ଦିଲ୍ଲୀରେ ପସିଲେ ପଙ୍ଗପାଳ, ମୁକାବିଲା ପାଇଁ ବସିଲା ଜରୁରୀ ବୈଠକ
ନୂଆଦିଲ୍ଲୀ: ଗୁରୁଗ୍ରାମ ପରେ ଏବେ ଦିଲ୍ଲୀରେ ପସିଲେ ପଙ୍ଗପାଳ । ଏହାକୁ ନେଇ ଦିଲ୍ଲରେ ହାଇ ଆଲର୍ଟ ଜାରି ହୋଇଛି । ପରିସ୍ଥିତିକୁ ଦେଖି ଏହାର ମୁକାବିଲା ପାଇଁ ଦିଲ୍ଳୀ ସରକାର ଏକ ଜରୁରୀ ବୈଠକ ଡାକିଛନ୍ତି । ଦିଲ୍ଲୀ ବିକାଶ ମନ୍ତ୍ରୀ ଗୋପାଳ ରାୟ ଏହି ବୈଠକ ଡାକିଛନ୍ତି । ବୈଠକରେ ପରିସ୍ଥିତିର…