Latest Odisha News

BREAKING NEWS

Browsing Tag

Kishore Mahanty

କବିତା : ମୁଁ

କିଶୋର ମହାନ୍ତି ମୁଁ ଏକାନ୍ତ ଭାବରେ ମୋର ମୁଁ ସତରେ କ୍ରୀତଦାସ ଟିଏ ସମୁଦ୍ର କୂଳରେ ବସି ଢେଉ ଗଣିବା କାମ ମୁଁ ଧରାବନ୍ଧା ଜଗୁଆଳି ମୁଁ ଅଣ୍ଟିରେ ସାଉଁଟି ଆଣିଥିବା ଶାମୁକା ମୋର କେବଳ ସମ୍ବଳ ତାକୁ ପାଇ ମୋର ଆକାଶ ଛୁଆଁ ସ୍ବପ୍ନ ରାତି ପାହେ ସକାଳ ହୁଏ ଅଥଚ ଦେଖିଥିବା ସ୍ବପ୍ନ…

ହିନ୍ଦୀ ଓ ହିନ୍ଦୀ ଦିବସ

କିଶୋର ମହାନ୍ତି  ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହରୁ ୧୯୪୯ ମସିହା ସେପ୍ଟେମ୍ବର ୧୪ ତାରିଖ ବିଧିବଦ୍ଧ ଭାବରେ 'ହିନ୍ଦୀ' ଭାଷାକୁ ରାଜଭାଷା ବୋଲି ଘୋଷଣା କଲେ । ଏହା ସର୍ବସମ୍ମତିରେ ଗୃହୀତ ହେଲା । ପରେ ୱାର୍ଦ୍ଧାର ଅନୁରୋଧ କ୍ରମେ ପ୍ରତି ବର୍ଷ ସେପ୍ଟେମ୍ବର ୧୪…

କବିତା : ସ୍ୱାଧୀନତା

କିଶୋର ମହାନ୍ତି ସ୍ୱାଧୀନତା, ସ୍ୱାଧୀନତା ହେ ମୋ ସ୍ୱାଧୀନତା ଏ ଜାତି ତୁମ ପାଇଁ ନୋଇଁ ଦିଏ ତାର ମଥା ଦେଇଥିଲ ତୁମେ ଦିନେ ଆମ ଓଠେ ହସ ଭରି ଖେଳିଗଲା ଆମ ମନେ ସତେ ଆନନ୍ଦର ଲହରୀ କାନେ କାନେ ଆମ କହିଗଲ ମୁକତିର ବାରତା । ସ୍ୱାଧୀନତା, ସ୍ୱାଧୀନତା ହେ ମୋ ସ୍ୱାଧୀନତା ତୁମ ପାଇଁ…

କବିତା : ଅବଶୋଷ

କିଶୋର ମହାନ୍ତି ଗୋଟାଏ ବିରଳ ଅଥଚ ଅପୂର୍ବ ମୁହୂର୍ତ୍ତଟିଏ ପାଇଁ ଅସରନ୍ତି ଅପେକ୍ଷା ଆନ୍ତରିକ୍ଷ ର ତାରା ପୁଞ୍ଜରେ ତୁମେ ଡାକୁଥିବ ପ୍ରିୟତମ ବୋଲି ଅନ୍ଧାର ଚିରି କିଛି ଶବ୍ଦ ଶବ୍ଦୟିତ ହୋଇ ଆମ ନୀରବତା ଭିତରେ ଧ୍ବନିତ ହେଉଥିବ ଅହରହ ଗୋଟାଏ ପ୍ରଳମ୍ବିତ ରାଗ ସେ…