Latest Odisha News
Browsing Tag

kidnapped

ଶ୍ରୀକ୍ଷେତ୍ର ବେଳାଭୂମିରୁ ଅଢ଼େଇ ବର୍ଷର ରାଧାକୁ ଅପହରଣ ଅଭିଯୋଗ, ୧୩ ଦିନ ପରେ ବି ମିଳୁନି ପତ୍ତା

ପୁରୀ: ଅଢ଼େଇ ବର୍ଷର ରାଧା । ହସଖୁସିରେ ବାପାମାଆଙ୍କ ପଇଡ଼ ଠେଲା ପାଖରେ ଖେଳୁଥିଲା । ସବୁଦିନ ଭଳି ଝିଅକୁ ପାଖରେ ବସାଇ ପଇଡ଼ ବିକ୍ରିରେ ବ୍ୟସ୍ତ ଥିଲେ ବାପା ସଞ୍ଜୟ ଓ ମାଆ ସସ୍ମିତା । ଗ୍ରାହକଙ୍କୁ ଭଲ ପାଣି ଥିବା ପଇଡ଼ ଖୋଜି ଦେଉଥିଲେ ସଞ୍ଜୟ । ଆଉ ଗ୍ରାହକ ବେଶରେ ଆସିଥିବା ଦୁର୍ବୃତ୍ତ…

ବାହାଘର ଭୋଜିରୁ ୭ ବର୍ଷର ଝିଅ ଚୋରି ଅଭିଯୋଗରେ ଜଣେ ଅଟକ

ସୋନପୁର: ବାହାଘର ଭୋଜିରେ ଛୁଆ ଚୋରି । ପାଣି ପାଉଚ୍ ଦେବା ବାହାନାରେ ୭ ବର୍ଷର ନାବାଳିକାର ଝଅକୁ ଚୋରି କରି ନେବା ବେଳେ ଧରାପଡ଼ିଛି ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀ ପଞ୍ଚାୟତ ସାନ ନୂଆପାଲି ଗାଁରେ । ସୂଚନା ଅନୁଯାୟୀ,…

ଛତିଶଗଡ଼ରୁ ଉଦ୍ଧାର ହେଲା ବଲାଙ୍ଗୀରରୁ ଅପହୃତ ନାବାଳିକା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଏହି ନାବାଳିକାକୁ ଛତିଶଗଡର ରାୟପୁରରୁ ଉଦ୍ଧାର କରାଯାଇଛି। ପୋଲିସର ତଥ୍ୟ ଅନୁଯାୟୀ, ତିନି ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ, ତୁରେକେଲା ଅଞ୍ଚଳର ଜୟକ୍ରୀଷ୍ଣା ଲୁହା ଏହି ଝିଅକୁ…

କଟକରେ ଆଉ ଜଣେ ନାବାଳିକାକୁ ହତ୍ୟା ଅଭିଯୋଗ

କଟକ: ଜଣେ ୧୬ ବର୍ଷର ନବାଳିକାକୁ ନାଟକୀୟ ଢଙ୍ଗରେ ଅପହରଣ କରିନେବା ପରେ ଜବରଦସ୍ତ ବିବାହ କରି ପରେ ତାକୁ କିରୋସିନ ଢାଳି ମରିଦେଇଥିବା ନେଇ ନାବାଳିକାର ବାପା ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିବା ସୁଚନା ମିଳିଛି । ନାବାଳିକା ପରିବାରଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାଇ ଭଦ୍ରକ ଜିଲ୍ଲା…