Latest Odisha News

BREAKING NEWS

Browsing Tag

Lockdown

କରୋନା ଅପଡେଟ୍‌; ୪୮ ଘଣ୍ଟା ପାଇଁ ଖୋଲିବନି ଭୁବନେଶ୍ୱର ଓ ଭଦ୍ରକ ସହର !

ଭୁବନେଶ୍ୱର: ଆଜିଠୁ ସମ୍ପୁର୍ଣ୍ଣ ଲକ୍‌-ଡାଉନ୍ ହେବ ଭୁବନେଶ୍ୱର ଓ ଭଦ୍ରକ । ବର୍ତ୍ତମାନ ସୁଦ୍ଧା ୫ଟି କରୋନା ପଜିଟିଭ ରୋଗୀ ଓଡିଶାରେ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ନେଇଛନ୍ତି ଏପରି ପଦକ୍ଷେପ । Live Press Briefing by Chief Secretary, Odisha on #Covid19 @Secychief…

ଲକ୍‌-ଡାଉନ୍ ଅପଡେଟ୍‌: ନିଲମ୍ବିତ ହେଲେ ଦୁଇ ଦିଲ୍ଲୀ ଆଇଏଏସ୍ ଅଫିସର !

ନୂଆଦିଲ୍ଲୀ: ରବିବାର ଦୁଇ ବରିଷ୍ଠ ଦିଲ୍ଲୀ ସରକାରୀ ଅଫିସରଙ୍କୁ ନିଲମ୍ବିତ କରିଛି କେନ୍ଦ୍ର ସରକାର । କରୋନା ମହାମାରୀରେ ନିଜ ଦାୟୀତ୍ୱରେ ଅବହେଳା କରିଥିବାରୁ ଅନ୍ୟ ଦୁଇ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । Initiation of Disciplinary Proceedings against Four…

ଲକ୍‌-ଡାଉନ୍‌ରେ ପୁଅର ଜନ୍ମଦିନ ପାଳିଲେ ହ୍ରିତିକ୍ ରୋଶନ୍‌ !

ମୁମ୍ବାଇ: କରୋନା ମହାମାରୀ ଅନେକ ଫିଲ୍ମର ସୁଟିଂ ଓ ରିଲିଜ ଡେଟ୍‌କୁ ସ୍ଥଗିତ ରଖିଛି । ଆକ୍ଟର ଓ ସେଲିବ୍ରିଟି ମାନେ ସଙ୍ଗରୋଧ ଅବସ୍ଥାରେ ରହିଛନ୍ତି । ହେଲେ ଲକ୍‌-ଡାଉନ୍ ଭଳି ସ୍ଥିତି ହ୍ରିତିକ ରୋଶନଙ୍କର ପୁଅର ଜନ୍ମଦିନ ପାଳନକୁ ଅଟକାଇପାରିନି । #Hrithik shares a glimpse into…

କରୋନାକୁ ବଳିଗଲେ ୧୦ ଅଭିଯୁକ୍ତ; ନାବାଳିକା ସହ ଗଣଦୁଷ୍କର୍ମ !

ନୂଆଦିଲ୍ଲୀ: ଝାଡଖଣ୍ଡର ଡୁମ୍‌କା ଜିଲ୍ଲାରେ ନାବାଳିକା ସହ ଗଣଦୁଷ୍କର୍ମ । ଜଣେ କି ଦୁଇଜଣ ନୁହେଁ ଦଶଦଶଜଣଙ୍କ ସଇତାନୀ ଦିମାଗ ଆଗରେ ହାର୍ ମାନିଥିଲା ନୀରିହ ନାବାଳିକା । Dumka: A 16-yr old girl allegedly raped by 10 accused including her friend to whom she reached…

ଲକ୍‌-ଡାଉନ୍‌: ମୁମ୍ବାଇ ପୋଲିସର ନିଆରା ତରିକା !

ମୁମ୍ବାଇ: କରୋନା ବିରୋଧୀ ଲଢେଇରେ ସାରା ଭାରତରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ମିଳିଛି ମିଳିତ ପ୍ରତିକ୍ରିୟା । ତେବେ ଖାସ କରି ମୁମ୍ବାଇ ପୋଲିସର ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । Love this! Navi #Mumbai police melodiously asking public to stay…

ଲକ୍‌-ଡାଉନ୍ ପ୍ରଭାବ: ପ୍ରଥମେ ଆଣ୍ଠେଇଲେ, ପରେ ଭୁଲ ମାଗିଲେ !

ବଦୌନ (ୟୁ.ପି): ବଦୌନ ସହରର ଏକ ଭିଡିଓ ଭାଇରାଲ୍ ହେବା ପରେ କ୍ଷମା ମାଗିଛି ୟୁ.ପି ପୋଲିସ । ଭିଡିଓରେ ଲକ୍‌-ଡାଉନ୍ ସମୟରେ ଜଣେ ପୋଲିସ ପ୍ରବାସୀ ଶ୍ରମିକଙ୍କୁ ଆଣ୍ଠେଇଆଣ୍ଠେଇ ଚାଲିବାକୁ ବାଧ୍ୟ କରିଥିଲେ । #WATCH Incident of police brutality in Badaun where policemen make…

ଲକ୍‌-ଡାଉନ୍ କୋହଳ: ଚଳାଚଳ କରିବ ପଣ୍ୟବାହୀ ଟ୍ରକ୍‌, ଖୋଲା ରହିବ ଢାବା

ଭୁବନେଶ୍ୱର: ଲକ୍‌-ଡାଉନରେ ଜାତୀୟ ତଥା ରାଜ୍ୟ ରାଜପଥ ପାଖ ଢାବା, ଗ୍ୟାରେଜ ଓ ସ୍ପେୟାର ପାର୍ଟସ ଦୋକାନ ଖୋଲା ରହିବ । ସେହିପରି ପଣ୍ୟବାହୀ ଯାନ ଅବାଧରେ ଚଳାଚଳ କରିବାକୁ ଓଡିଶା ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଏକ ଚିଠି ଜରିଆରେ ନିର୍ଦ୍ଦେଶନାମା ଜାରି…

ବେଙ୍ଗାଲୁରୁ ଲକ୍‌-ଡାଉନ୍‌: ପ୍ରଥମେ ଗିରଫ, ପରେ ଗୁଳିମାଡ !

ବେଙ୍ଗାଲୁରୁ: ବେଙ୍ଗାଲୁରୁ ପୋଲିସ ଗୁଳିରେ ଆହତ ୨୬ ବର୍ଷୀୟ ଯୁବକ । ପ୍ରଥମେ ଲକ୍‌-ଡାଉନରେ ଗିରଫଦାରୀ, ପରେ ପୋଲିସକୁ ନାଲି ଆଖି । ଖସି ଚାଲିଯିବାକୁ ଉଦ୍ୟମ ବେଳେ ପୋଲିସ ଗୁଳିମାଡରେ ଅଭିଯୁକ୍ତ ଆହତ । ଅଭିଯୁକ୍ତ ତେଜୁଦ୍ଦିନ୍ । ଲକ୍‌-ଡାଉନ୍‌ରେ ନିଜ ସାଥିମାନଙ୍କ ସହ କରୁଥିଲା ବାଇକ୍…

ଲକ୍‌-ଡାଉନ୍ ନିର୍ଦ୍ଦେଶ ଭାଙ୍ଗି ଗିରଫ ଆତ୍ମଘୋଷିତ ଗୁରୁମା !

ଦେଓରିଆ(ୟୁପି): ସରକାରଙ୍କ ଲକ୍‌-ଡାଉନ୍ ନିର୍ଦ୍ଦେଶ ଭାଙ୍ଗି ପୋଲିସ ହାତରେ ଗିରଫ ଆତ୍ମଘୋଷିତ ଗୁରୁମା । ଦେଓରିଆ(ୟୁ.ପି)ରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । A perspective on how tough it is for @Uppolice to enforce…

ଦେଶବ୍ୟାପୀ ଲକ୍‌-ଡାଉନ୍‌, ବନ୍ଦ ହେବନି ଇଣ୍ଡିଆନ୍ ଷ୍ଟକ୍ ମାର୍କେଟ୍ !

ନୂଆଦିଲ୍ଲୀ: ସାରା ଦେଶରେ ଲକ୍‌-ଡାଉନ୍ । ହେଲେ ସବୁଦିନ ଭଳି କାର୍ଯ୍ୟକ୍ଷମ ରହିବ ଇଣ୍ଡିଆନ୍ ଷ୍ଟକ୍ ମାର୍କେଟ୍ । ସାରା ଦେଶରେ କରୋନାଭାଇରସ୍ ର ମହାମାରୀ ଦେଖିବାକୁ ମିଳିଛି । ସ୍କୁଲ, କଲେଜଠୁ ଆରମ୍ଭ କରି ଅନେକ ବେସରକାରୀ ଓ ସରକାରୀ ସଂସ୍ଥା ଲକ୍‌-ଡାଉନ୍ ନିର୍ଦ୍ଦେଶକୁ ପାଳନ କରୁଛନ୍ତି ।…