Latest Odisha News

BREAKING NEWS

Browsing Tag

letter

ଶୀଘ୍ର ଜାତିଭିତ୍ତିକ ଜନଗଣନା ଦାବି କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ କଂଗ୍ରେସ ସଭାପତି ଖଡ଼ଗେ

ନୂଆଦିଲ୍ଲୀ : ଜନଗଣନା ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଖଡ଼ଗେ ଚିଠିରେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିଛନ୍ତି । ମଲ୍ଲିକାର୍ଜୁନ ଚିଠିରେ ଲେଖିଛନ୍ତି ଯେ, ଆମେ ସଂସଦରେ ଅନେକ ଥର ଏହି ପ୍ରସଙ୍ଗ…

ନୀତିନଙ୍କୁ ନବୀନଙ୍କ ଚିଠି, ୫୫ ନମ୍ବର ଜାତୀୟ ରାଜପଥ କାମରେ ବିଳମ୍ବ ନେଇ ଝାଡ଼ିଲେ ଅସନ୍ତୋଷ

ଭୁବନେଶ୍ବର : କଟକ-ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଉନ୍ନତିକରଣରେ ଅହେତୁକ ବିଳମ୍ବନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି । ଶୀଘ୍ର…

[ଦେଖନ୍ତୁ ଭିଡିଓ] ଖୋଲିବ କି ରତ୍ନ ଭଣ୍ଡାର ? ASI ଚିଠି ପରେ ମୁହଁ ଖୋଲିଲେ ଭଣ୍ଡାର ମେକାପ ସେବାୟତ

ପୁରୀ: କାହିଁକି ରତ୍ନ ଭଣ୍ଡାର ଖୋଲୁନି ଶ୍ରୀମନ୍ଦିର ପ୍ରଶାସନ ? ୨୦୧୮ ମାର୍ଚ୍ଚ ୨୨ରେ ରତ୍ନ ଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ହାଇକୋର୍ଟ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ଅନୁସାରେ, ମାର୍ଚ୍ଚ ୨୬ରେ ଏଏସ୍ଆଇ ରତ୍ନ ଭଣ୍ଡାର ସ୍ଥିତି ଯାଞ୍ଚ ପରେ ଏପ୍ରିଲ୍ ୪ରେ ଭିତର ରତ୍ନ ଭଣ୍ଡାର…

ନିରାଶ ଚୋରର ଚିଠି, ଘରେ ଟଙ୍କା ନରଖି ତାଲା କାହିଁକି ପକେଇଥଲ ?

ଭୁବନେଶ୍ୱର: ଆଜିକାଲିର ଚୋରଙ୍କର ବି ମାନ ସମ୍ମାନ ଅଛି । ଚୋରି ହେଉ ଅବା ନହେଉ, ସେମାନେ ବି ନିଜ ମନର କଥା ଜଣାଇବାକୁ କୁଣ୍ଠାବୋଧ କରୁନାହାଁନ୍ତି । ଜଣେ ଚୋର ଓ ତା ଚିଠିକୁ ନେଇ ମଧ୍ୟପ୍ରଦେଶରେ ଘଟିଥିବା ଏକ ଘଟଣା ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ମଧ୍ୟପ୍ରଦେଶର ଦେୱାସ୍…

ଶେଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ କରନ ଜୋହର !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଥଣ୍ଡା ପଡିଥିଲେ କରନ ଜୋହର । ତାଙ୍କ ବିରୋଧରେ ସାଧାରଣ ଜନତାଙ୍କ ଆକ୍ରୋଶ ଅନେକ କିଛି ଅଜଣା ଘଟଣା ସାମ୍ନାକୁ ଆଣିଥିଲା । ହେଲେ ଏବେ ଧିରେଧିରେ ସୋସିଆଲ ମିଡିଆରେ ସକ୍ରିୟ ହେବାରେ ଲାଗିଛନ୍ତି କରନ । ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ, ଓଡିଶୀ…

ଓଡ଼ିଶାକୁ ରେଳ ଚଳାଚଳ କମ୍ କରାଯାଉ: ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ଚିଠି ଲିଖିଛନ୍ତି ରାଜ୍ୟ ସରକାର । ଓଡ଼ିଶାକୁ ଟ୍ରେନ୍ ଚଳାଚଳ କମାଇବା ପାଇଁ ଚିଠିରେ ନିବେଦନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସେ ଚିଠିରେ…

ବିକ୍ରି ହେବ ୱେଲସ୍ ରାଜକୁମାରୀ ଡାଏନାଙ୍କ ହାତଲେଖା ଚିଠି !

ଲଣ୍ଡନ୍‌: ଅନ୍‌ଲାଇନ୍ ଅକ୍ସନରେ ବିକ୍ରି ହେବ ସ୍ୱର୍ଗତ ରାଜକୁମାରୀ ଡାଏନାଙ୍କ ହାତଲେଖା ଚିଠି । ଦାମ ରହିଛି ୧୫ଲକ୍ଷ ଟଙ୍କାରୁ ଅଧିକ । ଚିଠିରେ ରହିଛି ରାଜକୁମାର ୱିଲିଅମ୍ ଓ ହେରିଙ୍କ ଦସ୍ତଖତ । Handwritten letter from Princess Diana with Harry and William's scrawled…