ବିନା ଗ୍ୟାରେଣ୍ଟିରେ ୮୦ହଜାର ଋଣ ଦେଉଛନ୍ତି ସରକାର , କେବଳ ଗୋଟିଏ ଡକ୍ୟୁମେଣ୍ଟ ଆବଶ୍ୟକ
ନୂଆଦିଲ୍ଲୀ: ଯଦି ଆପଣ ନିଜର ଛୋଟ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ମୋଦୀ ସରକାର ଏକ ସ୍ୱତନ୍ତ୍ର ଯୋଜନା ଆଣିଛନ୍ତି , ଯାହା ଦ୍ବାରା ତିନୋଟି କିସ୍ତିରେ ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ | ବିଶେଷ କଥା ହେଉଛି ବିନା…