Latest Odisha News
Browsing Tag

koraput

କୋରାପୁଟରେ କୋଠା ଭୁଶୁଡିବା ଘଟଣା: ଜଣେ ମୃତ

ଜୟପୁର: କୋରାପୁଟର ଜୟପୁର ଅନ୍ତର୍ଗତ ବାରିଣିପୁଟ ନିକଟବର୍ତ୍ତୀ ସ୍ଥାନରେ ଶୁକ୍ରବାର ଦିନ ଏକ କୋଠା ଭୁଶୁଡିଯିବା ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଗତକାଲି ଏହି ଅଞ୍ଚଳରେ କୋଠା ଭୁଶୁଡି ଯାଇଥିବା ବେଳେ ତା’ ତଳେ ପାଖାପାଖି ୫ ଜଣ ବ୍ୟକ୍ତି ଚାପି ହୋଇ ରହିଯାଇଥିଲେ ।…

ଦରମା ବୃଦ୍ଧି ଦାବିରେ ହାଲ୍ କର୍ମଚାରୀଙ୍କ ଧାରଣା

କେରାପୁଟ: କୋରାପୁଟ ଜିଲ୍ଲା ସୁନାବେଡା ନିକଟସ୍ଥ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲି. (ହାଲ୍)ର ଶତାଧିକ କର୍ମଚାରୀ ବେତନ ବୃଦ୍ଧି ତଥା ଅନ୍ୟାନ୍ୟ ଦାବି କରି ଆଜିଠାରୁ ଅନିଶ୍ଚିତକାଳ ଯାଏଁ ଧାରଣାରେ ବସିଛନ୍ତି । ଅଲ୍ ଇଣ୍ଡିଆ ଏଚଏଏଲ୍ ଟ୍ରେଡ୍ ୟୁନିୟନ୍ ଦ୍ୱାରା ଆହ୍ୱାନ କରାଯାଇଥିବା ଏହି…

ଘାଟିରେ ଧସିଲା ମାଟି ଅତଡା, ଯାତାୟାତ ବାଧାପ୍ରାପ୍ତ

ଜୟପୁର: ଆନ୍ଧ୍ର-ଓଡିଶା ସୀମା ନିକଟବର୍ତ୍ତୀ ଘାଟିରେ ବୁଧବାର ବିଳମ୍ବିତ ରାତିରେ ମାଟି ଅତଡା ଖସିଯାଇଥିବାରୁ ସମ୍ପୃକ୍ତ ରାସ୍ତାରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଛି । ଯାହାଫଳରେ ୨୬ନଂ ଜାତୀୟ ରାଜପଥର ଉଭୟ ପାଶ୍ୱର୍ ନିକଟରେ ଶହଶହ ସଂଖ୍ୟାରେ ଗାଡିଗୁଡି ଅଟକି ରହିଥିଲା । ପ୍ରାପ୍ତ…

ଇସ୍ରୋ ଦ୍ୱାରା ସମ୍ମାନିତ ହେଲେ କୋରାପୁଟର ଗିରିଶ

ଭୁବନେଶ୍ୱର: ମନୋ କ୍ୟାମେରାରେ ଥ୍ରୀଡି ଭିଜନ ଭଳି ପ୍ରକଳ୍ପ ଲାଗି ଇସ୍ରୋ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି କୋରାପୁଟର ଗିରିଶ ବୈଶ୍ୟରାଜ । ଇସ୍ରୋ ପକ୍ଷରୁ ଡ. ବିକ୍ରମ ସାରାଭାଇଙ୍କ ଜନ୍ମ ଶତବାର୍ଷିକୀ  ଉତ୍ସବରେ ସାରା ଦେଶରେ ଅନେକ ପ୍ରତିଯୋଗୀତା ଆୟୋଜିତ କରାଯାଉଛି । ଏନଆଇଟି,…

କୋରାପୁଟରେ ପୋଲିସ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

ଜୟପୁର: କୋରାପୁଟ ଜିଲ୍ଲାର ହାତୀଶାଳ ଛକ ନିକଟରେ ବୁଧବାର ଦିନ ପୋଲିସର ଏନକାଉଣ୍ଟରରେ ଜଣେ ଗଞ୍ଜେଇ ଚାଲାଣକାରୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ନାମ କାବୁଲ ଖରା ବୋଲି ଜଣାପଡିଛି । ତା’ ଠାରୁ ଗୋଟିଏ କାର୍ ଓ ଗୋଟିଏ ପିସ୍ତଲ୍ ଜବତ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ। କାବୁଲର…

କୋରାପୁଟ: ଶୋଇଥିବାବେଳେ ଘର ଉପରେ ମାଡିଗଲା ଟ୍ରକ୍, ୩ ମୃତ

ଜୟପୁର : କୋରାପୁଟ ଜିଲ୍ଲା ସୁନାବେଡା ଥାନା ଅନ୍ତର୍ଗତ ଭେଜାପୁଟ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଘର ଉପରକୁ ବାଲି ବୋଝେଇ ଟ୍ରକ୍ ମାଡିଯିବାରୁ ୩ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଏହି ଦୁର୍ଘଟଣା ସକାଳ ପାଖାପାଖି ୧ଟା ୪୫ମି.ରୁ ୨ଟା…

ଇଭିଏମ୍ ମେସିନ୍ ମରାମତିରେ ବିଳମ୍ବ ଯୋଗୁଁ ଘରକୁ ଫେରିଲେ ଭୋଟର୍

ଭୁବନେଶ୍ୱର : ଓଡିଶାରେ ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଦକ୍ଷିଣ ଓଡିଶାର କିଛି ବୁଥରେ ଅଚଳ ଇଭିଏମ୍ ଓ ଭିଭିପିଏଟି ମେସିନ୍ ମରାମତିରେ ବିଳମ୍ବ ଯୋଗଁ ମତଦାନ ନକରି ଘରକୁ ଫେରିଲେ ଭୋଟର୍ । ରାୟଗଡା ଜିଲ୍ଲାରେ ଭୋଟ୍ ଦେବା ପାଇଁ ବହୁ ସଂଖ୍ୟାରେ…

ତାମିଲନାଡୁରେ ୨୬ ଓଡିଆ ଦାଦନ ଶ୍ରମିକଙ୍କୁ ନିର୍ଯ୍ୟାତନା ଅଭିଯୋଗ

ଜୟପୁର : କୋରାପୁଟ ଜିଲ୍ଲାରୁ କାମ ଅନ୍ୱେଷଣରେ ତାମିଲନାଡୁ ଯାଇଥିବା ୨୬ ଜଣ ଯୁବକ ସେଠାରେ ଅଟକ ଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ବାକଟିଗୁଡ଼ା, ସିନ୍ଧିକଟା, ଡାଙ୍ଗରାଗୁଡ଼ା ଆଦି ଗ୍ରାମରୁ କିଛି ଯୁବକ ତାମିଲନାଡୁର ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲେ । ସେଠାରେ…