Latest Odisha News
Browsing Tag

Literature

‘ବିଶ୍ୱରଞ୍ଜନଙ୍କ ଚିଠି’ ଉତ୍ସବ ଆୟୋଜିତ

ଭୁବନେଶ୍ୱର : ଲକ୍ଷ୍ମୀ କ୍ରିଏଟିଭ ସେଣ୍ଟର ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ 'ବିଶ୍ୱରଞ୍ଜନଙ୍କ ଚିଠି' ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଭାଷାବିତ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ 'ଚିଠି ଚିନ୍ମୟ' ଏବଂ ସହିତ୍ୟିକା ନିରୂପମା ଆଚାର୍ଯ୍ୟଙ୍କୁ 'ଚିଠି ଚିନ୍ମୟୀ' ଭାବରେ…

ଦଶମ ବ୍ରହ୍ମପୁର ମହାନଗର ମହୋତ୍ସବ ଆୟୋଜିତ

ବ୍ରହ୍ମପୁର : ବ୍ରହ୍ମପୁର ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଦଶମ ଦଶମ ବ୍ରହ୍ମପୁର ମହାନଗର ମହୋତ୍ସବ ୨୦୨୨ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସୋମନାଥ ସାହୁ, ସ୍ମୃତି ପଟ୍ଟନାୟକ, ମମତା ଶତପଥି ଏବଂ ସୁଶ୍ରୀ ନିହାରିକା ସାହୁ, ପ୍ରମୋଦ କୁମାର ପଣ୍ଡା, ସତ୍ୟମ୍ ଆଚାରୀ , ଜ୍ଞାନେନ୍ଦ୍ର ପଣ୍ଡା ,…

ଚାରୁଚନ୍ଦ୍ର ମିଶ୍ରଙ୍କ ଉପନ୍ୟାସ ‘ନର୍ମଦା’ ଓ କବିତା ସଙ୍କଳନ ‘ବଣମଲ୍ଲୀ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଲେଖକ ଚାରୁଚନ୍ଦ୍ର ମିଶ୍ରଙ୍କ ଉପନ୍ୟାସ 'ନର୍ମଦା' ଓ କବିତା ସଙ୍କଳନ 'ବଣମଲ୍ଲୀ' ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ ଉନ୍ମୋଚିତ ହୋଇଯାଇଛି। ରଘୁନାଥ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ମୁଖ୍ୟ…

ପ୍ରତିଭା ସାହୁଙ୍କ କବିତା ସଙ୍କଳନ ଚିତ୍ରିତ ଆୟୁଷ ଉନ୍ମୋଚିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ ସ୍ଥାନୀୟ ରାଜ୍ୟ ସଂଗ୍ରହାଳୟର ସଭାଗୃହରେ କବୀ ପ୍ରତିଭା ସାହୁଙ୍କର କବିତା ସଙ୍କଳନ ଚିତ୍ରିତ ଆୟୁଷ କବୀ ଫନୀ ମହାନ୍ତିଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ସୁରଜନ ପାତ୍ରଙ୍କ ସଂଯୋଜନାରେ ଏବଂ ପ୍ରକାଶକ ରାଜ କିଶୋର…

ମୈତ୍ରେୟୀ ଲେଖିକା ସଙ୍ଗଠନର ଅଷ୍ଟମ ମାସିକ ସାହିତ୍ୟ ଆସର

ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଙ୍ଗଠନର ଅଷ୍ଟମ ମାସିକ ଆଭାସୀ ଆସର ଅନୁଷ୍ଠିତ ହୋଇଯାଇଛି। ସୁନନ୍ଦା ବି ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆସରରେ କବୀ ସୁଷମା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ମାତୃ ଦିବସ ଉପଲକ୍ଷେ ଆୟୋଜିତ କବିତା ଆସରରେ…

ମେଜର ରମା ରମଣ ରମଣ ପାଢ଼ୀଙ୍କ ଦୁଇଟି ଅନୂଦିତ ନାଟକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଏଥେନା ବୁକସ ଦ୍ୱାରା ପ୍ରକାଶିତ ମେଜର ରାମ ରମଣ ପାଢ଼ୀଙ୍କ ହିନ୍ଦୀ ଓ ଇଂରାଜୀ ଭାଷାରେ ଅନୂଦିତ ନାଟକ 'ପାଲଟା ବାଗ' ଓ 'ଦ ମେଟାମୋରଫୋସଡ ଟାଇଗର' ରାଜ ଭବନ ପରିସରରରେ, ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି ।…

ସାହିତ୍ୟ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ : ଜ୍ୟୋତି ରଞ୍ଜନ ମିଶ୍ର

ସାହିତ୍ୟ ଭିତରେ ଜୀବନ ଏବଂ ଜୀବନ ଭିତରେ ଆଧ୍ୟତ୍ମିକତା ଖୋଜୁଥିବା ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଲେଖକ ଜ୍ୟୋତି ରଞ୍ଜନ ମିଶ୍ର। ତଥାକଥିତ ପ୍ରଚାର ପ୍ରସାରଠାରୁ ଯଥା ସମ୍ଭବ ଦୂରରେ ରହି ସେ ବିକଶିତ କରି ଚାଲିଛନ୍ତି ତାଙ୍କର ସର୍ଜନାର କ୍ଷେତ୍ର । ଓଡ଼ିଆ ସାହିତ୍ୟର ଆଦ୍ୟପ୍ରାଣ ପୁରାଣ…

ମଇ ୭ ରେ ପୁରୀରେ ଆୟୋଜିତ ହେବ ‘କବିତାର ପ୍ରତିବାଦ ଓ ଅନାମ କାବ୍ୟ ଆନ୍ଦୋଳନ’କୁ ନେଇ ଜାତୀୟ ବିମର୍ଶ

ଭୁବନେଶ୍ୱର : ପ୍ରଖ୍ୟାତ ଚିତ୍ରକର ସୟଦ୍ ହାଇଦର୍ ରଜାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ‘ରଜା ଫାଉଣ୍ଡେସନ୍‌’, ନୂଆଦିଲ୍ଲୀ ଓ ‘ଧଉଳି ରିଭ୍ୟୁ ଟ୍ରଷ୍ଟ’, ଓଡ଼ିଶାଙ୍କ ମିଳିତ ଆନୁକୂଲ୍ୟରେ ଆସନ୍ତା ମଇ ୭ ତାରିଖ ଦିନ (ଶନିବାର) ପୁରୀ ସ୍ଥିତ ‘ସଂସ୍କୃତି ଭବନ’ ପରିସରରେ ‘କବିତାର ପ୍ରତିବାଦ ଓ ଅନାମ…

ଲକ୍ଷ୍ମୀପ୍ରିୟା ଓଝାଙ୍କର ପ୍ରଥମ କବିତା ସଙ୍କଳନ ‘ପଛରୁ ଡାକନି ମୋତେ’ ଉନ୍ମୋଚିତ

ଭୁବନେଶ୍ୱର : ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ ବରୋଦା, ଗୁଜରାଟ ଆନୁକୂଲ୍ୟରେ ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କବୀ ଲକ୍ଷ୍ମୀପ୍ରିୟା ଓଝାଙ୍କର ପ୍ରଥମ କବିତା ସଙ୍କଳନ "ପଛରୁ ଡାକନି ମୋତେ " ଉନ୍ମୋଚିତ ହୋଇଯାଇଛି ଏହି ଉତ୍ସବରେ ମନ୍ତ୍ରୀ ଅଶୋକ…

ମନୋରଞ୍ଜନ ହୋତା ‘ଓଡ଼ିଆ ଗୀତିକବି ସମାଜ ସମ୍ମାନ’ରେ ସମ୍ମାନିତ

କଟକ : ଓଡ଼ିଆ ଗୀତିକବି ସମାଜର ୨୯ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଶତାଦ୍ଦୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରର ବିଶିଷ୍ଟ ଗୀତିକାର ମନୋରଞ୍ଜନ ହୋତାଙ୍କୁ 'ଓଡ଼ିଆ ଗୀତିକବି ସମାଜ ସମ୍ମାନ'ରେ ସମ୍ମାନିତ କରାଯାଇଛି। ଏହା ସହ ସମାଜ ପକ୍ଷରୁ ସ୍ମରଣୀକା -୨୦୨୧କୁ ମଧ୍ୟ ଉନ୍ମୋଚନ କରାଯାଇଛି…