Latest Odisha News

BREAKING NEWS

Browsing Tag

Kartika Purnima

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ମଧ୍ୟରାତ୍ରୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ବର : ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା।ଏହି ପୂର୍ଣ୍ଣିମା ଅବସରରେ ଗାଁ ଆରମ୍ଭ କରି ସହର ସବୁଠି ଚଳଚଞ୍ଚଳ ପରିବେଶ  । ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଏହି ବୋଇତ ବନ୍ଦାଣ ପାଳନ ହୋଇଛି । ଆ କା ମା ବୋଇ ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ । ଓଡ଼ିଆ ସାଧବ ପୁଅ…

ଆସନ୍ତାକାଲି ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର : ଆସନ୍ତାକାଲି ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଅପରାହ୍ନ ୨ଟା ୩୮ ମିନିଟରେ ଗ୍ରହଣ ସ୍ପର୍ଶ ହେବ । ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇ ୬ଟା୧୮ ମିନିଟରେ ଗ୍ରହଣ ସର୍ବମୋକ୍ଷ ହେବ । ମୋଟ ୧ଘଣ୍ଟା ୧୨ ମିନିଟ ୪୮ ସେକେଣ୍ଡ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ଦେଶସାରା…

[ଭିଡ଼ିଓ] କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ପୀଠରେ ୧୪୪ଧାରା

ଭୁବନେଶ୍ୱର: ଧର୍ମ ମାସର ଶେଷ ଦିନରେ ବିଭିନ୍ନ ଜଳାଶୟ ଗୁଡ଼ିକରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଗହଳି । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ଜଳାଶୟ ଓ ମନ୍ଦିରଗୁଡ଼ିକରେ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଥିଲା । ହେଲେ ଆଜି ଯାଜପୁର ବଞ୍ଝାରପୁର ବରୁଣେଶ୍ୱର ମନ୍ଦିରରେ ନିୟମର ଖୋଲାଖୋଲି…

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ସୁନାବେଶ, ଦର୍ଶନରୁ ବଞ୍ଚିତ ଭକ୍ତ

ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମମାସ ମାସର ଶେଷ ଦିନ । ପଞ୍ଚୁକ ବି ସରୁଛି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହେଉଛି । ମଙ୍ଗଳ ଆଳତି, ଅବକାଶ ନୀତି ପରେ ସୁନାବେଶରେ ଝଟକିବେ ମହାପ୍ରଭୁ । କିନ୍ତୁ ଏହି ଦୁର୍ଲଭ ବେଶ…

କାର୍ତ୍ତିକ ପୂର୍ଣ୍ଣିମାରେ ମାନିଲେନି କଟକଣା, ଜଳାଶୟରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଛି । ଚଳିତବର୍ଷ କରୋନା କଟକଣା ଯୋଗୁ ରାଜ୍ୟରେ ଏହି ପରମ୍ପରା ଫିକା ପଡ଼ିଛି । ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଣ ଉପରେ ପ୍ରଶାସନ କଟକଣା ଲଗାଇଥିଲା । ତଥାପି ଲୋକ ପରମ୍ପରା ବଜାୟ ରଖିଲେ । ଜଳାଶୟରେ ବୋଇତ…

ଆଜି କାର୍ତ୍ତିକ ପୂର୍ଣ୍ଣିମା…

ଭୁବନେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମା, ରାସ ବା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ଏହା ପରିଚିତ ‌। ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଜଡ଼ିତ । ଉତ୍କଳର ପ୍ରାଚୀନ ଇତିହାସ ଓ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ଦୃଷ୍ଟିକୋଣରୁ ଏହି ପର୍ବର…

ରାଜ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ଓଷା ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ଏବର୍ଷ କରୋନା ଯୋଗୁଁ କାର୍ତ୍ତିକ ପୂର୍ଣ୍ଣିମାରେ ଜଳାଶୟରେ ଭାସିବନି ଡଙ୍ଗା। ନଦୀ ଘାଟରେ ଗହଳି ଓ ବୁଡ଼ ପକାଇବା ଉପରେ ଲାଗିଲା କଟକଣା। ଏକତ୍ର ହୋଇ ଡଙ୍ଗା ଭସାଇବା ମନା। କଟକଣା ଜାରି କରିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର। କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ଜଳାଶୟ ଓ ନଦୀ…