Latest Odisha News

BREAKING NEWS

Browsing Tag

KCR

ଅଧ୍ୟାଦେଶ ବିରୋଧରେ କେଜ୍ରିୱାଲଙ୍କ ସହ ସ୍ୱର ମିଳାଇଲେ କେସିଆର୍

ହାଇଦ୍ରାବାଦ: ଦିଲ୍ଲୀ ସରକାରଙ୍କ ବିରୋଧରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ କେଜ୍ରିୱାଲ୍ ସମର୍ଥନ ଜୁଟାଇବାରେ ଲାଗିଛନ୍ତି । ମହାରାଷ୍ଟ୍ର ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ତେଲଙ୍ଗାନା ଯାଇ ହାଇଦ୍ରାବାଦରେ କେସିଆରଙ୍କୁ ଭେଟିଛନ୍ତି । କେସିଆର୍ ଓ…

ଓଡ଼ିଶାରେ କୁଆଡେ ଗଲା ବିଆରଏସ ?

ଭୁବନେଶ୍ୱର: କୁଆଡେ ଗଲା ବିଆରଏସ । ରାଜ୍ୟରେ ଦମଦାର ଢଙ୍ଗରେ ଏଣ୍ଟ୍ରି ପ୍ରକ୍ରିୟା ଆରମ୍ଭ କରିଥିବା ବିଏରଆସର ଏବେ ସେତେଟା ଚର୍ଚା ନାହିଁ । ଜୟରାମ ପାଙ୍ଗୀଙ୍କଠାରୁ ଆରମ୍ଭ କରି ପୂର୍ବଚନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗ କିଛି ପୂର୍ବତନ ବିଧାୟକ ତଥା ବରିଷ୍ଠ…

ପୋଲିସ ହେପାଜତରେ ତେଲଙ୍ଗାନା ବିଜେପି ମୁଖ୍ୟ, ପ୍ରତିଶୋଧ ନେଉଛି କି ବିଆରଏସ୍ ?

ହାଇଦ୍ରାବାଦ: ଦେଶରେ ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ୍ କରି ଇଡି, ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥା ମାଧ୍ୟମରେ ବିଜେପି ରେଡ୍ କରୁଥିବା ଅଭିଯୋଗ ହେଉଛି । ଅନ୍ୟପଟେ ତେଲଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ କୁମାରଙ୍କୁ ମଙ୍ଗଳବାର ରାତିରୁ ଉଠାଇ ନେଇଛି ପୋଲିସ । ତେବେ କାହିଁକି ବନ୍ଦୀ ସଞ୍ଜୟ…

ଯାତ୍ରୀସେବା ନା ନିର୍ବାଚନୀ ଥୋପ ? ଓଡ଼ିଶା-ତେଲେଙ୍ଗାନା ମଧ୍ୟରେ ୨୩ ବସ ଗଡିବା ପାଇଁ ଅନୁମତି ଦେଲେ କେସିଆର

ଭୁବନେଶ୍ୱର: ଧୀରେ ଧୀରେ ଓଡ଼ିଶାରେ କାୟା ବିସ୍ତାର କରୁଛି କି ଭାରତ ରାଷ୍ଟ୍ର ସମିତି ବା ବିଆରଏସ ? ସେବା ଯୋଗାଇ ଗୋଟାଉଛି କି ସମର୍ଥନ ବଳ ? ଯାତ୍ରୀ ସେବାରୁ ଆରମ୍ଭ କରୁଛି କି ନୀର୍ବାଚନୀ ଗୋଟି ଚାଳନା ? ଅବିଭକ୍ତ କୋରାପୁଟରୁ ତେଲେଙ୍ଗାନା ରୁଟରେ ୨୩ ବସ ଚଳାଚଳ ପାଇଁ ଦୁଇରାଜ୍ୟ…

କେସିଆରଙ୍କ ମିଶନ ଓଡ଼ିଶା, କିଏ କିଏ ହେଲେ BRSରେ ସାମିଲ୍ ?

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ହଲଚଲ୍ । ଏଣ୍ଟ୍ରି ମାରିଲେ କେସିଆର୍ । ୨୦୨୪ରେ ବଦଳିବ କି ଓଡ଼ିଶା ରାଜନୀତିର ଗତି ? ଚାଷୀ ବହୁଳ ରାଜ୍ୟ ଓଡ଼ିଶାରେ ପାଦ ଥାପିଛି କେସିଆରଙ୍କ ଦଳ ଭାରତ ରାଷ୍ଟ୍ର ସମିତି । ଶୁକ୍ରବାର ହାଇଦ୍ରାବାଦରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୂର୍ବତନ…

ହାଇଦ୍ରାବାଦରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ, ମୋଦିଙ୍କୁ ଦେଖା କଲେନି କେ ସି ଆର୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ହାଇଦ୍ରାବାଦରେ ‘ବିଜେପି’ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଭା ଆୟୋଜନ କରିଛି । ଏହାର ମୂଳ ଲକ୍ଷ୍ୟ ହେଉଛି ତେଲେଙ୍ଗନାରେ ବିଜେପିର ଶକ୍ତି ବୃଦ୍ଧି କରିବା । ଗତ କିଛି ଦିନ ଧରି ତେଲେଙ୍ଗନାରେ ବିଜେପିର ଯୋଶ ବଢ଼ିଥିବାର ଦେଖାଯାଉଛି । ତେବେ ବିଜେପିର ଶକ୍ତି ବୃଦ୍ଧିକୁ…