Latest Odisha News

BREAKING NEWS

Browsing Tag

Kamdev Maharana

ଧାରାବାହିକ ଉପନ୍ୟାସ : ଦେବୀ (୨୯)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ୨୯  କେତେ ସୁନ୍ଦର ଥିଲା ସେ ସବୁ ଦିନ। କେତେ ମନୋରମ ତାର ସମୁଦ୍ର କୂଳିଆ ଗାଆଁ। ଆଦ୍ୟ ଯୌବନର ସେ ସବୁ ମଧୁକ୍ଷରା ମୁହୂର୍ତ୍ତ କୁଆଡେ ହଜିଗଲା। ସମୟ ଆଣି କେଉଁଠି ଥୋଇଲା ତାକୁ ! ପୂର୍ଣ୍ଣ ସକାଳ ହେବାକୁ ଆଉ କିଛି ସମୟ ବାକିଥିଲା।…

ଧାରାବାହିକ ଉପନ୍ୟାସ : ଦେବୀ (୧୨)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୨  କିଏ? କିଏ ବସିଛି ସେଠି? କାହାର କର୍କଶ କଠୋର ସ୍ୱର ଦେବକୁ ଡରେଇଦେଲା ଯେମିତି। ସେ ଚାନ୍ଦିନୀ ଉପରୁ ଉଠିପଡ଼ି ଠାକୁର ବରଗଛ ପାଖ ଅନ୍ଧାର ଭିତରେ ହଜିଗଲା। କେତେ ବର୍ଷ ପରେ ଗାଆଁ ଭିତରେ ସ୍ତୁପିଭୂତ ଅନ୍ଧାରକୁ ଅନୁଭବ…

ଧାରାବାହିକ ଉପନ୍ୟାସ : ଦେବୀ (୧୦)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୦ ଯେତେବେଳେ ସମଗ୍ର ପୃଥିବୀ ନୀରବ ନିଶ୍ଚଳ ସେତେବେଳେ ହିଁ ଦେବୀ ହୃଦୟରେ ଝଙ୍କୁରିତ ହୁଏ ଏକ ବିଚିତ୍ର ସ୍ୱର। ସତେ ଯେମିତି ସଂସାରର ସମସ୍ତ ନିପୂଣ କଣ୍ଠଶିଳ୍ପୀ ଏକ ସ୍ୱର - ଲୟ - ତାଳରେ ଗାଇଛନ୍ତି ଏକ ସ୍ୱର୍ଗୀୟ ରାଗ। ଦେବୀ…

ଧାରାବାହିକ ଉପନ୍ୟାସ : ଦେବୀ (୭)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୭ ଯେଉଁ ରାସ୍ତାରେ ଦିନେ ଫୁଟିଥିଲା ଫୁଲ, ସେଇ ରାସ୍ତା ବି ଦିନେ କହିଥିଲା , ଅନ୍ୟ ରାସ୍ତା ଦେଖ ଦେବ ! ସାରା ଜୀବନ ଅନ୍ୟ ରାସ୍ତା ଖୋଜି ଖୋଜି ନୟାନ୍ତ ହୋଇ ବି ଦେବ ସଠିକ ରାସ୍ତା ପାଇଲା ନାହିଁ। ଜୀବନ ତା' ବାଟରେ ଗଲା। ଦୁଃଖ -…

କବିତା ଲେଖିବା ସହଜ କିନ୍ତୁ କବି ହେବା ଆଦୌ ସହଜ ନୁହେଁ : କାମଦେବ ମହାରଣା

ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଶ୍ରସଦ୍ଧ ଉଚ୍ଚାରଣ କାମଦେବ ମହାରଣା। ତାଙ୍କର ପ୍ରତ୍ୟେକଟି ରଚନାରେ ସ୍ପଷ୍ଟ ବାରି ହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ସମାଧାନର ସୂତ୍ର । ସାଧାରଣ ଜୀବନରେ ଘଟୁଥିବା ଘଟଣାବଳୀ ତଥା ପ୍ରକୃତି ସୌନ୍ଦର୍ଯ୍ୟର…

କବିତା : ଦଶରା

କାମଦେବ ମହାରଣା ଗୋବର ଲିପା କାନ୍ଥ ଉପରେ ଢାଉରେ ଲେଖା ଓଲଟ ଶୁଆ - ଶାରୀ କୁଞ୍ଜ ଲତାରେ ପ୍ରଜାପତି,କାନ୍ଥ - ଦେବତୀ ଲିଭି ଗଲାଣି। ଶୁଣା ଯାଉନି ତ କାଇଁ ପାଣି କାଚ ରୁଣୁଝୁଣୁ ,ଖଣ୍ଡିକାଶ ଦଦରା ଦୀର୍ଘଶ୍ୱାସ, ଭାଡିରୁ ଓହ୍ଲେଇ ବାଙ୍କଛୁରୀ, ବାଘପଞ୍ଝା, ତେଣ୍ଟା,କୁନ୍ତ,ଦେବୀ…