Latest Odisha News
Browsing Tag

Literature

ଜାନକୀ ଦାସଙ୍କ ତୃତୀୟ ଗୀତି କବିତା ସଙ୍କଳନ ‘ବିଦୀର୍ଣ୍ଣ ହୃଦୟ ‘ ଉନ୍ମୋଚିତ

ପୁରୀ : ଅଗ୍ରଣୀ ସାହିତ୍ୟ ପରିଷଦ 'ଶନିବାର ସାହିତ୍ୟ ସନ୍ଧ୍ୟା ସଂସଦ' ଆନୁକୂଲ୍ୟରେ କବି ଜାନକୀ ଦାସଙ୍କ ତୃତୀୟ ଗୀତି କବିତା ସଙ୍କଳନ 'ବିଦୀର୍ଣ୍ଣ ହୃଦୟ ' ଉନ୍ମୋଚିତ ହୋଇଯାଇଛି । ଉମାକାନ୍ତ ମହାପାତ୍ରଙ୍କ ପ୍ରାରମ୍ଭିକ ବକ୍ତବ୍ୟ ସହ ଆରମ୍ଭ ହୋଇଥିବା ଏହି ସାରସ୍ୱତ ସଭାରେ, ସଂସଦର ସଭାପତି…

ଦିଲ୍ଲୀ ଓଡ଼ିଆ ଲେଖିକା ସଂସଦର ବାର୍ଷିକ ଉତ୍ସବ

ନୂଆଦିଲ୍ଲୀ : ଓଡ଼ିଆ ଲେଖିକା ସଂସଦ (ଡଲ୍‍ସ)ର ପଞ୍ଚମ ବାର୍ଷିକ ମହୋତ୍ସବ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ଦେଶର ବହୁ ସାହିତ୍ୟିକ ଯୋଗ ଦେଇଥିଲେ। ସଂସଦର ସଭାନେତ୍ରୀ ଅନୀତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକା ବନଜ…

ଏପ୍ରିଲ ୨୩ରେ ଆୟୋଜିତ ହେବ ଶରତ ସନ୍ଧ୍ୟା ୨୦୨୨

ଭୁବନେଶ୍ୱର : ପ୍ରସିଦ୍ଧ କବି ଓ ଗୀତିକାର ଶରତ କୁମାର ଦାଶଙ୍କ ସୃଷ୍ଟିକୁ ନେଇ ଆୟୋଜିତ ହେଉଥିବା ‘ଶରତ ସଂଧ୍ୟା’ ଉତ୍ସବ ଆସନ୍ତା ୨୩ ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ତଥା ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି ।…

ଗଗନେନ୍ଦ୍ର ନାଥ ଦାଶଙ୍କ ‘ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି’ ପୁସ୍ତକ ପ୍ରକାଶିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଫ୍ରେଣ୍ଡସ୍ ପବ୍ଲିଶର୍ସ, କଟକ ପକ୍ଷରୁ ସାହିତ୍ୟ ସମାଲୋଚକ ଓ ଭାଷାବିଜ୍ଞାନୀ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶଙ୍କ ସମାଲୋଚନାମୂଳକ ପୁସ୍ତକ 'ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି : ବୀକ୍ଷା ଓ ସମୀକ୍ଷା' ପୁସ୍ତକ ପ୍ରକାଶ ପାଇଛି । ଓଡ଼ିଆ ଅସ୍ମିତା ବିଚାର,…

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ ପଞ୍ଚମ ଭାଗ’ କବି ଭୀମ ଭୋଇଙ୍କର ମୌଳିକତା ସମ୍ପର୍କରେ ଯୁକ୍ତି କଲାବେଳେ ହର ପ୍ରସାଦ ଉଲ୍ଲେଖ କରନ୍ତି କେତେ ମାତ୍ରାରେ ଆଧୁନିକତାର କାବ୍ୟ ପରମ୍ପରା ସହ ଭୀମ ଭୋଇ ସମ୍ପର୍କିତ । ଏ ପ୍ରସଙ୍ଗରେ ଆଲୋଚନା କଲା ବେଳେ ସେ କବିବର ରାଧାନାଥ…

ମୈତ୍ରେୟୀ ଲେଖିକା ସଙ୍ଗଠନର ସପ୍ତମ ମାସିକ ସାହିତ୍ୟ ଆସର

ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଙ୍ଗଠନ ପକ୍ଷରୁ ' ମୋ ବର୍ଣ୍ଣବୋଧ' ବିଷୟକୁ ନେଇ ଚଳିତ ବର୍ଷର ସପ୍ତମ ମାସିକ ସାହିତ୍ୟ ଆସର ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ନିବେଦିତା ନନ୍ଦଙ୍କ ଉତ୍କଳ ବନ୍ଦନା 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତ ପରିବେଷଣ ପରେ, ସ୍ୱପ୍ନା ବେହେରାଙ୍କ ସଭାପତିତ୍ବରେ…

ତିନି ଶହ ରାମାୟଣ (୫)

ମୂଳ ରଚନା  : ଏ. କେ. ରାମାନୁଜନ୍  ଅନୁବାଦ ଚିନ୍ତା ଏପରି କହିବା ବୋଧହୁଏ ଅତିଶୟୋକ୍ତି ପରି ଲାଗିପାରେ । ମୁଁ ଏହାକୁ ଟିକେ ଭିନ୍ନ ଭାବରେ କହିବି, ଯାହାଫଳରେ ଗ୍ରନ୍ଥମାନଙ୍କ ମଧ୍ୟରେ ପ୍ରଭେଦ ତଥା ସେମାନଙ୍କ ଭିତରେ ଥିବା ସମ୍ପର୍କ, ଏ ଉଭୟ ବିଷୟରେ ଆଲୋଚନା କରିହେବ । କାରଣ ସେମାନେ…

ରଞ୍ଜନ ପ୍ରଧାନ ପାଇବେ ‘ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ଉପନ୍ୟାସ’ ପୁରସ୍କାର

ଭୁବନେଶ୍ୱର : ଲେଖକ ରଞ୍ଜନ ପ୍ରଧାନଙ୍କ ଚଳିତ ବର୍ଷ ପାଇଁ 'ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ଉପନ୍ୟାସ ପୁରସ୍କାର' ପାଇବେ ବୋଲି ପ୍ରତିଭା ରାୟ ଟ୍ରଷ୍ଟ ଏବଂ ଆଦ୍ୟ ପ୍ରକାଶନୀ ପକ୍ଷରୁ ସୂଚନା ଦିଆଯାଇଛି। ପୁରସ୍କାର ସ୍ୱରୂପ ଶ୍ରୀ ପ୍ରଧାନଙ୍କୁ ମାନପତ୍ର, ସ୍ମାରକୀ, ଉତ୍ତରୀୟ ଏବଂ ପଚାଶ ହଜାର ହଜାର…

କୋଣାର୍କ ଓଡ଼ିଶା ପରିବାରର ସପ୍ତମ ବାର୍ଷିକ ସାହିତ୍ୟ ଉତ୍ସବ

ଭୁବନେଶ୍ୱର : କୋଣାର୍କ ଓଡ଼ିଶା ପରିବାରର ସପ୍ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଆୟୋଜିତ ହୋଇଯାଇଛି । ଲେଫଟାଣ୍ଟ ଜେନେରାଲ ନାରାୟଣ ମହାନ୍ତି ଏହି ଉତ୍ସବକୁ ଉଦଘାଟନ କରିଥିଲେ । ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶୁଚିସ୍ମିତା ପୃଷ୍ଟିଙ୍କୁ ଅରୁଣ…

‘ଶୁଭପଲ୍ଲବ ଶିଶୁ ରାଇଜ’ର ଦ୍ଵିତୀୟ ସଂସ୍କରଣ ଉନ୍ମୋଚିତ

ଭଦ୍ରକ : ଶିଶୁ କିଶୋରେ ପତ୍ରିକା 'ଶୁଭପଲ୍ଲବ ଶିଶୁ ରାଇଜ'ର ଦ୍ଵିତୀୟ ସଂସ୍କରଣ ଆଭାସୀ ମାଧ୍ୟମରେ ଉନ୍ମୋଚିତ ହୋଇଯାଇଛି । ଏହି ପତ୍ରିକାରେ କୁନି କୁନି ପିଲାମାନଙ୍କ ପାଇଁ ବିଭିନ୍ନ ଗପ ଓ କବିତା ସହ ପିଲାମାନଙ୍କ ଦ୍ୱାରା ଅଙ୍କନ କରାଯାଇଥିବା ବିଭିନ୍ନ ଚିତ୍ରାଙ୍କନ ସ୍ଥାନିତ ହୋଇଛି । ଏହି…