Latest Odisha News

BREAKING NEWS

Browsing Tag

Kamla Harish

ଶପଥଗ୍ରହଣ ପାଇଁ ପ୍ରସ୍ତୁତ ହାରିସ୍‌ଙ୍କ ପୈତୃକ ଗ୍ରାମବାସୀ; କହିଲେ ଭାରତ ଏକ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ଜିତିଲା ପରି…

ତାମିଲନାଡୁ: ତାମିଲନାଡୁର ତିରୁଭାରୁର ଜିଲ୍ଲାର ଥୁଲାସେନ୍ଦ୍ରପୁରମର କମଲା ହାରିସଙ୍କ ପୈତୃକ ଗ୍ରାମରେ ଆମେରିକାର ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ପୁଣି ଥରେ ତାଙ୍କ ପୋଷ୍ଟର ସହିତ ସଜାଯାଇଛି। ବୁଧବାର ଦିନ ସ୍ଥାନୀୟ ପିଲାମାନେ ହ୍ୟାରିସଙ୍କ ପୋଷ୍ଟର ଧରିଥିବା ବେଳେ…

କରୋନା ଟିକା ନେଲେ ଆମେରିକାର ଉପ-ରାଷ୍ଟ୍ରପତି କମ୍‌ଲା ହାରିସ୍‌

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରର ନବ ନିର୍ବାଚିତ ଉପ-ରାଷ୍ଟ୍ରପତି କମଲା ହାରିସ୍ ମଙ୍ଗଳବାର ଦିନ ଟେଲିଭିଜନରେ ମାସ୍କ ପିନ୍ଧି ଲାଇଭ୍‌ କରୋନା ଟିକା ମଡର୍ଣ୍ଣାର ପ୍ରଥମ ଡୋଜ୍‌ ଗ୍ରହଣ କରିଛନ୍ତି। ଏକାସାଙ୍ଗରେ କମଲା ହାରିସ୍ ଲୋକଙ୍କୁ ଏହି ପ୍ରକ୍ରିୟାରେ ବିଶ୍ୱାସ କରିବାକୁ କହିଥିଲେ। ୱାଶିଂଟନ୍,…

ଜୋ ବାଇଡେନଙ୍କ ବିଜୟ ଉପରେ ବାଜିଲା ଆନୁଷ୍ଠାନିକ ମୋହର

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବିଡେନଙ୍କ ବିଜୟ ଉପରେ ବାଜିଲା ଆନୁଷ୍ଠାନିକ ମୋହର । ଇଲେକ୍ଟୋରାଲ କଲେଜ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ତାଙ୍କୁ ଆନୁଷ୍ଠାନିକ ଭାବରେ ଚୟନ କରିଛି । ଜୋ ବାଇଡେନ୍ ଦେଶର ୫୦ଟି ରାଜ୍ୟରୁ ୩୦୬ଟି ଇଲେକ୍ଟୋରାଲ୍ ଭୋଟ୍ ପାଇଛନ୍ତି ।…

ମାସ୍କ ପିନ୍ଧିବାକୁ ଆମେରିକାବାସୀଙ୍କୁ ନିବେଦନ କଲେ କମଲା ହାରିସ୍‌

ନୂଆଦିଲ୍ଲୀ: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି। କରୋନା ଭୂତାଣୁ ସଂକ୍ରମଣର ମାମଲା ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଛି। ସର୍ବାଧିକ କରୋନା ପ୍ରଭାବିତ ଦେଶ ଆମେରିକାରେ ପ୍ରତିଦିନ ୧ ଲକ୍ଷ ୨୦ ହଜାରରୁ ଅଧିକ ନୂତନ କରୋନା…

ଦେଶର ଆତ୍ମାକୁ ଫେରାଇ ଆଣିବାର ଲକ୍ଷ୍ୟ ରଖିଛୁ; କମଲା ହାରିସ୍‌

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି ଏବଂ ଜୋ ବାଇଡେନ୍‌ ବିଶ୍ବର ସବୁଠୁ ଶକ୍ତିଶାଳୀ ରା‌ଷ୍ଟ୍ର ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ବିଜୟ ହାସଲ କରିଛନ୍ତି। ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା କମଲା ହାରିସ୍ ସୋମବାର ଟୁଇଟ୍ କରି…