Latest Odisha News

BREAKING NEWS

Browsing Tag

Lockdown

ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିବେ ଭାରତ ସରକାର

ନୂଆଦିଲ୍ଲୀ: ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ପର୍ଯ୍ୟାୟକ୍ରମେ ଫେରାଇ ଆଣିବା ଲାଗି ସୁବିଧା ପ୍ରଦାନ କରିବା ପ୍ରସ୍ତାବକୁ ଭାରତ ସରକାର ମଞ୍ଜୁର କରିଛନ୍ତି। ସେମାନଙ୍କୁ ଫେରାଇ ଆଣିବାର ପ୍ରକ୍ରିୟା ବିମାନ କିମ୍ବା ନୌସେନା ଜାହାଜ ଜରିଆରେ କରାଯିବ। ଏ ସମ୍ପର୍କରେ ଏକ ମାନକ ପରିଚାଳନା…

ମଦ ଲାଗି ଛକାପଞ୍ଝା: ପ୍ରଥମ ଦିନ କର୍ଣ୍ଣାଟକରେ ୪୫ କୋଟି ଟଙ୍କାର ମଦବିକ୍ରି !

ବେଙ୍ଗାଲୁରୁ: ଅଦ୍ୟାବଧି ଲକ୍‌ଡ଼ାଉନ୍ ଜାରି ଥିବାବେଳେ ମଦ ଲାଗି ଗ୍ରାହକମାନଙ୍କ ଭିତରେ ଛକାପଞ୍ଝା ଦେଖିବାକୁ ମିଳିଛି । ଲକ୍‌ଡ଼ାଉନ୍ ୩.୦ରେ କେନ୍ଦ୍ରସରକାର ଅଣ-କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ପୁନର୍ବାର ମଦ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । ସାରା ଦେଶରେ ଆରମ୍ଭ ହୋଇଛି…

କରୋନା ଆତଙ୍କ: ବସ୍ ଯୋଗେ ସୁରଟରୁ ଯାଜପୁର ଫେରିଲେ ୧୦୫ ପ୍ରବାସୀ ଓଡ଼ିଆ

ଯାଜପୁର: ଆଜି ଯାଜପୁର ଫେରିଲେ ସୁରଟରୁ ପ୍ରବାସୀ ଓଡ଼ିଆ । ଗୁଜରାଟର ସୁରତରୁ ବସରେ ଯାଜପୁର ଜିଲ୍ଲାକୁ ଫେରିଛନ୍ତି ୧୦୫ଜଣ ପ୍ରବାସୀ ଓଡ଼ିଆ । ମିଳିଥିବା ସୂଚନାନୁଯାୟୀ,  ଆଜି ସକାଳେ ସେମାନେ ୨ଟି ବସରେ ଜିଲ୍ଲାର ପ୍ରବେଶ ପଥ ଛତିଆରେ ପହଁଚିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସେଠାରେ…

ଦେଶବାସୀଙ୍କ ସହ ‘ଫେସବୁକ ଲାଇଭ’ରେ ଭାବ ବିନିମୟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଫେସବୁକ୍‍ ଲାଇଭ ଯୋଗେ ଦେଶବାସୀ ତଥା ବିଶେଷ କରି ଓଡ଼ିଶାର ଜନସାଧାରଣଙ୍କ ସହ ଭାବ ବିନିମୟ କରିଛନ୍ତି । ଏହି ଆଲୋଚନା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପ୍ରଧାନ ବିଭିନ୍ନ ଲୋକଙ୍କ…

କୋଭିଡ-୧୯ ସମୟରେ ଜନସାଧାରଣଙ୍କ ସହାୟତା ଲାଗି ଦେଶବ୍ୟାପୀ ସ୍ଥାନୀୟ ପ୍ରଶାସନର ପଦକ୍ଷେପ ଜାରି

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ସଂକ୍ରମଣ ନିରାକରଣ ନିମନ୍ତେ ସାରା ଦେଶରେ ରାଜ୍ୟ, ଜିଲ୍ଲା ଓ ପଞ୍ଚାୟତସ୍ତରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିରନ୍ତର ପ୍ରୟାସ କରାଯାଉଛି। ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଗ୍ରାମ ପଞ୍ଚାୟତଗୁଡ଼ିକ ସହିତ…

ଭଦ୍ରକ ଜିଲ୍ଲାରେ ଲକ୍‌ଡ଼ାଉନ ନେଇ ପ୍ରଶାସନ ପକ୍ଷରୁ ନୂଆ ଗାଇଡ଼ଲାଇନ୍ ଜାରି

ଭଦ୍ରକ: ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍‌ଡ଼ାଉନ ନିମନ୍ତେ ନୂଆ ଗାଇଡ଼ଲାଇନ୍ ଜାରି ହୋଇଛି । ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏହି ଗାଇଡ଼ଲାଇନ୍ ଅନୁଯାୟୀ ଜନସାଧାରଣଙ୍କୁ ଅତ୍ୟାବଶ୍ୟକୀୟ ସେବା ଉପଲବ୍ଧ କରାଇବା ଲକ୍ଷ୍ୟ ନେଇ କେତେକ ହୋମ ସର୍ଭିସକୁ ସେବା ଅନୁମତି ପ୍ରଦାନ…

ସାବାସ୍ ଶୁଭଶ୍ରୀ; ଲକ୍‌ଡାଉନରେ ଅସହାୟ ବୃଦ୍ଧାଙ୍କୁ ଖୁଆଇଲେ ମହିଳା ପୋଲିସ୍ !

ମାଲକାନଗିରି: ଗର୍ବ କରୁଛି ଆଜି ମାଲକାନଗିରି ତାଙ୍କର ମଣିଷପଣିଆକୁ ନେଇ, ସଲାମ କରୁଛି ତାଙ୍କ କର୍ତ୍ତବ୍ୟବୋଧତା ମାନବିକତା ପାଇଁ । ସୋସିଆଲ ମିଡ଼ିଆରେ ଘୁରି ଘୁରି ପ୍ରଶଂସା ସାଉଁଟୁଥିବା ଦେଶ ଭକ୍ତିର ଓ ମହିଳା ପୋଲିସ ଜନଙ୍କର ମାନବିକତା ର ରଙ୍ଗ କେତେ ଗାଢ଼ ।  ମାଲକାନଗିରି ମହିଳା…

ମହାମାରୀ ସଙ୍କଟରେ କେତେଦୂର ସଫଳ ହେବ ଦୂରଶିକ୍ଷା ?

ଆନୁଷ୍ଠାନିକ ଶିକ୍ଷା ସବୁ ଯୁଗରେ ଓ ସବୁ ଦେଶରେ ଗୁରୁ-ଶିଷ୍ୟ ବା ଶିକ୍ଷକ-ଛାତ୍ର, ଛାତ୍ରୀଙ୍କ ମଧ୍ୟରେ ମୁକ୍ତ ପ୍ରାଙ୍ଗଣେର କିମ୍ବା ଶ୍ରେଣୀଗୃହରେ ପାଠ୍ୟକ୍ରମର ସିଧାସଳଖ ବିନିମୟ ମାଧ୍ୟମରେ ସମାହିତ ହୋଇଥାଏ| ଏପରିକି କର୍ମଭିତ୍ତିକ ଶିକ୍ଷା ମଧ୍ୟ ଗୁରୁଙ୍କ ନିର୍ଦ୍ଦେଶନାରେ ଅଥବା ସହାୟତାରେ…

ବାହାର ରାଜ୍ୟରୁ ଓଡିଶାକୁ ଫେରିବାକୁ ଚାହୁଁଥିବା ଲୋକଙ୍କ ପଂଜୀକରଣ ଆରମ୍ଭ, ଜାଣନ୍ତୁ କେମିତି ଓ କେଉଁଠି ହେବ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ ଶେଷ ହେବାକୁ ଥିବା ବେଳେ ବାହାର ରାଜ୍ୟରୁ ଓଡିଶାକୁ ଫେରିବାକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ବାଧ୍ୟତାମୂଳକ ଅନଲାଇନ ପଂଜୀକରଣ ଆଜିଠାରୁ ଆରମ୍ଭ ହୋଇଛି । covid19.odisha.gov.in ଅନଲାଇନ ପୋଟାଲରେ ପଂଜୀକରଣ କଲା ପରେ ହିଁ ଓଡିଶା…

କରୋନା ଲକ୍‌ଡାଉନରେ ଚାଲିଥିଲା ଜୋର୍‌ଦାର୍ ମଦ ବେପାର; ୪୩ ଗିରଫ

ଅନୁଗୋଳ - ଅନୁଗୋଳ ସହର ଉପକଣ୍ଠ କରଡାଗାଡିଆରେ ଥିବା ଏକ ଦେଶୀ ମଦ ଭାଟି ଉପରେ ଅନୁଗୋଳ ପୋଲିସ ଚଢାଉ କରି ବିପୁଳ ପରିମାଣରେ ମଦ ଜବତ କରିଛି । ଆଉ ଲକଡାଉନ ସମୟରେ ଏହି ବେଆଇନ ମଦ କାରବାର କରୁଥିବା ଅଭିଯୋଗରେ ଅନୁଗୋଳର ପ୍ରତିଷ୍ଠିତ ମଦ ବ୍ୟବସାୟୀ ବିକ୍ରମ କିଶୋର ସାହୁଙ୍କ ସମେତ ୪୩ ଜଣଙ୍କୁ…