Latest Odisha News

BREAKING NEWS

Browsing Tag

Liquor Shop

ଆସନ୍ତାକାଲିଠୁଁ କାଉଣ୍ଟରରେ ମିଳିବ ଦେଶୀ ମଦ

ଭୁବନେଶ୍ୱର: ଆଉଟ ଷ୍ଟିଲ୍ (ଓଏସ) ମଦ ଏବଂ ଇଏନଏ ଦେଶୀ ମଦ (ସିଏଲ) ବିକ୍ରି ଲାଗି ଆସନ୍ତାକାଲିଠାରୁ ଓଡ଼ିଶାର ମଦ କାଉଣ୍ଟର ଗୁଡ଼ିକରେ ଉପଲବ୍ଧ ହେବାନେଇ ଅବକାରୀ ବିଭାଗ ସୋମବାର ଦିନ ସୂଚନା ପ୍ରଦାନ କରିଛି । ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ସୂଚନାଦେଇ କୁହାଯାଇଛି ଯେ, ହୋମ୍ ଡେଲିଭରି…

ମଦ ହୋମ୍ ଡେଲିଭରି ଲାଗି ଖୋଲିଲା ପୋର୍ଟାଲ୍‌; ଜାଣନ୍ତୁ କେଉଁଠି କରିବେ ରେଜିଷ୍ଟ୍ରେସନ୍‌

ଭୁବନେଶ୍ୱର: ମଦ ହୋମ୍ ଡେଲିଭରି ଲାଗି ଓଡ଼ିଶା ରାଜ୍ୟ ପାନୀୟ ନିଗମ (ଓଏସବିସି) ପକ୍ଷରୁ ସୋମବାର ଦିନ ଏକ ପୋର୍ଟାଲ୍ ଲଞ୍ଚ୍ ହୋଇଛି । ଏନଆଇସି ସହଭାଗିତାରେ ଏହି ପୋର୍ଟାଲ୍ ନିର୍ମିତ ହୋଇଥିବା ବେଳେ ଏହି ପୋର୍ଟାଲ୍ ରେ ଗ୍ରାହକ ପଞ୍ଜିକରଣ କରିପାରିବେ । ଏହି ପୋର୍ଟାଲ୍ ଖୋଲିବା ମାତ୍ରେ ଲଗ୍…

ମଦର ଗୃହପ୍ରବେଶ…

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ସାରାଦେଶରେ ଲାଗୁ ହୋଇଥିଲା ଲକ୍ ଡାଉନ୍| ଜନସାଧାରଣଙ୍କ ଯାତାୟତ, ସମସ୍ତପ୍ରକାର ବାହ୍ୟ କାର୍ଯ୍ୟକଳାପ, ଦୋକାନବଜାର, ଶିଳ୍ପୋଦ୍ୟୋଗ, ବାଣିଜ୍ୟବ୍ୟବସାୟ ଆଦି ଉପରେ ଜାରିକରାଯାଇଥିଲା…

ଲକଡାଉନ୍ ୩.୦: କଟକରେ ମଦ ଦୋକାନ ଖୋଲିବା ନେଇ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ: କଟକ ସହରରେ ମଦ ଦୋକାନ ଖୋଲିବା ପ୍ରସଙ୍ଗରେ ଏକ ପିଟିସନକୁ ଭିତ୍ତିକରି ରାଜ୍ୟ ସରକାରଙ୍କୁ ଓଡ଼ିଶା ହାଇକୋର୍ଟ ନୋଟିସ୍ ପ୍ରଦାନ କରିଛନ୍ତି । କଟକ ସହରର ପ୍ରକାଶ କୁମାର ରାଉତରାଏ ଏବଂ ଅନ୍ୟ ଦୁଇଜଣ ସ୍ଥାନୀୟ ବାସିନ୍ଦାଙ୍କ ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି ଅଦାଲତ । ମଙ୍ଗଳବାର ଦିନ…

ବନ୍ଦ ହେବ ମଦ ଦୋକାନ; ଅନଲାଇନ, ହୋମ୍ ଡେଲିଭରି ବିକ୍ରି ଲାଗି ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚେନ୍ନାଇ: ତାମିଲନାଡୁରେ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ଲକ୍‌ଡାଉନ ସମୟରେ ରାଜ୍ୟରେ ସମସ୍ତ ମଦଦୋକାନ ବନ୍ଦ କରିବା ସହିତ ହୋମ୍ ଡେଲିଭରି କିମ୍ବା ଅନଲାଇନ୍ ମାଧ୍ୟମରେ ମଦ ବିକ୍ରି ଲାଗି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସୁପ୍ରିମକୋର୍ଟ…

ମଦ ଲାଗି ଛକାପଞ୍ଝା: ପ୍ରଥମ ଦିନ କର୍ଣ୍ଣାଟକରେ ୪୫ କୋଟି ଟଙ୍କାର ମଦବିକ୍ରି !

ବେଙ୍ଗାଲୁରୁ: ଅଦ୍ୟାବଧି ଲକ୍‌ଡ଼ାଉନ୍ ଜାରି ଥିବାବେଳେ ମଦ ଲାଗି ଗ୍ରାହକମାନଙ୍କ ଭିତରେ ଛକାପଞ୍ଝା ଦେଖିବାକୁ ମିଳିଛି । ଲକ୍‌ଡ଼ାଉନ୍ ୩.୦ରେ କେନ୍ଦ୍ରସରକାର ଅଣ-କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ପୁନର୍ବାର ମଦ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । ସାରା ଦେଶରେ ଆରମ୍ଭ ହୋଇଛି…