Latest Odisha News

BREAKING NEWS

Browsing Tag

job

କଲ୍ ସେଣ୍ଟର୍‌ରେ କାମ କରିବା ପୂର୍ବରୁ ନିଜକୁ କିପରି ପ୍ରସ୍ତୁତ କରିବେ?

ଭୁବନେଶ୍ବର: ଆଜିକାଲି ବେରୋଜଗାରୀ ସମସ୍ୟା ବଢିବାର ଲାଗିଛି । ଏହି ସମୟରେ ଲକ୍ଷ ଲକ୍ଷ ଯୁବ ବର୍ଗଙ୍କୁ ଚାକିରୀ ଦେବାରେ କଲ୍ ସେଣ୍ଟର୍‌ର ମୁଖ୍ୟ ଭୂମିକା ରହିଛି । ଦଶମ ପାସ୍ ହେଉ ଅବା ଦ୍ୱାଦଶ ପାସ୍ କିମ୍ବା ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ କଲ୍ ସେଣ୍ଟର୍‌ରେ ଚାକିରୀ କରିବାରର ସୁଯୋଗ ମିଳିଥାଏ…

ଚାକିରି ଛାଡିବା ପାଇଁ ପତ୍ନୀଙ୍କୁ ବାଧ୍ଯ କରିବା ‘କ୍ରୁରତା’: ହାଇକୋର୍ଟ

ଭୋପାଳ: ଅନେକ ସମୟରେ ବିବାହିତା ମହିଳାମାନଙ୍କୁ ଚାକିରୀ ଛାଡିବାକୁ ବାଧ୍ୟ କରାଯାଉଥିବା ଭଳି ମାମଲା ସାମ୍ନାକୁ ଆସିଥାଏ। ଏଭଳି ଏକ ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଯେ ପତ୍ନୀଙ୍କୁ ଚାକିରୀ ଛାଡି ସ୍ୱାମୀଙ୍କ ଇଚ୍ଛା ଏବଂ ତାଙ୍କ…

ଦେଶରେ ବଢୁଛି ବେକାରୀ ସମସ୍ୟା, ୨୨ ଶହ ପଦବୀ ପାଇଁ ପହଞ୍ଚିଲେ ୨୫,୦୦୦ ଆଶାୟୀ

ଦେଶରେ ବଢୁଛି ବେକାରୀ ସମସ୍ୟା, ୨୨ ଶହ ପଦବୀ ପାଇଁ ୨୫,୦୦୦ ଆଶାୟୀ ମୁମ୍ବାଇ: ଏୟାର ଇଣ୍ଡିଆ ବିମାନ ବନ୍ଦରରେ ଲୋଡର୍ ଚାକିରି ପାଇଁ ହଜାର ହଜାର ଆଶାୟୀ ପହଞ୍ଚିବା ପରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବଇର କାଲିନା ଅଞ୍ଚଳରେ। ଭିଡକୁ ଦେଖିଲେ…

ଫେକ୍ ଜବ୍ ରାକେଟ୍ ମାମଲାରେ ଆଉ ଜଣଙ୍କୁ ବିହାରରୁ ବାନ୍ଧିଲା EOW

ଭୁବନେଶ୍ୱର: ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ସଂଗଠନ ନାଁରେ ଫେକ୍ ଜବ୍ ରାକେଟ ମାମଲାରେ ଇଓଡବ୍ଲୁ ଆଉ ଜଣଙ୍କୁ ଗିରଫ କରିଛି । ବିହାରର ମହାରାଜଗଞ୍ଜରୁ ଅମିତ କୁମାର ସିଂଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ପୂର୍ବରୁ ଏହି ମାମଲାରେ ଇଓଡବ୍ଲୁ ମୁଖ୍ୟ ଅଭିଯୁକ୍ତ ଧର୍ମପାଲ…

୧୭ ରାଜ୍ୟରେ ଗ୍ରାମୀଣ ରୋଜଗାର ନାଁରେ କରୁଥିଲେ ଠକେଇ, ଧରିଲା ଇଓଡବ୍ଲୁ

ଭୁବନେଶ୍ୱର: ଚାକିରି ନାଁରେ ଠକେଇ କରୁଥିବା ଏକ ବଡ଼ ରାକେଟକୁ ଓଡ଼ିଶା ଇଓଡବ୍ଲୁ ଧରିବାରେ ସକ୍ଷମ ହୋଇଛି । ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାଁରେ ଦେଶର ପ୍ରାୟ ୧୭ଟି ରାଜ୍ୟରେ ଏହି ରାକେଟ ଠକେଇ କରୁଥିଲା । ସଂସ୍ଥାର ସମ୍ପାଦକ ଧର୍ମପାଲ ସିଂଙ୍କୁ ଅର୍ଥନୈତିକ ଅପରାଧ ଶାଖା ବିହାରର…

ଅଜବ ଚାକିରୀ… କେବଳ ଖାଇବ, ଶୋଇବ ମାସକୁ ଦରମା ନେବ

ନୂଆଦିଲ୍ଲୀ : ଚାକିରୀକୁ ନେଇ ସମସ୍ତଙ୍କ ମନରେ ଅନେକ କଥା ଆସିଥାଏ ।  କିଛି ଲୋକ କହିଥାଆନ୍ତି ଏମିତି କିଛି ଚାକିରି ମିଳନ୍ତାନି ଯେଉଁଥିରେ ମାସକୁ ମାସ ଦରମା ଆସନ୍ତା ହେଲେ କିଛି କାମ କରିବାକୁ ପଡ଼ନ୍ତାନି । କେବଳ ଖାଇ ପିଇ ଶୋଇବା ପାଇଁ ଦରମା ମିଳନ୍ତା । ଠିକ୍ ଏମିତି କିଛି ଚାକିରି ବିଷୟରେ…

ବାପା ଚାକିରୀ ପାଇଁ ପୁଅ ସାଜିଲା ପିତୃହନ୍ତା !

ରାମଗଡ: ଚାକିରୀ ଲୋଭରେ ବାପାକୁ ହତ୍ୟା କଲା ବେରୋଜଗାରିଆ ପୁଅ । ଝାଡଖଣ୍ଡ ରାମଗଡ ଜିଲ୍ଲାରେ ସାମ୍ନାକୁ ଆସିଛି ଏଭଳି ଲୋମଟାଙ୍କୁରା ଘଟଣା । ଜାଣି ଆଶ୍ଚର୍ଯ୍ୟ ହେବେ ଅନ୍ୟ କାହାରି ନୁହେଁ ବରଂ ବାପା ଚାକିରୀ ପାଇଁ ପୁଅ ସାଜିଥିଲା ହତ୍ୟାକାରୀ । ପୋଲିସ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତର ୫୫…

ଚାକିରିଆଙ୍କୁ ଆଶ୍ୱସ୍ତି, କଟିବନି ଦରମା କି ବରଖାସ୍ତ ହେବେନି କର୍ମଚାରୀ

ଦିଲ୍ଲୀ: ଏଣିକି ଆଉ ଚାକିରିଆଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ଲକ୍‌-ଡାଉନ୍ ହେଉ କି ଜନତା କର୍ଫ୍ୟୁ । ଜରୁରୀକାଳୀନ ସ୍ଥିତରେ ଘରେ ରହିଲେ ବି ମିଳିବ ପୂରା ଦରମା । ଏପରିକି ଚାକିରି ଯିବାର ବି ଭୟ ନାହିଁ । ଲକ୍‌-ଡାଉନ୍ ଓ ଜନତା କର୍ଫ୍ୟୁ ଭଳି ଶବ୍ଦ ସାଧାରଣ ଲୋକଙ୍କୁ ଦେଇଛି ନୂଆ…