Latest Odisha News

BREAKING NEWS

Browsing Tag

Loot From Temple

ମାତିଲେ ଚୋର: ମନ୍ଦିରରୁ ନେଇଗଲେ ୫ ଅଷ୍ଟଧାତୁ ମୂର୍ତ୍ତି

ପୁରୀ: ଦୋଳ ପୂର୍ଣ୍ଣିମା ପୂର୍ବରୁ ମନ୍ଦିରରୁ ଦୋଳଗୋବିନ୍ଦଙ୍କୁ ନେଇଗଲେ ଦୁର୍ବୃତ୍ତ । ପୁରୀ ଜିଲ୍ଲା ବୀର ନରସିଂହପୁରର ଗୋପୀନାଥ ମନ୍ଦିରରୁ ୫ଟି ଅଷ୍ଟଧାତୂ ମୂର୍ତ୍ତି ଚୋରି ହୋଇଛି । ଗତରାତିରେ ମନ୍ଦିର ଗ୍ରୀଲ୍ କାଟି ମୂର୍ତ୍ତି ଚୋରି ଅଭିଯୋଗ । ଚୋରି ହୋଇଥିବା ମୂର୍ତ୍ତିର ଓଜନ ୧୦୦ କେଜିରୁ…

ଲକଡାଉନ୍ ରାତିରେ ମାତିଲେ ଲୁଟେରା: ମନ୍ଦିରରୁ ରୁପା ମୁକୁଟ ଓ ଟଙ୍କା ନେଇ ଛୁ

ଯାଜପୁର: ଲକଡାଉନ୍ ରାତିରେ ସବୁଆଡ଼େ ଶୂନଶାନ । ଏହାର ଫାଇଦା ନେଇ ମନ୍ଦିରରୁ ଲୁଟ୍ । ଜଗନ୍ନାଥ ମନ୍ଦିର ତାଲା ଭାଙ୍ଗି ଦୁର୍ବୃତ୍ତ ରୁପା ମୁକୁଟ ଓ ଟଙ୍କା ନେଇ ଚମ୍ପଟ ମାରିଛନ୍ତି । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ସ୍ଥିତ ଜଗନ୍ନାଥ ମନ୍ଦିରରୁ ଗତକାଲି ରାତିରେ ଏହି ଲୁଟ୍ ହୋଇଛି । ବିଳମ୍ବିତ…

ଗୋଟିଏ ରାତିରେ ଦୁଇଟି ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

ବାଲିଗୁଡ଼ା: ମନ୍ଦିରକୁ ବି ଛାଡୁ ନାହାନ୍ତି ଲୁଟେରା । ଦେବଦେବୀଙ୍କ ଅଳଙ୍କାର ଲୁଟ୍ କରୁଛନ୍ତି । ଗୋଟିଏ ରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଦୁଇଟି ମନ୍ଦିରରୁ ଲୁଟ୍ ହୋଇଛି । ସୁନା ଗହଣା ଓ ଟଙ୍କା ଧରି ଚମ୍ପଟ ମାରିଛନ୍ତି ଲୁଟେରା । ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍…

ଶନି ମନ୍ଦିରରୁ ତାଲା ଭାଙ୍ଗି ରୁପା ମୁକୁଟ ଓ ସୁନା ଅଳଙ୍କାର ଲୁଟ୍

ବାଲେଶ୍ୱର: ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । ନେଇଗଲେ ଠାକୁରଙ୍କ ରୁପା ମୁକୁଟ ଓ ସୁନା ଅଳଙ୍କାର । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଖଡ଼ିପଦା ଗାଁରେ ଥିବା ଶନି ମନ୍ଦିରର ତାଲା ଭାଙ୍ଗି ଲୁଟ୍ ହୋଇଛି । ମନ୍ଦିର ଭିତରୁ ଠାକୁରଙ୍କ କେଜିଏରୁ ଅଧିକ ରୁପା ମୁକୁଟ ସହ ସୁନା ଅଳଙ୍କାର ଧରି…

ଚୋରି କରିବାକୁ ମନ୍ଦିରରେ ପଶିଥିଲେ, ଧରିଲେ ଗାଁ ଲୋକ

ବାଲେଶ୍ୱର: ମନ୍ଦିରରେ ଚୋରି କରିବାକୁ ପଶିଥିଲେ ଚୋର । ଜାଣିଲେ ଗାଁ ଲୋକ । ଦୁଇ ଚୋରଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ପାରିଭିଲା ଗାଁରେ । ଦୁଇ ଚୋରଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗାଁ ଲୋକ ।…

ମହାକାଳପଡ଼ାରେ ମା’ ରାମଚଣ୍ଡୀଙ୍କ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

କେନ୍ଦ୍ରାପଡ଼ା: ମନ୍ଦିର ଫାଟକ ତାଡି ଲୁଟ୍ । ମାଆଙ୍କ ମନ୍ଦିରକୁ ବି ଛାଡ଼ିଲେନି ଡକାୟତ । ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଅଞ୍ଚଳରେ ଥିବା ମା' ରାମଚଣ୍ଡୀଙ୍କ ମନ୍ଦିର ଫାଟକ ତାଡି ଲୁଟ୍ ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ…