Latest Odisha News
Browsing Tag

Lockdown

ଜାଣନ୍ତୁ କେଉଁ ଦେଶ ବୟସ୍କଙ୍କ ବଦଳରେ ଛୋଟ ପିଲାଙ୍କ ପାଇଁ ଲକ୍‌-ଡାଉନ୍ ଖୋଲିଲା ?

ସ୍ପେନ୍‌: ଆଗାମୀ ସପ୍ତାହରେ ଛୋଟ ପିଲାଙ୍କ ପାଇଁ ସ୍ପେନ ଖୋଲିବ କରୋନା ଲକ୍‌-ଡାଉନ୍ । ତାଲା ବନ୍ଦରେ ଛୋଟ ପିଲାଙ୍କ ପ୍ରତି ଅନ୍ୟାୟ ହେଉଥିବା ନେଇ ସରକାରଙ୍କୁ କଡା ସମାଲୋଚନାର ଶିକାର ହେବାକୁ ପଡିଥିଲା । ମଙ୍ଗଳବାର ସ୍ୱାସ୍ଥ୍ୟମନ୍ତ୍ରୀ ସାଲ୍‌ଭାଡୋର୍ ଇଲା ବୟସ୍କଙ୍କ ବଦଳରେ ଛୋଟ ପିଲାଙ୍କ…

କରୋନା ଲକ୍‌-ଡାଉନ୍‌; ଲୋକଙ୍କ ଭୋକ ମେଣ୍ଟାଇବାକୁ ଜମି ବିକିଲେ ୨ ଭାଇ !

କର୍ଣ୍ଣାଟକ: କରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍‌-ଡାଉନ୍ ଘୋଷଣା କରିଥିଲେ । ଏପରି ସ୍ଥିତିରେ କୋଲାରର ଦୁଇ ଭାଇ ତାଜାମୁଲ୍ ଓ ମୁଜାମିଲ୍ ପାସା ଆର୍ଥିକ ସମସ୍ୟା ପାଇଁ ଜମି ବିକି ଅଭାବି ଓ ଅସହାୟ ଲୋକଙ୍କ ଭୋକିଲା ପେଟକୁ ଶାନ୍ତ କରିଥିଲେ । ଲକ୍‌-ଡାଉନ୍ ସମୟରେ କାମ ଓ…

ଲକ୍‌ଡ଼ାଉନ ୨.୦: ସକାଳ ୮ଟାରୁ ଦିନ ୨ଟା ଯାଏଁ ଖୋଲା ରହିବ ବ୍ୟାଙ୍କ୍‌

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ପରାମର୍ଶ କ୍ରମେ ଓଡ଼ିଶାର ସମସ୍ତ ବ୍ୟାଙ୍କ ଏହି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡ଼ାଉନ ସମୟରେ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବା ନେଇ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି) ନିଷ୍ପତ୍ତି ଗ୍ରହଣ କରିଛି । ଏହି ସମୟ ମଧ୍ୟରେ…

ଲକ୍‌-ଡାଉନ୍‌ରେ କୂଅ ଖୋଳିପକାଇଲେ ଦମ୍ପତ୍ତି !

ମହାରାଷ୍ଟ୍ର: ମାତ୍ର ୨୧ଦିନରେ ୨୫ ଫୁଟର କୂଅ ଖୋଳିଲେ ଦୁଇ ଜଣ । ଶୁଣିବାକୁ ଅବିଶ୍ୱାସ ଲାଗୁଥିଲେ ବି ମହାରାଷ୍ଟ୍ରରେ ସାମ୍ନାକୁ ଆସିଛି ଏପରି ଏକ ଅନନ୍ୟ ଘଟଣା । ପାଣି ସମସ୍ୟାକୁ ଦୂର କରିବା ପାଇଁ ଏକ ଦମ୍ପତ୍ତି କେବଳ ହାତ ଉପକରଣରେ ଏପରି କାରନାମା କରିଦେଖାଇଛନ୍ତି । Maharashtra:…

ଅଘଟଣ ଘଟାଇବା ନେଇ ନକ୍ସଲଙ୍କର ଯୋଜନା ପଣ୍ଡ

ଦାନ୍ତେୱାଡା: ଲକ୍‌ଡାଉନ ସମୟରେ ନକ୍ସଲମାନେ କିଛି ଗୋଟେ ବଡ ଅଘଟଣ ଘଟାଇବା ନେଇ ଯୋଜନା କରୁଥିବା ବେଳେ ଏହାର ପର୍ଦ୍ଦାପାଶ ହୋଇଛି । ଦାନ୍ତେୱାଡା-କଟେକଲ୍ୟାଣ ମାର୍ଗର ଗାଟମ ନିକଟବର୍ତ୍ତୀ ନକ୍ସଲମାନେ ଏକ ସୁଡଙ୍ଗ ଖୋଳିଥିବା ନେଇ ସୂଚନା ମିଳିଥିଲା । ଡିଆରଜି ଯବାନମାନେ ଘଟଣା ସ୍ଥଳରେ…

ଆଉ ନାହିଁ ଚିନ୍ତା, ଏବେ ଲକ୍‌-ଡାଉନରେ ହେବ ବିବାହ !

ଭୁବନେଶ୍ୱର: କରୋନା ଲକ୍‌-ଡାଉନ୍ ପରେ ଅନେକ ଲୋକ ନିର୍ଦ୍ଧାରିତ ବିବାହ ତାରିଖକୁ ନେଇ ଚିନ୍ତାରେ ପଡିଛନ୍ତି । ହେଲେ ଆଉ ବ୍ୟସ୍ତ ହୁଅନ୍ତୁନି ସରକାରୀ ନିୟମ ଅଧିନରେ ବି ଏବେ ହୋଇପାରିବ ବାହାଘର । କରୋନାଭାଇରସ, ସାମାଜିକ ଦୂରତ୍ୱ ଓ ସାମୁହିକ ଉତ୍ସବ ଭଳି ତିନୋଟି ଶବ୍ଦକୁ ନେଇ ବିଚଳିତ ବିବାହ…

କଳିକାଳ ପରେ ମହା କଳିକାଳ: କରୋନା କରାଳ…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏବେ ମହାକଳିକାଳ ସମାଗତ । ଯେଉଁ ଅନାଗତ ଅବତାର କଳ୍‌କୀ ବୃତାନ୍ତ ଆମେ ସବୁ ଏଯାବତ୍ ଶୁଣିଆସିଥିଲେ- ଏ ଅବତାର ଏବେ ପ୍ରତ୍ୟେକ ବିବେକି ମଣିଷ ମଧ୍ୟରେ କାୟା ପ୍ରବେଶ କରିସାରିଲାଣି । ଏ ଅପ୍ରକଟ କଳ୍‌କୀର ଆୟୁଧ ଆଉ ବାରହାତୀ ଖଣ୍ଡା ନୁହଁ, ବରଂ…

ଲକ୍‌-ଡାଉନରେ ମହଙ୍ଗା ପଡିଲା ଜନ୍ମଦିନ ପାଳନ, ବାନ୍ଧିନେଲା ପୋଲିସ !

ଉତ୍ତରପ୍ରଦେଶ: ମହଙ୍ଗା ପଡିଲା ଲକ୍‌-ଡାଉନରେ ଜନ୍ମଦିନ ପାଳନ ଉତ୍ସବ । ଉତ୍ତରପ୍ରଦେଶର ଗୋରଖପୁରଠାରେ ପୁଅର ଜନ୍ମଦିନ ଉତ୍ସବ ଆୟୋଜନ କରି ପୋଲିସ ହାତରେ ଗିରଫ ହେଲା ବାପା । ଗୁରୁବାର ନିଜ ଘର ଅଗଣାରେ ୧୦ ବର୍ଷର ପୁଅ ପାଇଁ ଜନ୍ମଦିନର ଆୟୋଜନ କରିଥିଲେ ଜଣେ ବ୍ୟବସାୟୀ । ଜନ୍ମଦିନ ଉତ୍ସବକୁ…

ଲକ୍‌-ଡାଉନ୍ ଭଙ୍ଗ; ମାଡ ବଦଳରେ ମିଳୁଛି ଯୋଗାସନ ଦଣ୍ଡ !

ମହାରାଷ୍ଟ୍ର: ଲକ୍‌-ଡାଉନ୍ ଭାଙ୍ଗି ସକାଳେ କରୁଥିଲେ ପ୍ରାତଃ ଭ୍ରମଣ । ଧରାପଡିଥିଲେ ପୋଲିସ ହାତରେ । ହେଲେ ମାଡ ବଦଳରେ ଦଣ୍ଡ ସ୍ୱରୂପ ମିଳିଥିଲା ଯୋଗାସନ କରିବା ପାଇଁ ନିର୍ଦ୍ଦେଶ । ପୁଣେ ପୋଲିସର ଏପରି ପଦକ୍ଷେପ ସାରା ଭାରତରେ ଚର୍ଚ୍ଚା ସାଉଣ୍ଟିଛି । #WATCH Maharashtra: Police…

କରୋନା ଲକ୍‌-ଡାଉନ୍‌; ବିବାହ ପାଇଁ ରାତିରେ ଖୋଲିଲା ମାଜିଷ୍ଟ୍ରେଟ୍ କୋର୍ଟ !

ହରିୟାଣା : ଲକ୍ –ଡାଉନରେ ବିବାହ ପାଇଁ ରାତିରେ ଖୋଲିଲା ହରିୟାଣାର ରୋହତକ ଜିଲ୍ଲା ମାଜିଷ୍ଟ୍ରେଟ୍ କୋର୍ଟ । ସ୍ପେଶାଲ ମ୍ୟାରେଜ ଆକ୍ଟ ଅଧିନରେ ମେକ୍ସିକାନ ପ୍ରେମିକାକୁ ବିବାହ କଲେ ଭାରତୀୟ ପ୍ରେମିକ । Haryana: Niranjan Kashyap from Rohtak married Dana, a Mexican national…