Latest Odisha News

BREAKING NEWS

Browsing Tag

karnataka election

‘କର୍ଣ୍ଣାଟକ ନିର୍ବାଚନ’ କାହାର ହେବେ ଲିଙ୍ଗାୟତ?

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ଲିଙ୍ଗାୟତ ସମ୍ପ୍ରଦାୟ ନିର୍ଣ୍ଣାୟକ ଭୁମିକା ଗ୍ରହଣ କରନ୍ତି। ଏହି ସମ୍ପ୍ରଦାୟର ଅଧିକ ପ୍ରତିଶତ ଭୋଟ ବିଜେପିକୁ ଯିବାର ଦେଖାଯାଏ। କିନ୍ତୁ ଏଥର ନିର୍ବାଚନରେ ଚିତ୍ର ବଦଳୁଛି। କର୍ଣ୍ଣାଟକର ଜଣାଶୁଣା ଲିଙ୍ଗାୟତ ଚେହେରା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ…

କର୍ଣ୍ଣାଟକ କ୍ଷୀର ରାଜନୀତିରେ ଗୁଜୁରାଟ ଏଣ୍ଟ୍ରି

ଭୁବନେଶ୍ୱର: କର୍ଣ୍ଣାଟକରେ ଜୋର ଧରିଛି କ୍ଷୀର ରାଜନୀତି। କର୍ଣ୍ଣାଟକରେ ପ୍ରସ୍ତୁତ ହେଉଥିବା ନିଜସ୍ୱ କ୍ଷୀର ନନ୍ଦିନୀ ଓ ଗୁଜୁରାଟର ଅମୁଲକୁ ନେଇ କର୍ଣ୍ଣାଟକ ରାଜନୀତି ତୀବ୍ର ହୋଇଛି। ଅମୁଲକୁ କର୍ଣ୍ଣାଟକରେ ପ୍ରବେଶ କରାଇ ନନ୍ଦିନୀକୁ ମାଟିରେ ମିଶାଇବାକୁ ବିଜେପି ଉଦ୍ୟମ କରୁଥିବା ଅଭିଯୋଗ…

କର୍ଣ୍ଣାଟକ ବିଜେପିକୁ ସେଟ୍ଟାର ଝଟକା

ଭୁବନେଶ୍ୱର: କର୍ଣ୍ଣାଟକରେ ବିଜେପିକୁ ପୁଣି ଏକ ଝଟକା। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବାଡି ଦଳ ଛାଡି କଂଗ୍ରେସରେ ମିଶିବାର କିଛି ଦିନ ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜଗଦୀଶ ସେଟ୍ଟାର କଂଗ୍ରେସରେ ମିଶିଛନ୍ତି। ଯାହାକୁ ନେଇ ଖୋଦ କର୍ଣ୍ଣାଟକ…

‘କର୍ଣ୍ଣାଟକରେ ରାହୁଲ’ ଯେଉଁ କୋଲାର ପାଇଁ ଭୋଗୁଛନ୍ତି, ସେଇ କୋଲାରରେ କରିବେ ପ୍ରଚାର

ଭୁବନେଶ୍ୱର: କର୍ଣ୍ଣାଟକରେ ଆର ପାରର ଲଢେଇ। ବିଜେପି କଂଗ୍ରେସ ମୁହାଁମୁହିଁ। ଉଭୟ ଦଳ ପାଇଁ କର୍ଣ୍ଣାଟକ ନିର୍ବାଚନ କେବଳ କର୍ଣ୍ଣାଟକ ନୁହେଁ ସାରା ଦେଶରେ ବେଶ ଗୁରୁତ୍ୱ ବହନ କରୁଛି। ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ପ୍ରସଙ୍ଗ ପରେ ସବୁ ବିରୋଧୀ ଏକ ହୋଇଛନ୍ତି। ତେଣୁ କର୍ଣ୍ଣାଟକରେ…

‘କର୍ଣ୍ଣାଟକ ନିର୍ବାଚନ’ ଭାଗ ହେବନି ଅଣବିଜେପି ଭୋଟ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ମାତ ଦେବାକୁ ବିରୋଧୀଙ୍କ ନୂଆ ଯୋଜନା। ଅଣବିଜେପି ଭୋଟକୁ ଭାଗ ଭାଗ ନ କରିବାକୁ ବଡ଼ ଯୋଜନା ହୋଇଥିବା ଦେଖାଯାଇଛି। ସେଥିପାଇଁ କର୍ଣ୍ଣାଟକର ଉପକୂଳ ଜିଲ୍ଲାର ସିଟ ଗୁଡିକରେ ସିପିଆଇ ଓ ସିପିଆଇ(ଏମ) ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।…

କର୍ଣ୍ଣାଟକ ନିର୍ବାଚନ, ବିଜେପିକୁ ହରାଇବେ ବିଜେପି ନେତା !

ଭୁବନେଶ୍ୱର: କର୍ଣ୍ଣାଟକ ବିଜେପିରେ ବିଦ୍ରୋହ ବ୍ୟାପକ ହେବାରେ ଲାଗିଛି। ଜଣଙ୍କ ପରେ ଜଣେ ନେତା ଦଳ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେବା ସହ ଦଳ ଛାଡୁଥିବା ଦେଖାଯାଇଛି। ବହୁ ବିଚାରବିମର୍ଶ ପରେ ଦଳ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିଛି। ଏପରିକି ବହୁ ନୂଆ ଚେହେରାକୁ ଏଥର ନିର୍ବାଚନରେ ଦଳ…

‘କର୍ଣ୍ଣାଟକ ବିଜେପି’ ରାହୁଲ ଡର ଛାଡିନି, ଏବେ ନିଜ ନେତା ଡ଼ରାଇଲେଣି !

ଭୁବନେଶ୍ୱର: କର୍ଣ୍ଣାଟକରେ ଅଡୁଆରେ ବିଜେପି। ରାହୁଲଙ୍କ ଲୋକପ୍ରିୟତା, କଂଗ୍ରେସର ଲଗାତର ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଆଟାକ ଓ ଏବେ ଖୋଦ ନିଜ ଦଳର ବରିଷ୍ଠ ନେତାମାନେ ବିଜେପି ପାଇଁ କାଳ ସାଜିଛନ୍ତି। ଆଣ୍ଟି ଇନକମ୍ବାନ୍ସି ଫ୍ୟାକଟରକୁ ପ୍ରତିହତ କରିବାକୁ ବହୁ ବିଧାୟକଙ୍କୁ ରିପିଟ ନ କରିବାକୁ…

‘କର୍ଣ୍ଣାଟକ ନିର୍ବାଚନ’ ବିଜେପିକୁ ଖେଳାଉଛି କଂଗ୍ରେସ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ଖେଳିଛି କ୍ଷୀର, ଭାଷା ଓ ନିଯୁକ୍ତି କାର୍ଡ। ନିଯୁକ୍ତି ଓ ଭାଷା ପ୍ରସଙ୍ଗକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରକୁ ଘେରିଛି କର୍ଣ୍ଣାଟକ କଂଗ୍ରେସ। ଏଥିସହିତ କ୍ଷୀର ପ୍ରସଙ୍ଗକୁ ନେଇ ମଧ୍ୟ ବିଜେପିକୁ ଟାର୍ଗେଟ କରାଯାଇଛି। ବିଭିନ୍ନ…

‘କର୍ଣ୍ଣାଟକ ନିର୍ବାଚନ’ ଖେଳୁଛି କଂଗ୍ରେସ, ଭାବୁଛି ବିଜେପି !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପାଇଁ ଦିନ ଯେତିକି ପାଖେଇ ଆସୁଛି କଂଗ୍ରେସ ବିଜେପି ଲଢେଇ ସେତିକି ତୀବ୍ର ହେଉଛି। ତିନି ଦିନ ପରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ହେବ। ଗୋଟିଏ ପଟେ କଂଗ୍ରେସ ୨୨୪ ଆସନ ମଧ୍ୟରୁ ୧୬୬ ସିଟ ପାଇଁ…

କର୍ଣ୍ଣାଟକରେ ବାଟ ପାଉନି ବିଜେପି !

ଭୁବନେଶ୍ୱର: କର୍ଣାଟକରେ ବିଜେପିକୁ ପରାଜୟର ସ୍ବାଦ ଚାଖିବାକୁ ପଡିବ କି ? ରାହୁଲଙ୍କ ଯାଦୁ କର୍ଣାଟକରେ କାର୍ଯ୍ୟ କରିବ କି ?ଏମିତି କିଛି କଳ୍ପନାଜଳ୍ନନା ନିର୍ବାଚନର ବହୁ ପୂର୍ବରୁ ପ୍ରକାଶ ପାଇଲାଣି । କର୍ଣାଟକ ନିର୍ବାଚନ ପୂର୍ବରୁ ରାହୁଲଙ୍କ ଉପରେ କାର୍ୟ୍ଯାନୁଷ୍ଠାନ ଏବଂ ତାଙ୍କ ସଦସ୍ୟ…