Latest Odisha News
Browsing Tag

kendujhar

ପିଲା ଚୋରି ସନ୍ଦେହରେ ଅଜଣା ବ୍ୟକ୍ତିକୁ କାବୁ କଲେ ଲୋକେ

କେନ୍ଦୁଝର: ପିଲା ଚୋରି ସନ୍ଦେହରେ ଅଜଣା ବ୍ୟକ୍ତିକୁ କାବୁ କଲେ ଲୋକେ । ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଜଣେ ଭିନ୍ନକ୍ଷମ ନାବାଳିକାକୁ ଅଜଣା ବ୍ୟକ୍ତି ଚୋରି କରି ନେଇଯାଉଥିବା ବେଳେ କାବୁ କରିଛନ୍ତି ସ୍ଥାନୀୟ ଲୋକେ । ସୂଚନା ଅନୁସାରେ, ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ…

କେନ୍ଦୁଝରରେ ହାତୀ ଉପଦ୍ରବ

କେନ୍ଦୁଝର : ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ଗାଁରେ ହାତୀପଲ ଆତଙ୍କ । ଏହି ହାତୀପଲରେ ୩୫ଟି ହାତୀ ଅଛନ୍ତି । ଏହି ହାତୀପଲ ସ୍ଥାନୀୟ ଅଂଚଳରେ ଧାନଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି । ଏଥି ସହ ଜନବସତି ଆଡକୁ ମାଡି ଆସୁଥିବାରୁ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।…

କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ, ୪ ଗୁରୁତର

କେନ୍ଦୁଝର : ପଣ୍ଡାପଡା ଥାନା ସମଗିରି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏକ ବଲେରୋ ଗଛରେ ପିଟିହେବା ପରେ ଭାରସାମ୍ୟ ହରାଇ ରାସ୍ତାରୁ ୧୦ଫୁଟ ତଳକୁ ଖସି ପଡିବାରୁ ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ୪ ଜଣ ଗୁରୁତର ଥିବା ଜଣାପଡିଛି ।…

ଯବାନ ପୁଅର ଭୁଜାଲି ଚୋଟରେ ବାପା ମୃତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଚାଂଚଲ୍ୟ । ଯବାନ ପୁଅର ଭୁଜାଲି ଚୋଟରେ ବାପା ମୃତ ।  ଆନନ୍ଦପୁର ଉପଖଣ୍ଡ ମଦନପୁର ଗାଁରେ ଜଣେ ଆଇଟିବିପି ଯବାନ ପୁଅର ଆକ୍ରମଣରେ ବାପାର ମୃତ୍ୟୁ ହୋଇଛି। ଅଭିଯୁକ୍ତ ଯବାନ ହେଉଛନ୍ତି ଆଇଟିବିପିରେ ଚାକିରି କରିଥିବା ରଞ୍ଜନ ଓଝା। ସେ ଅରୁଣାଚଳ…

ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ମିଳିବ ମଧ୍ୟାହ୍ନ ଭୋଜନ

କେନ୍ଦୁଝର: ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରକୁ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି । କେନ୍ଦୁଝର ଜିଲ୍ଲାରେ ୫୫ ପ୍ରତିଶତ ଜନସଂଖ୍ୟା ଅନୁସୂଚିତ ଜାତି ଓ ଜନଜାତି ବର୍ଗର । ତେବେ ସାଧାରଣତଃ ଦେଖାଯାଏ ଜିଲ୍ଲାରେ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ୧୦୦ ପିଲା ମଧ୍ୟରୁ ୬୦ରୁ କମ ପିଲା ଦଶମ ଶ୍ରେଣୀ…

ବାହାଘର ଚତୁର୍ଥୀ ଦିନ ବାପାକୁ ହତ୍ୟା କଲା ପୁଅ

କେନ୍ଦୁଝର : ଚତୁର୍ଥୀ ଦିନ ବାପାକୁ ହତ୍ୟା କଲା ପୁଅ । ବାରିଆ ଥାନା ପୋଡାସିମିଳା ଗାଁରେ ଘଟିଛି ଏହି ଅଘଟଣ । ଚତୁର୍ଥୀ ପୂର୍ବରୁ ହତ୍ୟାକାରୀ ପୁଅକୁ ଅଟକ ରଖିଛି ପୋଲିସ । ଆଜି ପୁଅ ସୁନୀଲର ବିବାହର ଚତୁର୍ଥୀ ଥିଲା । ତେବେ ବାହାଘର ବେଳେ ବାପା କୁଶ ନାଏକ ଓ ପୁଅ ସୁନୀଲଙ୍କ ମଧ୍ୟରେ ଲୁଗା…

କରୋନାରୁ ସୁସ୍ଥ ପରେ ବି ହେଲେ ସାମାଜିକ ବାସନ୍ଦ

କେନ୍ଦ୍ରାପଡା: କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ହେବାକୁ ପଡିଛି ବାସନ୍ଦ । କରୋନାରୁ ସୁସ୍ଥ ହୋଇଥିବା ଜଣେ ବ୍ୟକ୍ତିଙ୍କ ପରିବାରକୁ ଗାଁରୁ ବାସନ୍ଦ କରାଯାଇଥିବା ନେଇ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକରୁ ଆସିଛି ଏଭଳି ଅଭିଯୋଗ । ଏହି ପଞ୍ଚାୟତର ଜଣେ ବ୍ୟକ୍ତି ବେଙ୍ଗାଲୋରରୁ ଆସି ସଙ୍ଗରୋଧ…

ଓଲଟିଲା ଅଏଲ୍ ଟ୍ୟାଙ୍କର, ନଦୀରେ ଭାସିଲେ ମଲା ମାଛ

କେନ୍ଦୁଝର: ଭାରସାମ୍ୟ ହରାଇ ଓଲଟି ପଡିଲା ତେଲ ଟ୍ୟାଙ୍କର । କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଏନ୍‌ଏଚ୍ ୫୨୦ କଳାପାହାଡ ତଲକ୍ ହଟିଙ୍ଗ ନିକଟରେ ଗତ ରାତିରେ ଏହି ଦୁର୍ଘଟଣା ଘଟିଛି । ତେଲ ଟ୍ୟାଙ୍କରଟି ଫର୍ଣ୍ଣେସ୍ ଅଏଲ୍ ନେଇ ବଡ଼ବିଲରେ ଥିବା ଆରିୟା ଷ୍ଟିଲ ପିଲେଟ୍ ପ୍ଲାଣ୍ଟକୁ ଯିବା…

କେନ୍ଦୁଝର କଣ୍ଡରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ମାଆ ପୁଅ ମୃତ

କେନ୍ଦୁଝର : ୫୨୦ ନମ୍ବର ଜାତୀୟ ରାଜପଥର କେନ୍ଦୁଝର କଣ୍ଡରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବାଇକ ସହ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ମାଆ ଓ ପୁଅଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ବିରିକଳା ପଂଚାୟତ ଡଡୁଆଁ ଗାଁର ସୁନୀଲ ଗିରି ଓ ତାଙ୍କ ମାଆ ଏକ ବାଇକରେ କଣ୍ଡରାରୁ…

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ନାବାଳକ ଅଟକ

କେନ୍ଦୁଝର : ବାମେବାରୀ ଥାନା ଜମିର୍ତ୍ତା ଗାଁରେ ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ହୋଇଛି । ଏହି ଘଟଣାରେ ପୋଲିସ ୧୪ବର୍ଷର ଜଣେ ନାବାଳକକୁ ଅଟକ ରଖି ପଚରାଉଚୁରା କରୁଛି । ପୋଲିସର ସୂଚନା ଅନୁଯାୟୀ ନାବାଳକ ଜଣକ ଦୁଷ୍କର୍ମ କରିବା ପରେ କଥା ପ୍ରଘଟ ହେବା ଭୟରେ ପିଟିପିଟି ହତ୍ୟା…