Latest Odisha News

BREAKING NEWS

Browsing Tag

Jyotiraditya Scindia

ଏମପିରେ ସିନ୍ଧିଆ ଲଢିବେ ବିଧାନସଭା ନିର୍ବାଚନ, ପ୍ରତିଶୋଧ ନେବାକୁ କଂଗ୍ରେସର ମାଷ୍ଟର ପ୍ଲାନ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଜେପି ଦୁଇଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ବିଧାନସଭା ମୈଦାନକୁ ଓଲ୍ହାଇଛି। ଏପରିକି ଦଳ ପକ୍ଷରୁ ଖୁବ ଶୀଘ୍ର ତୃତୀୟ ତାଲିକା ଘୋଷଣା ହେବ। ସେଥିରେ ଆହୁରି ଚମକାଇଲା ଭଳି ସ୍ଥିତି ଦେଖିବାକୁ ମିଳିବ ବୋଲି…

‘ମଧ୍ୟପ୍ରଦେଶ ରାଜନୀତି’, ସିନ୍ଧିଆଙ୍କୁ ପାଖକୁ ନେଇ ବଡ଼ ଝଟକା ଦେଲା ବିଜେପି !

ଭୁବନେଶ୍ୱର: ଚଳିତ ବର୍ଷ ଶେଷରେ ହେବାକୁ ଥିବା ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟରେ ମଧ୍ୟପ୍ରଦେଶ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ୨୦୧୮ ମସିହା ନିର୍ବାଚନରେ ସେଠାରେ କଂଗ୍ରେସ ଜିତି ସରକାର ଗଢ଼ିଥିଲେ ମଧ୍ୟ ନିଜ ଦଳର ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ଯୋଗୁ ସରକାର…

ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ୨୦୦ରୁ ଅଧିକ ରହିବ ବିମାନବନ୍ଦର

ନୂଆଦିଲ୍ଲୀ: ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ୨୦୦ ରୁ ଅଧିକ ରହିବ ବିମାନବନ୍ଦର, ହେଲିପୋର୍ଟ ଏବଂ ଜଳ ବିମାନବନ୍ଦର। ସୂଚନା ଦେଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହି ସମୟ ମଧ୍ୟରେ ଭାରତୀୟ ବିମାନ ସେବା ୧୪୦୦ ରୁ ଅଧିକ ଅତିରିକ୍ତ ବିମାନ ଅର୍ଡର…

‘ମଧ୍ୟପ୍ରଦେଶ ରାଜନୀତି’, ବିଜେପି ଭୋଗିବ କଂଗ୍ରେସ ଦଶା !

ଭୁବନେଶ୍ୱର: ଭାଙ୍ଗିଯିବ କି ମଧ୍ୟପ୍ରଦେଶର ବିଜେପି ସରକାର ? ତିନି ବର୍ଷ ତଳେ ମଧ୍ୟପ୍ରଦେଶରେ କଂଗ୍ରେସର କମଲନାଥ ସରକାରର ଯେଉଁ ଅବସ୍ଥା ହୋଇଥିଲା ଏବେ ବିଜେପିର ଶିବରାଜ ସିଂ ଚୌହାନଙ୍କ ସେହି ଅବସ୍ଥା ହେବ କି ? ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବାତାବରଣ ସରଗରମ ହୋଇଥିବା ବେଳେ…

‘ମଧ୍ୟପ୍ରଦେଶ ରାଜନୀତି’, ବିଜେପିକୁ ହରାଇବେ ସିନ୍ଧିଆ !

ଭୁବନେଶ୍ୱର: କର୍ଣ୍ଣାଟକ ଭଳି ମଧ୍ୟପ୍ରଦେଶରେ ବିଜେପିର ବରିଷ୍ଠ ନେତାଙ୍କ ଅସନ୍ତୋଷର କଥା ପଦାକୁ ଆସୁଛି। ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଏଭଳି କିଛି ଖବରକୁ ନେଇ ରାଜ୍ୟ ରାଜନୀତି ଗତିଶୀଳ ହେଉଛି। ନିର୍ବାଚନ ବହୁ ପୂର୍ବରୁ ଟିକେଟକୁ ନେଇ ଅଡୁଆ ସ୍ଥିତି…

ଓଡ଼ିଶା ସମେତ ୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ : ରାଜ୍ୟମାନଙ୍କରେ ବିମାନ ଚଳାଚଳ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଗୁରୁତ୍ବ । ନିଆଯାଉଥିବାବା ପଦକ୍ଷେପକୁ ତ୍ବରାନ୍ବିତ କରିବା ଲାଗି ମୁଖ୍ୟମନ୍ତ୍ରୀମାନଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହି…

୩୦ ବର୍ଷ ପରେ ବାପା ତୁଲାଇଥିବା ମନ୍ତ୍ରୀ ପଦ ହାତେଇଲେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ:୩୦ ବର୍ଷ ପରେ ବାପା ମାଧବରାଓ ସିନ୍ଧିଆ ଯେଉଁ ବିଭାଗରେ ମନ୍ତ୍ରୀ ଥିଲେ ଆଜି ସେହି ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ୧୯୯୧ରୁ ୯୩ ପର୍ଯ୍ୟନ୍ତ ମାଧବରାଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ । ଏକ ବିମାନ…

କଂଗ୍ରେସ କରୁଛି କଣ?

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ସତରେ କଂଗ୍ରେସ କରୁଛି କଣ? ଏ ପ୍ରଶ୍ନ ଏବେ ବାରବାର ସାମ୍ନାକୁ ଆସଛି, ତାହା ପୁଣି ଜୋରଦାର ଢଙ୍ଗରେ । ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ଘଟଣା ପରେ ଏହାର ପ୍ରାସଙ୍ଗିକତା ଆହୁରି ବଢି ଯାଇଛି । ଯେଉଁ ଢଙ୍ଗରେ ଜାତୀୟସ୍ତରରେ…

ଆଜି ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ: ଭୋପାଳରେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଶୁକ୍ରବାର ମଧ୍ୟପ୍ରଦେଶରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କ ସହ ବୁଧବାର ଭୋପାଳରେ ପହଞ୍ଚିଛନ୍ତି। ରାଜ୍ୟସଭା ଆସନ ଲାଗି ବିଜେପି ଜୋରସୋରରେ…

ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମାଆ କରୋନା ପଜିଟିଭ୍ ଚିହ୍ନଟ !

ନୂଆଦିଲ୍ଲୀ: ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମାଆ ମାଧବୀ ରାଜ ସିନ୍ଧିଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି । ଉଭୟ ବର୍ତ୍ତମାନ ଅସୁସ୍ଥ ରହିଥିବା ଯୋଗୁଁ ଦିଲ୍ଲୀର ମାକ୍ସ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।…