Latest Odisha News

BREAKING NEWS

Browsing Tag

kartik aryan

‘ଶେହଜାଦା’ଫିଲ୍ମର ଶୁଟିଂ ସମୟରେ ଆହତ ହେଲେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି  ।  ଫିଲ୍ମ ‘ଶେହଜାଦା’ର ଶୁଟିଂ ସମୟରେ କାର୍ତ୍ତିକ ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଛନ୍ତି । ଫଳରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। କାର୍ତ୍ତିକ ଆର୍ଯ୍ୟନ ନିଜେ ସୋସିଆଲ ମିଡିଆରେ ଏକ ଫଟୋ…

ଦର୍ଶକଙ୍କ ପାଇଁ ଫାଣ୍ଟମ୍ ସାଜିବେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ଯାହା ଜଣାପଡୁଛି ବଲିଉଡରେ ଏବେ ସୁପରହିରୋ କ୍ରେଜ ଜୋର ଧରିଛି । ବୋଧ ହୁଏ ସେଥିପାଇଁ ଗୋଟିଏ ପରେ ଗୋଟିଏ ସୁପରହିରୋ ଥିମର ମୁଭି ପାଇପ୍ ଲାଇନ୍‌ରେ ରହିଛି । ଆଗାମୀ ଦିନରେ ଫିଲ୍ମ ବ୍ରହ୍ମାସ୍ତ୍ରରେ ରଣବୀର କାପୁରଙ୍କୁ ସୁପରହିରୋ ଭୂମିକାରେ ଦେଖିବାକୁ ମିଳିବ । ସେହିଭଳି ହ୍ରିତିକ…

ଜନ୍ମଦିନରେ ଧମାକା କଲେ କାର୍ତ୍ତିକ ଆର୍ଯ୍ୟନ୍ !

ମୁମ୍ବାଇ: ଲକ୍‌ଡାଉନ୍ ପରେ ସୋସିଆଲ୍ ମିଡିଆରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ । ୩୦ଟି ଫଗୁଣ ଅତିକ୍ରମ କରିଥିବା କାର୍ତ୍ତିକ ଆଜି ନିଜ ଜନ୍ମଦିନ ପାଳୁଛନ୍ତି । ତେବେ ଆଜି ଭଳି ଦିନରେ ସେ ଧମାକା କରି ନିଜ ଫ୍ୟାନମାନଙ୍କୁ ସର୍‌ପ୍ରାଇଜ ଦେଇଛନ୍ତି । ରିଲିଜ୍…

କାର୍ତ୍ତିକଙ୍କ ପାଇଁ ଫିଲ୍ମ ନିର୍ମାଣ କରିବେ କିଙ୍ଗଖାନ୍ ଶାହରୁଖ !

ମୁମ୍ବାଇ: ବଲିଉଡର ବାଦଶାହ ଶାହରୁଖ ଖାନ । ତାଜା ସ୍ଥିତିରେ ନିଜେ କୌଣସି ଫିଲ୍ମରେ ଅଭିନେତା ପାଇଁ ସାଇନ୍ କରିନାହାନ୍ତି । ହେଲେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପାଇଁ ନିର୍ମାଣ କରିବେ ରୋମାଣ୍ଟିକ୍ କମେଡି ମୁଭି । ଫିଲ୍ମର ଟାଇଟଲ ଫିକ୍ସ ହୋଇନଥିଲେ ବି କାର୍ତ୍ତିକ ଅଭିନୟ କରିବା ନେଇ ହଁ…

ବଲିଉଡରେ ଅଲ୍‌-ରାଉଣ୍ଡର ହେବାକୁ ଚାହୁଁଛନ୍ତି କାର୍ତ୍ତିକ !

ମୁମ୍ବାଇ: ସୋନୁ କେ ଟିଟୁ କି ସ୍ୱିଟି ହେଉ କି ପ୍ୟାର୍ କି ପଂଚନାମା । ବଡ ପରଦାରେ ଲୋକେ କାର୍ତ୍ତିକଙ୍କୁ ପସନ୍ଦ କରିବା ପରଠାରୁ ତାଙ୍କ ଚାହିଦା ଆକାଶଛୁଆଁ । ତାଜା ସ୍ଥିତିରେ ଏହି ଅଭିନେତାଙ୍କ ହାତରେ ଅଧା ଡଜନ ଭଳି ଫିଲ୍ମ ରହିଛି । ଏତିକି ଫିଲ୍ମର ସୁଟିଂ ନସରୁଣୁ ତାଙ୍କ ପାଖକୁ ଏକ ଥ୍ରୀଲର୍…

ସାରା ଓ କାର୍ତ୍ତିକଙ୍କ ଲୁଚାଛପା ପ୍ରେମ, ଭାଇରାଲ ହେଲା ଫଟୋ

ମୁମ୍ବାଇ: ଛୋଟେ ନବାବଙ୍କ ଅଲିଅଳି କନ୍ୟା ସାରା ଏବେ କାଶ୍ମୀରର ସବୁଜିମା ଘେରା ପାହାଡ ପର୍ବତରେ ବୁଲୁଥିବା ଦେଖିବାକୁ ମିଳିଛି । ସାରା ଏକା ନାହାନ୍ତି, ସାଙ୍ଗରେ ଅଛନ୍ତି ନାୟକ କାର୍ତ୍ତିକ ଆର‌୍ୟନ । ସୂଚନା ମୁତାବକ ଏମାନେ ଅପକମିଂ ଫିଲ୍ମ ‘ଲଭ ଆଜକଲ୨’ର ସୁଟିଂ ପାଇଁ ଏଠାକୁ ଆସିଛନ୍ତି ।…