Latest Odisha News

BREAKING NEWS

Browsing Tag

Jharpada Jail

ଜେଲରେ ଅର୍ଚ୍ଚନା ନାଗ ଓ ଖଗେଶ୍ୱର ପାତ୍ରଙ୍କୁ ଜେରା କରିବ ଇଡି

ଭୁବନେଶ୍ୱର: ଏକାଧିକ ବାର ରିମାଣ୍ଡ ସତ୍ତ୍ୱେ ଇଡି ଆଗରେ ମୁହଁ ଖୋଲି ନଥିଲା ଅର୍ଚ୍ଚନା । ଏବେ ଇଡି ହାତରେ ଅର୍ଚ୍ଚନାଙ୍କ ଡିଜିଟାଲ୍ ଡିଭାଇସର ଫରେନ୍ସିକ ଆନାଲିସିସ୍ ରିପୋର୍ଟ ରହିଥିବା ବେଳେ ଝାରପଡ଼ା ଜେଲରେ ହେବ ଜେରା । ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନା ନାଗ ଓ ଖଗେଶ୍ୱର ପାତ୍ରଙ୍କୁ…

ବିବନକୁ ଚିହ୍ନଟ କରିବେ ଅଞ୍ଜନା, ଆଉ କିଛି ସମୟ ପରେ ଝାରପଡ଼ା ଜେଲରେ ଟିଆଇ ପରେଡ୍

ଭୁବନେଶ୍ୱର: ୨୨ବର୍ଷ ପରେ ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡକୁ ଚିହ୍ନଟ କରିବେ ଅଞ୍ଜନା ମିଶ୍ର । ମୁଖ୍ୟ ଅଭିଯୁକ୍ତ ବିବନକୁ ଚିହ୍ନିବେ ଅଭିଯୋଗକାରିଣୀ । ଆଉ କିଛି ସମୟ ପରେ ଭୁବନେଶ୍ୱର ଝାରପଡ଼ା ଜେଲରେ ବିବନର ହେବ ଟିଆଇ ପରେଡ । ଏଥିପାଇଁ ଗତକାଲି ସିବିଆଇକୁ ଅନୁମତି ଦେଇଥିଲେ ସିବିଆଇ ସେସ୍ପାଲ୍…

ଝାରପଡ଼ା ଜେଲରେ କଏଦୀ ଶିଖିବେ କମ୍ପ୍ୟୁଟର, ଆରମ୍ଭ ହେବ ଇ-ଲାଇବ୍ରେରୀ

ଭୁବନେଶ୍ୱର: ଜେଲରେ ମିଳିବ ଡିଜିଟାଲ୍ ଶିକ୍ଷା । ସ୍ମାର୍ଟ ହେବେ କଏଦୀ । ଜାନୁଆରୀ ୨୬ ତାରିଖରୁ ଝାରପଡ଼ା ଜେଲରେ କଏଦୀଙ୍କ ଲାଗି ଆରମ୍ଭ ହେବାକୁ ଯାଉଛି କମ୍ପ୍ୟୁଟର ପାଠ୍ୟକ୍ରମ । ପ୍ରଥମ ପର୍ଯ୍ୟାୟରେ ୨୬ ଜଣ କଏଦୀ କମ୍ପ୍ୟୁଟର ଶିଖିବେ । କଏଦୀଙ୍କ ଲାଗି ଝାରପଡ଼ା ଜେଲରେ ୩୦ଟି କମ୍ୟୁଟର…

ରିମାଣ୍ଡ ସରିବା ପରେ ଝାରପଡ଼ା ଜେଲ୍ ଫେରିଲେ ଆକାଶ ପାଠକ

ଭୁବନେଶ୍ୱର: ସରିଲା ଚାରି ଦିନିଆ ରିମାଣ୍ଡ ଅବଧି । ଜେଲ ଫେରିଲେ ଜୁନିଅର ପାଠକ । ରିମାଣ୍ଡ ଅବଧି ସରିବା ପରେ ଆକାଶ ପାଠକ ଝାରପଡ଼ା ଜେଲ ଫେରିଛନ୍ତି । ଆଜି ତାଙ୍କୁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରାଇତିଲା କମିଶନରେଟ ପୋଲିସ । କ୍ରାଇମବ୍ରାଞ୍ଚ ଆଗରେ ଆକାଶ ସବୁ ସତ ମାନିଥିବା…