Latest Odisha News

BREAKING NEWS

Browsing Tag

Jo Biden

ସେପ୍ଟେମ୍ବର ମାସରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି, ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ୱାଶିଂଟନ୍ ଆଶାବାଦୀ

ନୂଆଦିଲ୍ଲୀ : ଚଳିତବର୍ଷ ସେପ୍ଟେମ୍ବର ମାସରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ବାଇଡେନ୍‌ ତାଙ୍କର ଭାରତ ଗସ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ପାଇଁ…

ଯୁଦ୍ଧ ଭୂମିରୁ ପ୍ରଥମଥର ପାଇଁ ବାହାରିଲେ ଜେଲେନସ୍କି, ରୁଷ ବିରୋଧରେ କରି ପାରନ୍ତି ବଡ ଯୋଜନା

ୟୁକ୍ରେନ:  ୱାଶିଂଟନ ଗସ୍ତରେ ଯାଇଛନ୍ତି  ୟୁକ୍ରେନ ରାଷ୍ଟ୍ରପତି ବେଲଦୋମିର ଜେଲେନସ୍କି । ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ ଆଲୋଚନା କରିବେ । ତାଙ୍କର ଏହି ଗସ୍ତକୁ ନେଇ  ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି,  ଏହା ରୁଷିଆକୁ ଏକ କଡା ବାର୍ତ୍ତା ଦେବ  ।  ପଶ୍ଚିମ…

ଜୁଲାଇ ୪ ସୁଦ୍ଧା ୭୦ ପ୍ରତିଶତ ଆମେରିକୀୟ ଯୁବ ବର୍ଗଙ୍କୁ ଟିକାକରଣ ଲକ୍ଷ୍ୟ; ବାଇଡେନ

ନୂଆଦିଲ୍ଲୀ: ଆଗାମୀ ଜୁଲାଇ ୪ ତାରିଖ ସୁଦ୍ଧା ଅତି କମରେ ୭୦ ପ୍ରତିଶତ ଆମେରିକୀୟ ଯୁବବର୍ଗଙ୍କୁ ଟିକାକରଣ କରିବାର ଲକ୍ଷ୍ୟ ରଖାଯାଇଛି। ଏ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି। ବାଇଡେନ୍‌ ପ୍ରଶାସନ କରୋନା ମହାମାରୀ ସହ ଲଢିବାକୁ ପ୍ରମୁଖ ପ୍ରାଥମିକତା…

ବାଇଡେନ୍‌ଙ୍କ ବଡ଼ ନିଷ୍ପତ୍ତି; ଦେଶକୁ ଆସୁଥିବା ସମସ୍ତ ଲୋକଙ୍କୁ ସଙ୍ଗରୋଧରେ ରହିବାକୁ ପଡ଼ିବ

ନୂଆଦିଲ୍ଲୀ: ନୂତନ ଭାବେ ନିର୍ବାଚିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ କାର୍ଯ୍ୟାଳୟ ଆରମ୍ଭ କରିବା ସମୟରେ ବାଇଡେନ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ, କରୋନାର ଦିନକୁ ଦିନ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି…

ଶପଥଗ୍ରହଣ ପୂର୍ବରୁ ଭାବପ୍ରବଣ ହୋଇପଡ଼ିଲେ ବାଇଡେନ୍‌

ୱାଶିଂଟନ୍: ଜୋ ବାଇଡେନ ଆଜି ଆମେରିକାରେ ରାଷ୍ଟ୍ରପତି ପଦ ଗ୍ରହଣ କରିବାକୁ ଯାଉଛନ୍ତି। ଆତଙ୍କ ମଧ୍ୟରେ ଶକ୍ତି ପରିବର୍ତ୍ତନ ହେଉଛି। ଆଜିର ସୂର୍ଯ୍ୟ ଅସ୍ତଯିବା ପୂର୍ବରୁ ବାଇଡେନ ଆମେରିକାର ୪୬ ତମ ରାଷ୍ଟ୍ରପତି ହୋଇଯିବେ। ଶପଥ ଗ୍ରହଣ ପାଇଁ ୱାଶିଂଟନ୍ ଆସିବା ପୂର୍ବରୁ ଜୋ ବାଇଡେନଙ୍କ ଆଖି…

ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ହେବ‌େ ଜୋ ବାଇଡେନ୍‌

ନୂଆଦିଲ୍ଲୀ: ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ, ଜାନୁଆରୀ ୨୦, ୨୦୨୧ ରେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଏହା ସହିତ ସେ ଦେଶର ଇତିହାସରେ ସବୁଠାରୁ ବୟସ୍କ ରାଷ୍ଟ୍ରପତି ହେବେ। ନଭେମ୍ବର ୨୦୨୦ ରେ ତାଙ୍କୁ ୭୮ ବର୍ଷ ହୋଇଛି। ଏହାଛଡ଼ା ତାଙ୍କ ପୂର୍ବରୁ ସବୁଠାରୁ…

ବାଇଡେନ୍‌ଙ୍କ କାର୍ଯ୍ୟକାଳ ଓବାମାଙ୍କ ତୃତୀୟ କାର୍ଯ୍ୟକାଳ ଭଳି ହେବ ନାହିଁ; ଜୋ ବାଇଡେନ୍‌

ନୂଆଦିଲ୍ଲୀ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କର ପ୍ରଥମ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳ ଓବାମାଙ୍କ ତୃତୀୟ କାର୍ଯ୍ୟକାଳ ଭଳି ହେବ ନାହିଁ। ଓବାମାଙ୍କ ଶାସନ ସମୟରେ ଉପ-ରାଷ୍ଟ୍ରପତି ଥିବା ବାଇଡେନ୍‌ ଏବଂ ଓବାମା ସରକାରଙ୍କ ସମୟରେ ଥିବା ବହୁ ପୁରୁଣା…

ଆମେରିକା; ଜାତୀୟ ସୁରକ୍ଷା ଦଳ ଘୋଷଣା କଲେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌

ୱାଶିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଗତକାଲି ତାଙ୍କର ଜାତୀୟ ସୁରକ୍ଷା ଦଳ ଘୋଷଣା କରିଛନ୍ତି ଯେଉଁଥିରେ ତିନିଜଣ ମହିଳା ସାମିଲ୍‌ ଅଛନ୍ତି। ପ୍ରଥମ ଥର ପାଇଁ ଜଳବାୟୁରେ ଏକ ସ୍ୱତନ୍ତ୍ର ଦୂତଙ୍କୁ ଜାତୀୟ ସୁରକ୍ଷା ପରିଷଦରେ ସାମିଲ୍‌ କରାଯିବ। ବାଇଡେନ୍‌…

ସଂକ୍ରମଣ ବଢିଲ‌େ ବି ‌ଲାଗୁ ‌ହେବନି ଜାତୀୟ ସଟଡାଉନ୍: ବାଇଡେନ୍

ୱାଶିଂଟନ୍: ଆମେରିକାରେ କରୋନା ସଂକ୍ରମଣ ବଢିଲ‌େ ମଧ୍ୟ ଏହାର ମୁକାବିଲା କରିବାକୁ ଯାଇ ଜାତୀୟ ସଟଡାଉନ୍ ଘୋଷଣା କରାଯିବ ନାହିଁ ବୋଲି କହିଛନ୍ତି ଆମେରିକାର ନବ-ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇ‌ଡେନ୍। କରୋନା ଯୋଗୁଁ ଆମେରିକା ଅଧିକ ଭାବରେ ପ୍ରଭାବିତ ହୋଇଥିଲେ ହେଁ ଜାତୀୟ ସଟଡାଉନର…

ଆଗାମୀ ଆର୍ଥିକ ଯୋଜନା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌

ୱାଶିଂଟନ୍: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ କରୋନା ମହାମାରୀର ପ୍ରଭାବରୁ ଦେଶକୁ ଉଦ୍ଧାର କରିବା ପାଇଁ ତାଙ୍କର ଅର୍ଥନୈତିକ ଯୋଜନା ପ୍ରକାଶ କରିଛନ୍ତି। ସ୍ୱଚ୍ଛ ଉର୍ଜା, ନିଯୁକ୍ତି ସୃଷ୍ଟି ଏବଂ ନୂତନ ପ୍ରଯୁକ୍ତିବିଦ୍ୟାରେ ବିନିଯୋଗ ଉପରେ ବାଇଡେନ୍‌ ଅଧିକ ଗୁରୁତ୍ୱ ଦେବେ।…