିଆଁ ଲିଭାଇବାକୁ ଯାଇ ମାଆପୁଅ ମୃତ

ଯାଜପୁର: ଯାଜପୁର ବାଲିଚନ୍ଦ୍ରପୁର ଥାନା ନଳିପୁର ଗାଁରେ ଅଭାବନୀୟ ଘଟଣା । ପଡ଼ୋଶୀଙ୍କୁ ସାହାଯ୍ୟ କରିବାକୁ ଯାଇ ପ୍ରାଣ ହାରିଲେ ମାଆପୁଅ । ପଡ଼ୋଶୀଙ୍କ ଘରେ ଲାଗିଥିବା ନିଆଁକୁ ଲିଭାଇବା ଉଦ୍ୟମ ବେଳେ ବିଦ୍ୟୁତ୍ ଆଘାତରେ ମାଆପୁଅଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ…

ଯାଜପୁର ଗସ୍ତରେ ଯାଇ ବ୍ୟାସ ସରୋବର ଉନ୍ନତିକରଣର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଯାଜପୁର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଯାଜପୁର ଗସ୍ତରେ ଯାଇଥିଲେ । ମୁଖ୍ୟ ଶାସନ ସଚିବ ବ୍ୟାସ ସରୋବର ପରିଦର୍ଶନ କରିବା ସହ ଗ୍ରାଉଣ୍ଡରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପ୍ରତି ଗୁରୁତ୍ୱ ଦେଇଥିଲେ । ବ୍ୟାସ ସରୋବରର…

ବିଷଧର ନାଗକୁ ପାଣି ପିଆଇଲା ବିଷ ହୀନ ବାଲି ବୋଆ

ଯାଜପୁର: ସାପ-ସାପ ମଧ୍ୟରେ ଲଢ଼େଇ । ବଡ଼ଚଣା ଥାନା ଅନ୍ତର୍ଗତ କୁଳହରିପୁର ଗାଁରେ ସାପ-ସାପ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଛି । ରାସ୍ତା କଡ଼ରେ ୨ଟି ସାପ ପରସ୍ପରକୁ ଆକ୍ରମଣ କରିଥିରେ । ଗୋଟିଏ ୪ ଫୁଟ୍ ଲମ୍ବର ନାଗ ସାପ ଅନ୍ୟ ଏକ ଛୋଟ କମନ ସ୍ୟାଣ୍ଡ ବୋଆ ବା ବାଲି ବୋଆ ସାପକୁ କାମୁଡ଼ି…

ମା ବିରଜାଙ୍କ ସ୍ଵନକ୍ଷତ୍ର ଉତ୍ସଵ ପାଳିତ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ସ୍ଵନକ୍ଷତ୍ର ତଥା ଜନ୍ମୋତ୍ସବ ମହାଆଡମ୍ବରରେ ପାଳିତ ହେଉଛି । କୋଭିଡ କଟକଣା କୋହଳ ପରେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ସକାଳୁ ମନ୍ଦିରକୁ ଆସି ମା’ ବିରାଜାଙ୍କ ଦର୍ଶନ କରିବା ସହ ଭୋଗ ଲାଗି କରିଥିଲେ । ମାଘମାସ ଅମାବାସ୍ୟା ତିଥି ଏବଂ…

ଯାଜପୁରରେ ରାସ୍ତା କଡରୁ ମିଳିଲା ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ, ହତ୍ୟା ସନ୍ଦେହ

ଭୁବନେଶ୍ୱର: ଯାଜପୁର ମୂଳାପାଳ ଦିଆଲଖଣ୍ଡି ରାସ୍ତା କଡ଼ରୁ ମିଳିଲା ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ମୃତଦେହ । ତେବେ ତାଙ୍କୁ ହତ୍ୟା କରିବା ପରେ ମୃତଦେହ ଯାଜପୁରରେ ଫିଙ୍ଗା ଯାଇଥିବା ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ଅନୁୟାୟୀ, ଛାତ୍ରୀ ଜଣଙ୍କ ରମାଦେବୀ ବିଶ୍ୱବିଦ୍ୟାଳୟରେ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟାଙ୍କ ଯାଜପୁର ଜିଲ୍ଲା ଗସ୍ତ

ଯାଜପୁର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ତଥା କାର୍ଯ୍ୟକାରୀ ସଭାପତି ଡକ୍ଟର ବିଜୟ କୁମାର ସାହୁ ମଙ୍ଗଳବାର ଯାଜପୁର ଜିଲ୍ଲା ଗସ୍ତ କରିଥିଲେ । ଯାଜପୁର ଜିଲ୍ଲାରେ ନିର୍ମାଣଧୀନ ଆଦର୍ଶ ବିଦ୍ୟାଳୟଗୁଡ଼ିକୁ ସେ ବୁଲି ଦେଖିବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ । ଯାଜପୁର ଜିଲ୍ଲା…

ମର୍ଣ୍ଣିଂ ଓ୍ୱାକରେ ଯିବା ବେଳେ ଚାପିଦେଲା ଟ୍ରକ, ଯୁବତୀ ମୃତ

ଯାଜପୁର: ମର୍ଣ୍ଣିଂ ଓ୍ୱାକରେ ଯିବା ବେଳେ ଟ୍ରକ୍ ଧକ୍କା ଦେଲା । ଟ୍ରକ ମାଡ଼ି ଯିବାରୁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଆଜି ସକାଳୁ ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କେତକିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ ଯୁବତୀଙକ୍ ନାଁ ବର୍ଷାରାଣୀ ଜେନା । ଆଜି ସକାଳେ ନିଜ ସାଙ୍ଗମାନଙ୍କ…

ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍, ଧରାପଡ଼ିଲେ ୨ ଲୁଟେରା

ଯାଜପୁର: ଦୋକାନ ବନ୍ଦ କରି ଘରୁ ଯିବା ରାସ୍ତାରେ ସୁନା ବ୍ୟବସାୟୀଙ୍କ ଉପରେ ଆକ୍ରମଣ ପରେ ଲୁଟ୍ । ବନ୍ଧୁକ ଫୁଟାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ୨୦ ହଜାର ଟଙ୍କା ଧରି ଚମ୍ପଟ ମାରିଲେ ଲୁଟେରା । ଡକାୟତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ବ୍ୟବସାୟୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ…

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ରାସ୍ତା ଅବରୋଧ

ଯାଜପୁର: ଯାଜପୁର ୧୬ ନଂ ଜାତୀୟ ରାଜପଥର ପାଣିକୋଇଲି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିପାରି ନଥିବା ବେଳେ ଦୁର୍ଘଟଣା ଘଟାଇ ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଘଟଣାକୁ ନେଇ ଚାପା…

ଯାଜପୁର ପୋଲିସ କବ୍ଜାରେ ଡକାୟତି ଗ୍ୟାଙ୍ଗ 

ଯାଜପୁର: ପୋଲିସ କବ୍ଜାରେ ଡକାୟତି ଗ୍ୟାଙ୍ଗ। ଯାଜପୁର ଜିଲ୍ଲା କୋରାଇ ଥାନା ରଗଡି ଲକ୍ଷ୍ମୀନଗର ଅଞ୍ଚଳରେ ହୋଇଥିବା ଡକାୟତି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ନଗଦ ୫ ହଜାର ଟଙ୍କା ଓ ୫ ଟି ମୋବାଇଲ ଫୋନ ଜବତ…