Latest Odisha News

BREAKING NEWS

Browsing Tag

janata curfew

କରୋନା ସଚେତନତା ସଙ୍ଗୀତ ଗାୟକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ତଥା ଜନତା କର୍ଫ୍ୟୁ ସମ୍ପର୍କରେ ସଚେତନତା ସଙ୍ଗୀତ ଗାଇଥିବା ଲୋକସଙ୍ଗୀତ ଗାୟିକା ମାଳିନୀ ଅୱସ୍ତୀ ଏବଂ ଲୋକଗୀତ ଗାୟକ ପ୍ରୀତମ ଭରତୱାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ ଜରିଆରେ ପ୍ରଶଂସା କରିଛନ୍ତି । ଉଭୟେ ନିଜ ଢଙ୍ଗରେ ଲୋକମାନଙ୍କୁ…

ବ୍ରହ୍ମପୁରରେ ଜନତା କର୍ଫ୍ୟୁର ବ୍ୟାପକ ପ୍ରଭାବ, ରାସ୍ତାଘାଟ ଓ ବଜାର ଶୂନଶାନ

ବ୍ରହ୍ମପୁର: କରୋନା ସଂକ୍ରମଣ ରୋକିବା ପାଇଁ ଆଜି ଚାଲିଥିବା ଜନତା କର୍ଫ୍ୟୁକୁ ରେଶମ ସହରରେ ବ୍ୟାପକ ଜନସମର୍ଥନ ମିଳିଥିବା ଦେଖାଯାଇଛି । ସହରର ସମସ୍ତ ପ୍ରମୁଖ ଛକ, ବଜାର ତଥା ରାସ୍ତାଘାଟ ଶୂନଶାନ ରହିଛି । ଲୋକେ ସଚେତନ ହୋଇ ଘରୁ ବାହାରୁ ନ ଥିବା ବେଳେ କିଛି ସ୍ଥାନରେ ବାହାରକୁ ଆସିଥିବା…

ଜନତା କର୍ଫ୍ୟୁ ପ୍ରଭାବ: ହିରୋ ମୋଟୋ କର୍ପ ର ସମସ୍ତ ଫ୍ୟାକ୍ଟ୍ରୀ ଲକ୍‌-ଡାଉନ୍‌

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସାରା ଭାରତରେ ଦେଖିବାକୁ ମିଳିଛି ଜନତା କର୍ଫ୍ୟୁର ସଫଳ ଛବି । ଓଡିଶା ସମେତ ରାଜସ୍ଥାନରେ ଲକ୍‌-ଡାଉନ୍ ନିର୍ଦ୍ଦେଶ ଜାରି ହୋଇଛି । ଏପରି ସ୍ଥିତିକୁ ଦେଖି ସମସ୍ତ ଅପରେଶନକୁ ତୁରନ୍ତ ବନ୍ଦ କଲା ଭାରତର ଅଗ୍ରଣୀ ଦୁଇ ଚକିଆ…