Latest Odisha News
Browsing Tag

Kamadev Maharana

ଧାରାବାହିକ ଉପନ୍ୟାସ : ଦେବୀ ( ୩୦)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୦  ଦେବ ତାକୁ ପାଣି ମାଗୁଛନ୍ତି ଏହା ଦେବୀ ପାଇଁ ଥିଲା ଏକ ଅବିଶ୍ଵାସନୀୟ ସତ୍ୟ। ସେ ପ୍ରଥମେ ବୁଝିପାରିଲା ନାହିଁ ପାଣି କଣ! ତାକୁ ନେଇ ଜଣେ କରିବ କଣ! ସେ କାହିଁକି ପାଣି ଦେବ!! ଅତିଶଯ୍ୟ ଆନନ୍ଦ ତାକୁ ଅନ୍ଧ କରିଦେବ ବୋଧେ।ତାକୁ…

ଧାରାବାହିକ ଉପନ୍ୟାସ : ଦେବୀ (୨୪)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୪ କେଜାଣି କାହିଁକି ପିଲାଟି ଦିନରୁ ହିଁ ଦେବୀକୁ ଭଲ ଲାଗେ ଦେବଭାଇ। ଧୂଳି ଖେଳରୁ ହିଁ ଦେବୀର ଚେତନା ଭିତରେ ଦେବ ଭାଇ ବାସ କରେ। ଦେବ ଭାଇର ହସ ଖୁବ୍ ଭଲ ଲାଗେ। ଆହୁରି ଭଲ ଲାଗେ ତା ଚଞ୍ଚଳପଣ। କଥାର ଯାଦୁଗରୀ ମାୟାରେ ସେ…

ଧାରାବାହିକ ଉପନ୍ୟାସ : ଦେବୀ (୨୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୩  ବାପାଙ୍କ ସହିତ ଘରକୁ ଫେରି ନଖାଇ ଶୋଇପଡ଼ିଲା ଦେବୀ।ତାକୁ ଭୋକ ଲାଗୁନଥିଲା ଏମିତି ନୁହେଁ, ତା ଭିତରେ ମୁଣ୍ଡ ଟେକୁଥିବା ଆଉ ଏକ ଭୋକକୁ ସେ ବଞ୍ଚେଇ ରଖିବାକୁ ଚାହୁଁଥିଲା। ତାକୁ ସେତେବେଳେ ଷୋହଳ ବର୍ଷ ହୋଇଥିଲା । ସେ ବୁଝୁଥିଲା…

ଧାରାବାହିକ ଉପନ୍ୟାସ : ଦେବୀ (୨୨)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୨   ସମୟ ଆସି ଭୋର ହେଲାଣି। ସାରା ରାତି ଉଜାଗର ହୋଇ ଦେବ ବସିଛି ମୁହାଣ ପାଖରେ। ୟା ଭିତରେ ସହସ୍ର ଲହରୀ ଆସି ମିଳେଇ ଗଲେଣି ନଈ ଛାତିରେ । ନିର୍ବାକ ତାରା କେତୋଟି ସତେ ଯେମିତି ଦେବ ସହିତ ଉଜାଗର ହୋଇ ବସିଛନ୍ତି।ତା' ଆଖି ଆଗରେ…

ଧାରାବାହିକ ଉପନ୍ୟାସ : ଦେବୀ (୨୧)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୧ ମାଆ...ଦେବ ଆସିଲା କି ? ବାପାଙ୍କ କରୁଣ କଣ୍ଠସ୍ୱର ଦେବୀକୁ ଉଠେଇ ଦେବା ପାଇଁ ଯଥେଷ୍ଟ ଥିଲା। ଲାଇନ କଟି ସାରା ଘର ଅନ୍ଧାରର କବଳରେ। କଳା ରଙ୍ଗର କାମିଜ ପିନ୍ଧି ଏକୁଟିଆ ବସିଛି ଲଣ୍ଠନ। ତା' ଆଲୋକରେ ଦିଶୁଥିଲା ଏକ ଫୁଲଫୁଟା…

ଧାରାବାହିକ ଉପନ୍ୟାସ : ଦେବୀ (୨୦)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୦  ପ୍ରୀତିପୁର ଆଉ ମୁକ୍ତାପୁର ମଝିରେ ଯେଉଁ ବିସ୍ତୀର୍ଣ୍ଣ ଉଚ୍ଚ ଭୂମି ତାହା ଦିନଥିଲା ଏକ ସବୁଜ ସମୃଦ୍ଧ ଗାଆଁ ବିରହପୁର। ତାହାର ଏକ ଦିଗରେ ସମୁଦ୍ର ଅନ୍ୟ ଏକ ଦିଗରେ ପ୍ରାଚୀ ନଈ। ଗାଆଁକୁ ଲାଗି ଛୋଟ ଏକ ବଣ।ଗାଆଁର ଚାରିଦିଗରେ…

ଧାରାବାହିକ ଉପନ୍ୟାସ : ଦେବୀ (୧୯)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୯ ପ୍ରାଚୀ କୂଳରେ ଏକ ଗାଆଁ,ମୁକ୍ତାପୂର। କିଏଦେଲା ଏତେ ସୁନ୍ଦର ନାଆଁ? ପିଲାଦିନରୁ ଶୁଣିଆସିଛି ଦେବ ଏଇ ଗାଆଁକୁ ନେଇ ଏକ ସୁନ୍ଦର କାହାଣୀ। ଦୀର୍ଘ ଅତୀତର କେଉଁ ଏକ ଅନ୍ଧାରୀ ଗୁମ୍ଫାରେ ରହିଛି ସେହି କାହାଣୀର ମଞ୍ଜି। ଦେବ…

ଧାରାବାହିକ ଉପନ୍ୟାସ : ଦେବୀ (୧୮)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୮ ସମସ୍ତ ଆଶଙ୍କାକୁ ସତ ପ୍ରମାଣିତ କରି ପଶ୍ଚିମ ଦିଗରୁ ଭାସି ଆସୁଥିଲା ବିଶାଳ ଏକ ଘନ କୃଷ୍ଣ ବାଦଲ। କିଛି ସମୟ ପରେ ତାହା ସ୍ଵତଃ କଳେବର ବୃଦ୍ଧିକରି ସାରା ଆକାଶକୁ ବ୍ୟାପିଗଲା। ଏକ ଅସହ୍ୟ ନିରବତା ସଞ୍ଚରିଗଲା ଚାରିଆଡ଼େ।…

ଧାରାବାହିକ ଉପନ୍ୟାସ : ଦେବୀ (୧୭)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୭ ଯେବେଠୁ ହେତୁ ପାଇଛି ସେବେଠୁ ଦେବ ଭାଇକୁ ଦେଖି ଆସୁଛି।ପତଳା ଦେହ, ହସନ୍ତ ମୁଁହ। କଥା କଥାକେ ଅନ୍ୟକୁ ହସେଇବାରେ ପାରଙ୍ଗମ । ବିନୟ ଭାଇଙ୍କ ପିଲାଦିନର ସାଙ୍ଗ।ସବୁବେଳେ ଘରକୁ ଯିବା ଆସିବା, ଖିଆପିଆ। ଏବେ ଦେବୀ ବଡ଼ ହେଲାଣି…

ଧାରାବାହିକ ଉପନ୍ୟାସ : ଦେବୀ (୧୬)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୬ ଶ୍ରାବଣ ମାସର ଶେଷଦିନ ଗୁଡ଼ିକ ପାଟ ସଂଲଗ୍ନ ଖାଲୁଆ ଜମିରେ ପାଣିର ସ୍ତର କମିଯାଏ। ମଧୁର ଜଳ ଲୋଭରେ ନଈ ଛାଡ଼ି ଆସିଥିବା ମାଛ ସବୁ ସପରିବାର ବନ୍ଦୀ ହୋଇ ଶିକାରୀ ପକ୍ଷୀମାନଙ୍କଠାରୁ ନିଜକୁ ବଞ୍ଚେଇବା ପାଇଁ ହରକଞ୍ଚ ବୁଦା ତଳେ…