Latest Odisha News

BREAKING NEWS

Browsing Tag

Kamala Harris

କମଲା ହାରିସଙ୍କ କ୍ୟାମ୍ପେନିଂ ଟିମରେ ଓଡିଆ ପୁଅ

ଭୁବନେଶ୍ୱର: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ ଟ୍ରମ୍ପ ଏବଂ କମଲା ହାରିସ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଏହି ପ୍ରଚାର ବେଳେ ଚର୍ଚ୍ଚାକୁ ଆସିଛନ୍ତି ଓଡିଶାର ପୁଅ ସମୟ ସାହୁ। ସମୟ କେବଳ ଡେମୋକ୍ରାଟ୍ ପ୍ରାର୍ଥୀ ତଥା ଆମେରିକାର ଉପ-ରାଷ୍ଟ୍ରପତି ହ୍ୟାରିସଙ୍କ ପାଇଁ ପ୍ରଚାର…

କମାଲ କରିପାରିବେ କି କମଲା ?   

ନଭେମ୍ବରର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରୋଚକ ହୋଇଛି ଆମେରିକାର ରାଜନୈତିକ ସ୍ଥିତି । ଦଳୀୟ ନେତାଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ହ୍ୱାଇଟ ହାଉସ ରେସରୁ ଓହରିଯାଇଛନ୍ତି ପଦାସୀନ ରାଷ୍ଟ୍ରପତି ଜୋ ବାଇଡେନ୍ । ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ…

କମଲା ହାରିସ୍ ଆମେରିକାର ରାଷ୍ଟ୍ରପତି ହୋଇପାରନ୍ତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି କମଲା ହାରିସ୍ ଆମେରିକାର ରାଷ୍ଟ୍ରପତି ହୋଇପାରନ୍ତି। ନ୍ୟାସନାଲ ଆସୋସିଏସନ ଫର ଆଡଭାନ୍ସମେଣ୍ଟ ଅଫ୍ କଲର୍ଡ ପିପୁଲ୍ସ (NAACP) ବାର୍ଷିକ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏଭଳି କହିଛନ୍ତି । ଆସନ୍ତା ନଭେମ୍ବର ୫ରେ ଆମେରିକାରେ…

ଉପରାଷ୍ଟ୍ରପତି କମଲା ହାରିସଙ୍କୁ ହତ୍ୟା ଧମକ ଦେଇ ନର୍ସ ଗିରଫ

ୱାଇଂଟନ: ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଫ୍ଲୋରିଡାର ଜଣେ ୩୯ ବର୍ଷୀୟ ନର୍ସଙ୍କୁ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଗିରଫ କରାଯାଇଛି। ଆମେରିକାର ଗୁପ୍ତ ସେବା ଦ୍ୱାରା ଅନୁସନ୍ଧାନ ପରେ ନିଭିଆନ୍ ପେଟିଟ୍ ଫେଲପ୍ସଙ୍କୁ ଗିରଫ…

ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହାରିସ୍‌

ଓ୍ବାଶିଂଟନ : ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋ ବାଇଡେନ୍ । ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋ ବାଇଡେନ୍‌। ବାଇଡେନ୍‌ଙ୍କ ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ । ଆମେରିକାର ପ୍ରଥମ ମହିଳା ତଥା ପ୍ରଥମ…

ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌

ୱାଶିଂଟନ୍‌: ଆମେରିକା ଇତିହାସରେ ଯୋଡି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ। ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋ ବାଇଡେନ। ଏଥିସହ ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ମଧ୍ୟ ଶପଥ ନେଇଛନ୍ତି। ଶପଥ ଗ୍ରହଣ ଅବସରରେ ବାଇଡେନ…

ଜୋ ବାଇଡେନ୍ ଓ କମଲା ହାରିସ ବର୍ଷ ୨୦୨୦ ପାଇଁ ଟାଇମ୍ସ ମାଗାଜିନର ‘ପର୍ସନ୍ ଅଫ୍ ଦି ଇୟର’

ନ୍ୟୁୟର୍କ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ବଡ଼ ସମ୍ମାନ । ଟାଇମ୍ସ ମାଗାଜିନ୍ ପକ୍ଷରୁ ବର୍ଷ ୨୦୨୦ ପାଇଁ ସେମାନଙ୍କୁ ପର୍ସନ୍ ଅଫ ଦି ଇୟର ଭାବରେ ମନୋନୀତ କରାଯାଇଛି । ଚଳିତବର୍ଷ ନଭେମ୍ବର ୭ ତାରିଖରେ ଆମେରିକାର ରାଷ୍ଟ୍ରପତି…

ବାଇଡେନ୍ ଓ କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଲେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ ଯୋଗେ ଅଭିନନ୍ଦନ ଜଣାଇଛନ୍ତି । ଭାରତର ରାଷ୍ଟ୍ରପତି…

ଆମେରିକାବାସୀଙ୍କୁ ବାଇଡେନଙ୍କ ପ୍ରତିଶ୍ରୁତି: ସମାଜକୁ ଭାଙ୍ଗିବି ନାହିଁ, ଯୋଡିବି

ଓ୍ୱାଶିଂଟନ୍: ମିଶନ ହ୍ୱାଇଟ ହାଉସ୍ ସସପେନ୍ସ ସରିଛି । ଆମେରିକାର ୪୬ତମ ରାଷ୍ଟ୍ରପତି ଭାବରେ ବିଜୟୀ ହୋଇଛନ୍ତି ଜୋ ବିଜେଡ୍ । ନିର୍ବାଚନ ଜିତିବା ପରେ ଆମେରିକାବାସୀଙ୍କୁ ଆଜି ସମ୍ୱାଧିତ କରିଛନ୍ତି । ବାଇଡେନ୍ କହିଛନ୍ତି, ଦେଶବାସୀଙ୍କୁ ତାଙ୍କୁ ସ୍ପଷ୍ଟ ବହୁମତ ଦେଇଛନ୍ତି । ଏହା ପୁରା…

କମଲା ହାରିସ୍ ରାଷ୍ଟ୍ରପତି ହେବା ଆମେରିକା ପାଇଁ ଅପମାନ ହେବ: ଟ୍ରମ୍ପ

ଉତ୍ତର କାରୋଲିନା: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟିକ୍ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ଙ୍କୁ ଆକ୍ରମଣ କରି କହିଛନ୍ତି ଯେ ଲୋକମାନେ ତାଙ୍କୁ ପସନ୍ଦ କରନ୍ତି ନାହିଁ ଏବଂ ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତେବେ ଏହା ଆମେରିକା ପାଇଁ ଅପମାନ ହେବ। ଯଦି ବିଡେନ…