Latest Odisha News

BREAKING NEWS

Browsing Tag

Jajpur

[ଦେଖନ୍ତୁ ଭିଡିଓ] ଅନିୟମିତତା ଧରିଲେ ବୋଲି ଯାଜପୁର CDMOଙ୍କୁ କଳାହାଣ୍ଡିକୁ ବଦଳି !

ଯାଜପୁର: ସରକାର ସ୍ୱଚ୍ଛତା କଥା କହୁଛନ୍ତି । ବିଭିନ୍ନ ବିଭାଗରେ ସ୍ୱଚ୍ଛତା ପାଇଁ 5T ଲାଗୁ ହୋଇଛି । କିନ୍ତୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମୁଖିଆ ଅନିୟମିତତାକୁ ଧରିବା ପରେ ଉପାନ୍ତକୁ ବଦଳି ହୋଇଛନ୍ତି । ଯାହାକୁ ନେଇ ଯାଜପୁର ଜିଲ୍ଲାରେ ପ୍ରକାଶ ପାଇଛି ଅସନ୍ତୋଷ । ଯାଜପୁର ଜିଲ୍ଲା ମୁଖ୍ୟ…

ନଦୀ ବନ୍ଧ ଓ ରାସ୍ତା ମରାମତି ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ

ଯାଜପୁର : ମଦୀବନ୍ଧ ଥାଇ ଲୋକଙ୍କ କାମରେ ଆସୁନି । ବର୍ଷ ବର୍ଷ ଧରି ମରାମତି ହୋଇପାରୁନି ନଦୀ ବନ୍ଧ ଓ ରାସ୍ତା । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବନ୍ଧ ଏବେ ଗମନାଗମନ ପାଇଁ ଅନୁପଯୁକ୍ତ ପାଲଟିଛି । ବର୍ଷା ହେଲାମାତ୍ରେ ବନ୍ଧଟି କାଦୁଅରେ ପରିଣତ ହୋଇଯାଉଥିବାରୁ ଦୈନିକ ଏଠୋର ଦୁଘର୍ଟଣା…

‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରର ଓଡ଼ିଶା ଲିଙ୍କ୍, ଚର୍ଚ୍ଚାରେ ଯାଜପୁରର ପୁଅ ସୁବ୍ରତ

ଯାଜପୁର: ବଲିଉଡ୍ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସିନେମାରେ କାମ କରିଛନ୍ତି ଓଡ଼ିଆ ପୁଅ । ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରରେ ଭିଜୁଆଲ୍ ଇଫେକ୍ଟର ଭାବେ କାମ କରି ବେଶ ସୁନାମ ଅର୍ଜନ କରିଛନ୍ତି ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ସୁବ୍ରତ କୁମାର ପାଢ଼ୀ । ସୁବ୍ରତ ଆଇଟିଆଇ…

ଏଜେଣ୍ଟ ୪୨୦; SHG ସହ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ

ଯାଜପୁର: ଜଣେ ମହିଳା ଶହ ଶହ ମହିଳାଙ୍କୁ ଠକି ଛନ୍ତି । ଝାଳବୁହା ଧନକୁ ନକଲି ରସିଦ୍ ଦେଇ ନେଇ ଯାଇଛନ୍ତି । ଜଣେ କି ଦୁଇ ଜଣ ନୁହଁ ପ୍ରାୟ ୮୦ରୁ ଅଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସହ ଅନେକ ଗରିବ ଲୋକ ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି । କବାଟବନ୍ଧ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ…

ଟ୍ରକ୍ ଚୋରି ମାମଲାରେ ଜିଲ୍ଲା ଯୁବ ବିଜେଡି ଉପସଭାପତିଙ୍କ ସହ ୯ ଜଣ ଗିରଫ

ଯାଜପୁର: ଟ୍ରକ୍ ଚୋରି ମାମଲାର ପର୍ଦ୍ଦାଫାସ୍ କରିଛି ଧର୍ମଶାଳା ପୋଲିସ । ମାମଲାରେ ପୋଲିସ ଯାଜପୁର ଜିଲ୍ଲା ଯୁବ ବିଜେଡି ଉପସଭାପତିଙ୍କ ସହ ୯ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାର ସହ ୨ ଲକ୍ଷ ୪୫ ହଜାର ଟଙ୍କା ଜବତ ହୋଇଛି । ସୂଚନା ଅନୁସାରେ, ଗତ ୧୧ ତାରିଖରେ ଧର୍ମଶାଳା…

ବନିଶିରେ ମାଛ ବଦଳରେ ପଡ଼ିଲା କୁମ୍ଭୀର ଛୁଆ

ଯାଜପୁର: ବନିଶିରେ ମାଛ ବଦଳରେ ପଡ଼ିଲା କୁମ୍ଭୀର । ଯାଜପୁର ଜିଲ୍ଲା ବରୀ ବ୍ଲକ ରମ୍ପା ଗାଁ ପଗିଡ଼ିଆ ନଦୀରୁ କୁମ୍ଭୀର ଛୁଆ ଉଦ୍ଧାର ହୋଇଛି । ଗାଁର କୁନା ମଲ୍ଲିକ ମାଛ ଧରିବାକୁ ପଗିଡ଼ିଆ ନଦୀରେ ବନିଶି ପକାଇଥିଲେ । ହେଲେ ବନିଶିରେ ମାଛ ନପଡ଼ି ପଡ଼ିଥିଲା କୁମ୍ଭୀର ଛୁଆ । ସଙ୍ଗେ ସଙ୍ଗେ କୁନା…

ଯାଜପୁରରେ ନବମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଜବତ

ଯାଜପୁର: ବିଞ୍ଝାରପୁର ଥାନା ଅଞ୍ଚଳର ବରିକୂଳ ଗ୍ରାମରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଠାବ ହୋଇଛି । ଶନିବାର ଟିଉସନ ଯାଇ ଆଉ ଘରକୁ ଫେରିନଥିଲେ ଛାତ୍ରୀ। ବିଳମ୍ବିତ ରାତିରେ ନିକଟସ୍ଥ ଏକ ପୋଖରୀରୁ ଛାତ୍ରୀଙ୍କ ମୃତଦେହ ମିଳିଥିଲା। ଛାତ୍ରୀଙ୍କୁ ହତ୍ୟା କରି ଫିଙ୍ଗି…

ପ୍ରତିଶୋଧ ପରାୟଣ ହୋଇ ତାନ୍ତ୍ରିକକୁ ହାଣି ଦେଲେ ଯୁବକ

ଯାଜପୁର: ସୁକିନ୍ଦା ଥାନା ବନ୍ଧଗାଁରେ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ପ୍ରତିଶୋଧ ପରାୟଣ ହୋଇ ତାନ୍ତ୍ରିକଙ୍କୁ ହାଣି ଦେଇଛନ୍ତି । ଘଟଣାସ୍ଥଳରେ ତାନ୍ତ୍ରିକଙ୍କ ମୃତ୍ୟୁ ଘଟିଛି । ତେବେ ତାନ୍ତ୍ରିକଙ୍କୁ ହାଣିବା ପରେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଯୁବକ। ସୂଚନା…

ଅବସର ପରେ ଯବାନଙ୍କ ପ୍ରଶିକ୍ଷଣ କେନ୍ଦ୍ର, ମାଗଣା ଦେଉଛନ୍ତି ତାଲିମ୍

ଯାଜପୁର: ଦୌଡ଼କୁଦ ସାଙ୍ଗକୁ ବ୍ୟାୟାମ ପୁଣି ସାଇକେଲିଂ । ଫିଟେନସ୍ ଟିପ୍ସ ସହିତ ଦିଆ ଯାଉଛି ଭଳିକ ଭଳି ତାଲିମ୍ । ତେବେ ସରକାରଙ୍କ ପକ୍ଷରୁ ଏଭଳି ପ୍ରଶିକ୍ଷଣ ଦିଆଯାଉ ନାହିଁ । ଅବସରପ୍ରାପ୍ତ ସୈନିକ ତରୁଣ କୁମାର ଦାସ ନିଜ ଉଦ୍ୟମରେ ଏଭଳି ପ୍ରଶିକ୍ଷଣ କେନ୍ଦ୍ର ଖୋଲିଛନ୍ତି । ୨୦୨୦ ମସିହାରେ…

[ଦେଖନ୍ତୁ ଭିଡିଓ] ପିହୁ ନିଖୋଜର ସିବିଆଇ ତଦନ୍ତ ଦାବି କଲେ ମାଆ

ଯାଜପୁର: ପିହୁକୁ ଖୋଜି ଆଣିଲେ ପୁରସ୍କାର । ପ୍ରଥମେ ୨୦ ହଜାର ଆଉ ଏବେ ୫ ଲକ୍ଷ ଟଙ୍କା । ୨୦୨୦ ମସିହା ଅଗଷ୍ଟ ୯ ତାରିଖରେ ଯାଜପୁର ଜିଲ୍ଲା ମଧୁସୂଦନପୁର ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇ ଯାଇଥିଲା ୫ ବର୍ଷର ପିହୁ । ଇତି ମଧ୍ୟରେ ପିହୁ ନିଖୋଜକୁ ୨ ବର୍ଷ ବିତିଛି । ପିହୁକୁ ଖୋଜି…