Latest Odisha News

BREAKING NEWS

Browsing Tag

lifestyle

[ଦେଖନ୍ତୁ ଭିଡିଓ] ଦୁର୍ଗମ ଅଞ୍ଚଳରେ ଜନ୍ତୁ ଆତଙ୍କ। ଗାଁରେ ବିଦ୍ୟାଳୟ ଦାବି

ଢେଙ୍କାନାଳ : ଗାଁରେ ନାହିଁ ସ୍କୁଲ । ବଣ ପାହାଡ ଘେରା ଅଞ୍ଚଳ। ତା ସାଙ୍ଗକୁ ଜଙ୍ଗଲ ରାସ୍ତା ଅତିକ୍ରମ କରି ପାଠ ପଢିବାକୁ ଯାଉଛନ୍ତି କୁନି କୁନି ପିଲା ମାନେ। ଘଞ୍ଚ ଜଙ୍ଗଲ ସାଙ୍ଗକୁ ଜଙ୍ଗଲୀ ଜନ୍ତୁ ଆତଙ୍କ। ଆଉ ଏଥିରୁ ବାଦ୍ ପଡ଼ୁନାହାନ୍ତି ହାତୀ ପଲ। ଜୀବନକୁ ପାଣି ଛଡାଇ ବିଦ୍ୟାଳୟକୁ ଯାଉଥିବା…

ଜାଣନ୍ତୁ କିପରି ଫୁଲରୁ ବଢାଇବେ ତ୍ୱଚାର ଚମକ

ନୂଆଦିଲ୍ଲୀ: ଫୁଲ ଏଭଳି ଏକ ଜିନିଷ ଯାହାକୁ ଆମେ ଆମର ଦୈନନ୍ଦିନ ଜୀବନରେ ନିୟମିତ ବ୍ୟବହାର କରିଥାଉ। ଫୁଲ ଯେତେ ସୁକ୍ଷ୍ମ ଜିନିଷଟିଏ ହେଲେ ବି ତାର ଉପକାରିତା ବେଶ୍‌ ଅଧିକ। ଔଷଧଠୁ ନେଇ ଦୈନନ୍ଦିନ ଜୀବନର ପ୍ରତିଟି କାର୍ଯ୍ୟରେ ଏହାର ବ୍ୟବହାର ହୋଇଥାଏ। ତେବେ ଆପଣ ଜାଣନ୍ତି କି ଫୁଲରେ…

ଅତ୍ୟଧିକ ଗରମରୁ ଆଶ୍ୱସ୍ତି ଚାହାନ୍ତି କି, ତେବେ ନିୟମିତ ପିଅନ୍ତୁ ଏହି ପାନୀୟ

ନୂଆଦିଲ୍ଲୀ: ଅତ୍ୟଧିକ ଗରମରୁ ଆରାମ ଚାହୁଁଛନ୍ତି କି? ତେବେ ନିୟମିତ ପିଅନ୍ତୁ ଏହି ପାନୀୟ। ଗ୍ରୀଷ୍ମ ସମୟରେ ନିଜକୁ ହାଇଡ୍ରେଟ୍ ରଖିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ବାର୍ଲି ଅର୍ଥାତ୍‌ ଯଅ ପାଣି ପିଇବା, ଯାହାର ଅନେକ ଲାଭ ମଧ୍ୟ ଅଛି। ଭାରତୀୟ ଭାଷାରେ ବାର୍ଲି ସାଧାରଣତଃ ‘‘ ଯଅ ’ଭାବରେ…

ଜାଣନ୍ତୁ କ‌ରୋନା ଟିକା ନେବା ପରେ କେଉଁ ଖାଦ୍ୟ ଖାଇବା ଉଚିତ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ବରିଷ୍ଠ ନାଗରିକମାନଙ୍କୁ ଟିକାକରଣ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ମଧ୍ୟ କରୋନା ଟିକା ନେଇଛନ୍ତି। ଏହା ବ୍ୟତୀତ ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ମଧ୍ୟ କରୋନା ଟିକା ଗ୍ରହଣ କରିଛନ୍ତି। ତେବେ କରୋନା…

ସାବଧାନ! ପ୍ରତିଦିନ ଲେମ୍ବୁ ଖାଇବା ପଡିପାରେ ମହଙ୍ଗା !

ଭୁବନେଶ୍ୱର: ଆମ୍ଭେମାନେ ପ୍ରାୟ ପ୍ରତିଦିନ ଭୋଜନରେ ବା ପାନୀୟରେ ଲେମ୍ବୁର ବ୍ୟବହାର କରିଥାଉ । ଏହି କରୋନା ସମୟରେ ଅନେକ ଏହାକୁ ଗରମ ପାଣି ସହ ପ୍ରତିଦିନ ପିଉଥିବାର ଜଣାପଡିଛି । ତେବେ ପ୍ରତିଦିନ ଲେମ୍ବୁ ଆମ ଦେହ ପ୍ରତି ପ୍ରକୃତରେ କେତେ ଲାଭଦାୟକ ବା କ୍ଷତିକାରକ ଆସନ୍ତୁ ଜାଣିବା...…

ଚା’ ପିଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ୍…

ଭୁବନେଶ୍ୱର: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଅନେକ ବ୍ୟକ୍ତି ଚା ପିଇବାକୁ ଖୁବ୍ ପସନ୍ଦ କରିଥାନ୍ତି । ଆଉ କେତେକ ବ୍ୟକ୍ତି ଚା ବଦଳରେ କଫି ପିଇବାକୁ ବେଶୀ ଭଲ ପାଇଥାନ୍ତି । କହିବାକୁ ଗଲେ ଏମିତି କିଛି ଚା’ ପ୍ରେମୀ ଅଛନ୍ତି, ଯେଉଁମାନଙ୍କର ସକାଳ ଚା’ ପିଇବାରୁ ହିଁ ଆରମ୍ଭ ହୋଇଥାଏ ।…

ଫ୍ୟାଶନରେ ବ୍ରାଇଡାଲ୍ ଆଉଟଫିଟ୍…

ବାହାଘରରେ ସମସ୍ତେ ସୁନ୍ଦର ଓ ଆର୍କଷଣୀୟ ଦେଖାଯିବା ପାଇଁ ଚାହିଁଥାନ୍ତି, ଖାଲି ଯେ ବର –କନ୍ୟା ତା’ ନୁହେଁ ବାହାଘରରେ ଯୋଗ ଦେଉଥିବା ସମସ୍ତ ଲୋକ ଏଥିପ୍ରତି ଧ୍ୟାନ ଦେଇଥାନ୍ତି । ଅନ୍ୟ ମାନଙ୍କ ଅପେକ୍ଷା ବର-କନ୍ୟାଙ୍କର ଆଉଟ୍ ଫିଟ୍ ସମସ୍ତଙ୍କ ଠାରୁ ଭିନ୍ନ ହେବା ଜରୁରୀ । ଏଥିପାଇଁ…

ଘରେ ପେଡିକ୍ୟୁର୍ କରିବାର ସହଜ ଉପାୟ, ଜାଣନ୍ତୁ

ଆଜିର ବ୍ୟସ୍ତତାପୂର୍ଣ୍ଣ ଜୀବନରେ ମହିଳାଙ୍କୁ ଅଫିସ ତଥା ଘର କାର୍ଯ୍ୟରୁ ଫୁରସତ ମିଳୁନାହିଁ । ଫଳରେ ସେ ନିଜ ତଥା ନିଜ ସୌନ୍ଦର୍ଯ୍ୟର ଯତ୍ନ ଠିକ୍ ଭାବେ ନେଇପାରିନଥାନ୍ତି । କେହିକେହି ଫେସିଆଲ୍, ପେଡିକ୍ୟୁର, ମେନିକ୍ୟୁର କରିବା ପାଇଁ ସମୟ ଅଭାବରୁ ପାର୍ଲର ମଧ୍ୟ ଯାଇପାରନ୍ତି ନାହିଁ । କିନ୍ତୁ…