Latest Odisha News

BREAKING NEWS

Browsing Tag

Lockdown

ଆଜି ମଧ୍ୟପ୍ରଦେଶର ଏହି ତିନୋଟି ସହର ଲକ୍‌ଡାଉନ୍‌

ଭୋପାଳ: ଆଜି ମଧ୍ୟ ପ୍ରଦେଶରେ ଲକଡାଉନ୍। ଗୋଟିଏ ବର୍ଷ ପରେ ଆଜି ମଧ୍ୟପ୍ରଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଆଜି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସମେତ ତିନୋଟି ସହରରେ କରୋନା ଦ୍ରୁତ ଗତିରେ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଗୋଟିଏ ଦିନିଆ ଲକ୍‌ଡାଉନ୍‌ ଜାରି କରାଯାଇଛି। ମଧ୍ୟପ୍ରଦେଶର…

ଆଜିଠାରୁ ସାତଦିନ ପାଇଁ ନାଗପୁର ଲକ୍‌ଡାଉନ

ନାଗପୁର: ନାଗପୁରରେ ଆଜିଠାରୁ ଏକ ସପ୍ତାହ ଧରି ଲକ୍‌ଡାଉନ୍‌ ଜାରି କରାଯାଇଛି। ପୋଲିସ ଅଧିକାରୀଙ୍କ ଅନୁଯାୟୀ ନାଗପୁରର ସୀମାକୁ ସିଲ୍ କରାଯାଇଛି ଏବଂ ଲକଡାଉନ୍ ଉଲ୍ଲଂଘନକାରୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନାଗପୁର ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି ଯେ…

ଚିନ୍ତା ବଢ଼ାଉଛି ସଂକ୍ରମଣ, ମହାରାଷ୍ଟ୍ରର ୮ ଜିଲ୍ଲାରେ ଲକଡାଉନ୍

ମୁମ୍ବାଇ: ଦେଶରେ କେତେକ ରାଜ୍ୟରେ କରୋନା ସଂକ୍ରମଣ ପୁଣି ପୂର୍ବ ଭଳି ବଢ଼ି ଚାଲିଛି । ଏହି ତାଲିକାରେ ସବୁଠୁ ଆଗରେ ମହାରାଷ୍ଟ୍ର ଓ କେରଳ ଅଛନ୍ତି । ସଂକ୍ରମଣ ମାମଲା ବଢ଼ୁଥିବାରୁ ପୁଣି ଚିନ୍ତା ବଢ଼ିଛି । ମହାରାଷ୍ଟ୍ରରେ ସଂକ୍ରମଣକୁ ରୋକିବା ଲାଗି ଉଦ୍ଧବ ସରକାର ୮ଟି ଜିଲ୍ଲାରେ ସମ୍ପୂର୍ଣ୍ଣ…

ମାର୍ଚ୍ଚ ୩୧ ଯାଏଁ ବଢିଲା ଲକଡାଉନ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବାକୁ ଯାଇ ତାମିଲନାଡୁ ସରକାର ମାର୍ଚ୍ଚ ୩୧ ଯାଏଁ ଲକଡାଉନ ବୃଦ୍ଧି କରିଛନ୍ତି। ହେଲେ ଅଫିସ, ଦୋକାନ, ଶିଳ୍ପ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକରେ କାର୍ଯ୍ୟ ଜାରି ରହିବ। ରାଜ୍ୟ ସରକାର ନୂଆ ନିର୍ଦ୍ଦେଶରେ କରୋନା କଟକଣାକୁ କଡାକଡି ଭାବେ ପାଳନ…

ଫେରିଲା ଲକଡାଉନ୍ : ଆସନ୍ତା ୨୮ ତାରିଖ ଯାଏଁ ମହାରାଷ୍ଟ୍ରରର ଜବତମାଲ୍ ଜିଲ୍ଲା ତାଲାବନ୍ଦ

ମହାରାଷ୍ଟ୍ର: ମହାରାଷ୍ଟ୍ରର ଜବତମାଲ୍ ଜିଲ୍ଲାରେ ପୁଣି ଥରେ ଲକଡାଉନ୍ ଲାଗୁ କରାଯାଇଛି । ଆସନ୍ତା ୨୮ ତାରିଖ ଯାଏଁ ଜିଲ୍ଲାରେ ଲକଡାଉନ୍ ଜାରି ରହିବ । ଜବତମାଲ୍ ଜିଲ୍ଲାରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଦେବେନ୍ଦ୍ର ସିଂହ ଏହି ଘୋଷଣା କରିଛନ୍ତି ।…

ମହାରାଷ୍ଟ୍ର ସରକାରଙ୍କ ଚେତାବନୀ; ରାଜ୍ୟରେ ପୁଣି ହୋଇପାରେ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କରୋନାଭାଇରସ୍ ସଂଖ୍ୟା ଗତ ଦୁଇ ସପ୍ତାହ ମଧ୍ୟରେ ବୃଦ୍ଧି ପାଇଥିବାରୁ ରାଜ୍ୟ ସଭା ତଥା ଲୋକଙ୍କ ଗତିବିଧି ଉପରେ କିଛି ପ୍ରତିବନ୍ଧକ ସୃଷ୍ଟି କରିଛି। ଯଦି ଆବଶ୍ୟକ ଅନୁଭବ ହୁଏ ତେବେ ପୁଣି ଥରେ ଲକ୍‌ଡାଉନ୍‌ ଭଳି ପରିସ୍ଥିିତି ଉପୁଜିବ ବୋଲି ରାଜ୍ୟ ସରକାର ଚେତାବନୀ…

ଲକଡାଉନରେ ୩୫ ପ୍ରତିଶତ ବଢ଼ିଛି ଅରବପତିଙ୍କ ସମ୍ପତ୍ତି: ଅକ୍ସଫାମ

ନୂଆଦିଲ୍ଲୀ: କରୋନା କାଳରେ ଦେଶ ଦେଖିଥିଲା ଭୋକର କରୁଣ ଚିତ୍ର । ଲକଡାଉନରେ ବନ୍ଦୀ ହୋଇଥିବା ଭାରତର ଗରିବ ଲୋକ ମୁଠାଏ ଖାଦ୍ୟ ଖାଇବାକୁ ହାତ ପାତୁଥିଲେ । ଜୀବିକା ଚାଲି ଯାଉଥିଲା, ଜୀବନ ବଞ୍ଚାଇବାକୁ ଘରମୁହାଁ ହେଉଥିଲେ ପ୍ରବାସୀ । ହାତରେ ଟଙ୍କା ନଥିବା ବେଳେ ଅନେକଙ୍କ ପେଟକୁ ମିଳୁ…

ତୃତୀୟ ଲହର ଅତିକ୍ରମ କରି ସାରିଛି ଦିଲ୍ଲୀ, ଆଉ ହେବ ନାହିଁ ଲକଡାଉନ; ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଉଥିବା ସତ୍ତ୍ୱେ ଏଠାରେ ଆଉ ଲକଡାଉନ ହେବନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ ଦାବି କରିଛନ୍ତି। ଦିଲ୍ଲୀରେ ସଂକ୍ରମଣର ତୃତୀୟ ଲହର ସ୍ପର୍ଶ କରି ସାରିଛି। ବର୍ତ୍ତମାନ କେବଳ ମାସ୍କ ପିନ୍ଧିବା ଆବଶ୍ୟକ । ଲକଡାଉନ କରିବାର…

କରୋନା ପୁନଃ ସଂକ୍ରମଣ ମାମଲା ଚିନ୍ତା ବଢାଇଲା; ବ୍ରିଟେନ୍‌ରେ ପୁଣି ଜାରି ହେଲା ଲକ୍‌ଡାଉନ୍‌

ଲଣ୍ଡନ: କରୋନା ଭୂତାଣୁ ପୂନଃ ସଂକ୍ରମଣ ମାମଲା ଏବେ ଲଣ୍ଡନ୍‌ରେ ଚିନ୍ତା ବଢ଼ାଇ ଦେଇଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ଶୁକ୍ରବାର ଠାରୁ ଲଣ୍ଡନ୍‌ର କେତେକ ଜରୁରୀ ସ୍ଥାନରେ କଡା ଲକଡାଉନ୍ ଜାରି କରିଛନ୍ତି। ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ର ୱେଲ୍ସରେ ମଧ୍ୟ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପ୍ରକ୍ରିୟା…

ଦୀର୍ଘ ୭ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶାନ୍ତି ସ୍ତୁପ ଧଉଳି

ଭୁବନେଶ୍ୱର: ଦୀର୍ଘ ୭ ମାସର ବ୍ୟବଧାନ ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶାନ୍ତି ସ୍ତୁପ ଧଉଳି। ରବିବାର ଦିନ ଓଡିଶା ରାଜଧାନୀଠୁ ବାହାରେ ଥିବା ଧଉଳି ପାହାଡ ଉପରେ ଥିବା ଶାନ୍ତି ସ୍ତୁପ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି। ଏହାର ପରିଦର୍ଶନ ସମୟରେ ପର୍ଯ୍ୟଟକ ମାନେ ସମସ୍ତ କୋଭିଡ…