Latest Odisha News

BREAKING NEWS

Browsing Tag

konark Temple

ଇଣ୍ଟରପୋଲର ୯୦ତମ ସାଧାରଣ ସଭାର ଲୋଗୋରେ ରହିବ କୋଣାର୍କ ଚକ୍ର

ଭୁବନେଶ୍ୱର: ଖ୍ରୀଷ୍ଟପୂର୍ବ ୧୩ଶହ ଶତାବ୍ଦୀରେ ନିର୍ମିତ କୋଣାର୍କ ମନ୍ଦିରର ଚକ୍ର ଇଣ୍ଟରପୋଲର ୯୦ତମ ସାଧାରଣ ସଭାରେ ଲୋଗୋରେ ସ୍ଥାନ ପାଇବ । ଆସନ୍ତା ମାସରେ ନୂଆଦିଲ୍ଲୀରେ ଇଣ୍ଟରପୋଲର ୯୦ତମ ସାଧାରଣ ସଭା ଅନୁଷ୍ଠିତ ହେବ । ଯେଉଁଥିରେ ୧୯୫ଟି ଦେଶର ପୋଲିସ ଅଧିକାରୀ ଯୋଗ ଦେବେ । ନିକଟରେ…

କୋଣାର୍କ ଚନ୍ଦ୍ରଭାଗାରେ ଦ୍ବିତୀୟ କୋଣାର୍କ ମନ୍ଦିର ନିର୍ମାଣ ପ୍ରସଙ୍ଗ, ଜମିର ସ୍ଥିତାବସ୍ଥା ସମ୍ପର୍କରେ ରିପୋର୍ଟ…

ପୁରୀ : ଚନ୍ଦ୍ରଭାଗାରେ ଦ୍ବିତୀୟ କୋଣାର୍କ ମନ୍ଦିର ନିର୍ମାଣକୁ ନେଇ ତେଜୁଛି ବିବାଦ । ଜମିର ସ୍ଥିତାବସ୍ଥା ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ । ମନ୍ଦିର ନିର୍ମାଣ ଜାଗା ସମ୍ପୂର୍ଣ୍ଣ ସରକାରୀ । ପୂର୍ବରୁ ରାଜସ୍ବ ନୀରିକ୍ଷକଙ୍କ ପକ୍ଷରୁ ଜାରି ହୋଇଥିଲା…

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୨୧ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସି ରାଉରକେଲା ଯିବେ । ସେଠାରେ ଏନଆଇଟିର ଅଷ୍ଟାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଗସ୍ତ…

କୋଣାର୍କ ମନ୍ଦିରରେ ଆଜିଠାରୁ ପୁଣି ଆରମ୍ଭ ହେବ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ

କୋଣାର୍କ :ଦୀର୍ଘ ନଅ ମାସ ପରେ ଆଜିଠାରୁ କୋଣାର୍କରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ଲାଇଟ ଆଣ୍ଡ ସାଉଣ୍ଡ ସୋ । କିନ୍ତୁ କୋଭିଡ ଗାଇଡଲାଇନ ମାନି ଏହି ସୋ ପ୍ରଦର୍ଶିତ ହେବ । କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଦିନକୁ ଦୁଇଟି ସୋ ଅନୁଷ୍ଠିତ ହେବ । ପ୍ରତି ସୋ ର ଅବଧି ୪୦ ମିନିଟ୍ ରହିବ ।…

ଖୋଲିପାରେ ରାଜ୍ୟର ପ୍ରମୁଖ ମନ୍ଦିର, ଆକ୍ସନ ପ୍ଲାନ ମାଗିଲେ ସରକାର

ଭୁବନେଶ୍ୱର: ଓଡ଼ିଶାରେ କିଛି ପ୍ରମୁଖ ମନ୍ଦିର ଖୋଲିବା ନେଇ ସଙ୍କେତ ମିଳିଛି । କରୋନା କଟକଣା ଭିତରେ ଭକ୍ତଙ୍କ ପାଇଁ ରାଜ୍ୟର କିଛି ମନ୍ଦିର ଖୋଲିବା ନେଇ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଏନେଇ ପୁରୀ ଶ୍ରୀମନ୍ଦିର ଓ ଅନ୍ୟ ପ୍ରମୁଖ ମନ୍ଦିରର ପ୍ରଶାସନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି…

କିପରି ଘଟିଲା କୋଣାର୍କ ମନ୍ଦିରର ଅବକ୍ଷୟ, ଜାଣନ୍ତୁ !  

ଭୁବନେଶ୍ୱର: ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା କୋଣାର୍କ ମନ୍ଦିର ତୋଳାଯାଇଥିଲା ବୋଲି ଇତିହାସ କହେ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର…

କୋଣାର୍କ ମନ୍ଦିର ସୁରକ୍ଷା ପ୍ରସଙ୍ଗ: ଏଏସଆଇ ଓ କେନ୍ଦ୍ର ନେବେ ସଂରକ୍ଷଣ ଦାୟିତ୍ୱ

ଭୁବନେଶ୍ୱର: କୋଣାର୍କ ସୂର୍ଯ୍ୟ ମନ୍ଦିରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ନେଇ କେନ୍ଦ୍ରୀୟ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ (ଏଏସଆଇ) ସହ ଆଲୋଚନା କରିବେ ବୋଲି ଶୁକ୍ରବାର ଦିନ ସୂଚନା ଦେଇଛନ୍ତି । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ…

ଆଜିଠୁ ପର୍ଯ୍ୟଟକଙ୍କ ଲାଗି ଖୋଲିଲା କୋଣାର୍କ ‘ସୂର୍ଯ୍ୟ ମନ୍ଦିର’

କୋଣାର୍କ : ପ୍ରଳୟଙ୍କରୀ ବାତ୍ୟା ଫନି ପ୍ରଭାବରେ ବନ୍ଦ ଥିବା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜି ପୁଣି ଥରେ ପର୍ଯ୍ୟଟକଙ୍କ ଦର୍ଶନ ନିମନ୍ତେ ଖୋଲିଛି । ମନ୍ଦିର ଖୋଲାଯିବା ପରେ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାକୁ ଆସିଥିବାନେଇ ସୂଚନା…